Daily Archives

June 3, 2021

ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେବେ ଅମ୍ରିତ ପ୍ରଧାନ । ଏମ୍ସରୁ ବିମାନବନ୍ଦର  ଯାଏଁ ହେବ ଗ୍ରୀନ୍ କରିଡ଼ର…

କନକ ବ୍ୟୁରୋ : ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେବେ ଅମ୍ରିତ ପ୍ରଧାନ । ବର୍ତମାନ ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଛନ୍ତି ଅମ୍ରିତ । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଚେନ୍ନାଇ ସ୍ଥିତ ଆପୋଲକୁ ସ୍ଥାନାନ୍ତର କରାଯିବ । ସ୍ୱତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯିବ । କରୋନା…

ବେଆଇନ ଭାବେ ଔଷଧ ମହଜୁଦ କରିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଦୋଷୀ  । ହାଇକୋର୍ଟରେ ମାମଲା ଦାଖଲ କଲା  ଡ୍ରଗ୍ସ…

କନକ ବ୍ୟୁରୋ : ବେଆଇନ ଭାବେ କୋଭିଡ-୧୯ ଔଷଧ ଫ୍ୟାବିଫ୍ଲୁ କିଣିବା, ଷ୍ଟକ ରଖିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ  !  ଏଭଳି ମାମଲାର ପୁରା ଯାଂଚ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ କରିଥିଲା । ଏହାପରେ ଗୁରୁବାର ଦିନ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ ହାଇକୋର୍ଟରେ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ ସାହୁଙ୍କ ବିୟୋଗ । ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବିଜୟ ।…

କନକ ବ୍ୟୁରୋ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା  ବିଜୟ ସାହୁଙ୍କ ପରଲୋକ । ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବିଜୟ । ହାଇଦ୍ରାବାଦ ଏକ ଘରୋଇ ହସ୍ପିଟାଲରେ ବିଜୟ ସାହୁଙ୍କର ଚିକିତ୍ସା ଚାଲିଥଲା । ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ ବିଜୟ । ତେବେ କରୋନାରୁ…

ଲକଡାଉନରେ ଭୋକିଲା ରହିବେନି ବୁଲା ପଶୁ । ୬୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ : କରୋନା କାଳରେ କେବଳ ମଣିଷର ନୁହେଁ ବୁଲା ପଶୁପକ୍ଷୀଙ୍କର ମଧ୍ୟ ଭୋକର ବ୍ୟଥା ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏଥିପାଇଁ ତୃତୀୟଥର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି ନବୀନ । ଏହି ଅର୍ଥ  ସହରାଞ୍ଚଳରେ ଥିବା ବୁଲା…

ଭାଇରସଠୁ ଅଧିକ ଭୟଙ୍କର ସାଜୁଛି ଭୋକ । କାମ ମିଳୁନି, ପେଟ ପୂରୁନି… ପରିବାରର ପେଟ ଭରିବାକୁ କିଡନୀ ବିକିବାକୁ…

କନକ ବ୍ୟୁରୋ : ଲକଡାଉନ୍ ଲେଖୁଛି ଲୁହର କାହାଣୀ । ଭାଇରସଠୁ ଅଧିକ ଭୟଙ୍କର ଭୋକ । ଏପଟେ କୂଅ, ଆଉ ସେପଟେ ଖାଇ । ଗୋଟିଏ ପଟେ ମହାମାରୀ ସହ ଲଢୁଛି ମଣିଷ, ଆଉ ଅନ୍ୟପଟେ ନା କାମ ମିଳୁଛି ନା ପେଟ ପୁରୁଛି । ବାହାରର ଭାଇରସ ଠାରୁ ଅଧିକ ଭୟଙ୍କର ହେଉଛି ଭିତରର ଭୋକ । ଦୁଃଖର ଦଦରା କାନ୍ଥର ଘର…

କରୋନାର ୩ୟ ଲହରକୁ ନେଇ ଡିଏମଇଟିଙ୍କ ସୂଚନା : ରାଜ୍ୟ ସରକାର ତୃତୀୟ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ

କନକ ବ୍ୟୁରୋ : କରୋନାର ତୃତୀୟ ଲହରକୁ ନେଇ ଡିଏମଇଟିଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏମିତି ବହୁତ ସଂକ୍ରମଣର ଅନେକ ଗୁଡିଏ ୱେଭ ଆସିବାର ନଜର ରହିଛି । ମାତ୍ର ଥାର୍ଡ ୱେଭ କେବେ ଆସିବ ଓ ଏହାର ପ୍ରଭାବ କେମିତି ରହିବ ତାହା କହିବା ଅସମ୍ଭବ । ତଥାପି ରାଜ୍ୟ ସରକାର ତୃତୀୟ ୱେଭ ପାଇଁ…