Daily Archives

May 27, 2021

ବାତ୍ୟା ଯୋଗୁଁ କମିଲା ଟେଷ୍ଟିଂ, କମିଲା ସଂକ୍ରମଣ । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୪୭୧ ଆକ୍ରାନ୍ତ । ସେପଟେ ସୁସ୍ଥ…

କନକ ବ୍ୟୁରୋ: ବାତ୍ୟା ଯୋଗୁଁ ରାଜ୍ୟରେ କମିଲା ଟେଷ୍ଟିଂ । ଟେଷ୍ଟିଂ କମିବା ଯୋଗୁଁ ଆଜି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ କମିଛି । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୪୭୧ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରୁ ୧୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୫୩ ଲୋକାଲ କେସ ଚିହ୍ନଟ…

ବାତ୍ୟା ମଧ୍ୟରେ ନୂଆ ଜୀବନ । ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ଜନ୍ମନେଲେ ୭୫୦ ଶିଶୁ

କନକ ବ୍ୟୁରୋ: ସାମୁଦ୍ରିକ ଝଡ ୟାସ୍ ବେଳରେ ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ଜନ୍ମ ନେଲେ ୭୫୦ ଜଣ ଶିଶୁ । ବାତ୍ୟା ୟାସର ବିପଦକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ୧୦ ଜିଲ୍ଲାରେ ଥିବା ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରାଯାଇ ଡାକ୍ତରଖାନାକୁ…

ଦେଶକୁ ଖୁବଶୀଘ୍ର ମିଳିବ ଫାଇଜର ଟିକା ! ଜାଣନ୍ତୁ ଏନେଇ କ’ଣ କହିଲେ ନୀତି ଆୟୋଗ ସଦସ୍ୟ

କନକ ବ୍ୟୁରୋ : ନିଅଣ୍ଟିଆ ଟିକାକୁ ନେଇ ଦେଶରେ ଚାଲିଥିବା ଟିକାକରଣ ଭିତରେ ଭାରତକୁ ଖୁବଶୀଘ୍ର ଫାଇଜର ଟିକା ମିଳିପାରେ । ନୀତି ଆୟୋଗ ସଦସ୍ୟ ବି.କେ ପଲ କହିଛନ୍ତି କି, ଫାଇଜର ଟିକାର ଉପଲବ୍ଧତା ନେଇ ସଂକେତ ମିଳିବା ପରେ କମ୍ପାନୀ ଓ ସରକାର ଉଭୟ ଏହାକୁ ଦେଶରେ ପହଂଚାଇବାକୁ କାମ କରୁଛନ୍ତି ।…

ଭ୍ୟାକ୍ସିନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟର ବଡ ବୟାନ । ଦ୍ୱିତୀୟ ଡୋଜରେ ଅଲଗା ଭ୍ୟାକ୍ସିନ ଲାଗିଲେ ଅସୁବିଧା ନାହିଁ

କନକ ବ୍ୟୁରୋ: ଭ୍ୟାକ୍ସିନକୁ ନେଇ ବଡ ବୟାନ ରଖିଛନ୍ତି ବରିଷ୍ଠ ଡାକ୍ତର ବିକେ ପଲ । ଡାକ୍ତର କହିଛନ୍ତି ଯେ ଦ୍ୱିତୀୟ ଡୋଜ ବେଳେ ଯଦି ଆପଣଙ୍କୁ ଅଲଗା ଟିକା ଦେଇଦିଆଯାଇଛି ତେବେ ଏଥିରେ କୌଣସି ଅସୁବିଧା ନାହିଁ । ଏଥିରେ ଲୋକମାନଙ୍କୁ ଚିନ୍ତା କରିବାରେ କୌଣସି ଆବଶ୍ୟକତା ନାହିଁ । Our…

ଆସନ୍ତାକାଲିଠୁ ଭୁବନେଶ୍ୱରରେ ଟିକାକରଣ ପାଇଁ ମିଳିବ ସ୍ଲଟ୍ । ଦେଖନ୍ତୁ, କେଉଁ କେଉଁ ତାରିଖରେ ମିଳିିବ ସ୍ଲଟ୍…

କନକ ବ୍ୟୁରୋ: କୋଭିଡ୍ ବିପକ୍ଷ ଯୁଦ୍ଧରେ ଏବେ ଟିକାକରଣକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏପରି ସ୍ଥିତିରେ ଆମ ରାଜ୍ୟରେ ମଧ୍ୟ ୧୮-୪୪ ବୟସ୍କ ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି । ତେବେ ଆସନ୍ତାକାଲିଠୁ ଭୁବନେଶ୍ୱରରେ ପୁଣି ଟିକାକରଣ ପାଇଁ ସ୍ଲଟ୍ ମିଳିବ ବୋଲି ବିଏମସି ଟୁଇଟ୍ କରି ସୂଚନା…

କୋଭାକ୍ସିନ ଟିକାକୁ ବ୍ରାଜିଲର ଅନୁମତି ପ୍ରସଙ୍ଗ । ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକଙ୍କୁ ନୂତନ ଅନୁରୋଧ ପଠାଇଲା ଭାରତ…

କନକ ବ୍ୟୁରୋ : କୋଭିଡ ନିରୋଧୀ ଟିକା କୋଭାକ୍ସିନକୁ ବ୍ରାଜିଲର ଅନୁମତି ପ୍ରଦାନ ପାଇଁ ପୁଣି ଥରେ ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକଙ୍କ ନିକଟକୁ ଆବେଦନ କଲା ଭାରତ ବାୟୋଟେକ ଜ୍ଝ ପୂର୍ବରୁ ପ୍ଲାଣ୍ଟରେ ଭଲ ଉତ୍ପାଦନ ଅଭ୍ୟାସ ଅନୁସରଣ କରାଯାଉନଥିବା ଦର୍ଶାଇ ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ଭାରତ…