Daily Archives

May 22, 2021

ଗାଁ ଅର୍ଥନୀତିକୁ ବିଗାଡି ଦେଉଛି କରୋନା । ପେଟ ପୋଷିବାକୁ ପ୍ରତିଦିନ ରୋଜଗାର କରୁଥିବା ଲୋକଙ୍କ ଉପରେ ଚଡକ

କନକ ବ୍ୟୁରୋ: ରାସ୍ତା କଡରେ ବସିଛନ୍ତି ବୃଦ୍ଧ ମହିଳା ଜଣକ । ଆଗରେ ଜରି ବସ୍ତା ଉପରେ ଶାଗ । କରୋନା କାଳରେ ଏହାକୁ ବିକ୍ରି କରି ଯାହା ଦି ପଇସା ପାଇବେ ପରିବାର ଚଳିବ । କରୋନା କଟକଣା ନେଇ ଧାର୍ଯ୍ୟ ସମୟ ଭିତରେ କିନ୍ତୁ ସରିପାରିଲାନି ଶାଗ ବିକ୍ରି । ତଥାପି ବସି ରହିଥିଲେ ଗ୍ରାହକ ଅପେକ୍ଷାରେ…

ଇସିଏମଓ ମେସିନ ନମିଳିବାରୁ ଚାଲିଗଲା ଜୀବନ ପୁଅକୁ ହରାଇବା ପୂର୍ବରୁ ବାପା ଲେଖିଥିଲେ, ମୋ ପୁଅ ସିନା ବଂଚିବନି ହେଲେ ସବୁ…

କନକ ବ୍ୟୁରୋ: କରୋନାରେ ଆକ୍ରାନ୍ତ ହୋଇ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ପରଲୋକ ଘଟିଛି । ତାଙ୍କର ମୃତ୍ୟୁର କିଛି ଘଂଟା ପୂର୍ବରୁ ସୋସିଆଲ୍ ମିଡିଆରେ ନବୀନ ନନ୍ଦ ଏକ ପୋଷ୍ଟ କରିଥିଲେ । ସେଥିରେ ଲେଖିଥିଲେ, ତାଙ୍କ ପୁଅର ସ୍ୱାସ୍ଥ୍ୟାବସ୍ଥା କ୍ରିଟିକାଲ୍ ରହିଛି ।…

କୁଆଡେ ଯାଉଛି ବାତ୍ୟା ୟାସ୍ ? ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ପରେ ଭାରତୀୟ ପାଣିପାଗ ବିଭାଗର…

କନକ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସ୍ଥିତି କିଛି ଏଭଳି ରହିଛି । ୨୨ ସକାଳ ପ୍ରାୟ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ରୁପରେଖ କିଭଳି ରହିବ, ସେନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୟାସ୍ ପାଇଁ ପୂର୍ବାନୁମାନ -୨୩ ସକାଳ ବେଳକୁ…

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା । କହିଲେ  ସବୁ ଜୀବନ ମୂଲ୍ୟବାନ, ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ।…

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଭିଡ଼ିଓ କନଫରେନ୍ସିଂ ଜରିଆରେ ବସିଥିବା ବୈଠକରେ ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସବୁ ଜୀବନ ମୂଲ୍ୟବାନ ଏହାକୁ ଦୃଷ୍ଟିରେ ରଖି ବାତ୍ୟା…

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମିଳିଲା FIHର ସମ୍ମାନଜନକ ପ୍ରେସିଡେଣ୍ଟସ ଆୱାର୍ଡ । ରାଜ୍ୟରେ ହକିର ବିକାଶରେ…

କନକ ବ୍ୟୁରୋ : ରାଜ୍ୟରେ ହକିର ବିକାଶ ତଥା ଏହାକୁ ଆଗକୁ ବଢାଇବା ପାଇଁ ଯେଉଁ ଯୋଗଦାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବଙ୍କର ରହିଛି ସେଥିପାଇଁ ତାଙ୍କୁ ଅନ୍ତର୍ଜାତୀୟ ହକି ଫେଡେରେସନ ସମ୍ମାନଜନକ ପ୍ରେସିଡେଣ୍ଟସ ସମ୍ମାନରେ ସମ୍ମାନିତ କରିଛି । ଭର୍ଚୁଆଲରେ ଆୟୋଜନ ହୋଇଥିବା…

ଜୁହାର ଫାଉଣ୍ଡେସନ୍ ଏବଂ ତ୍ରିଲୋଚନ ନେତ୍ରାଳୟ ମିଳିତ ଭାବେ ସ୍ଥାପନ କଲେ କୋଭିଡ୍ କେୟାର ସେଲଟର । ରୋଗୀଙ୍କୁ ମିଳିବ…

କନକ ବ୍ୟୁରୋ : ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୦ଟି ଅକ୍ସିଜେନ୍ ବ୍ୟାଙ୍କର ଶୁଭାରମ୍ଭ କରିବା ପରେ ଆଜି ଜୁହାର ଫାଉଣ୍ଡେସନ୍ ଏବଂ ତ୍ରିଲୋଚନ ନେତ୍ରାଳୟ ମିଳିତ ଭାବେ ଏକ କୋଭିଡ୍ କେୟାର ସେଲଟର ସ୍ଥାପନ କରିଛନ୍ତି । ସମ୍ବଲପୁର ଉପକଣ୍ଠରେ ଥିବା ତ୍ରିଲୋଚନ ନେତ୍ରାଳୟରେ ଏହି କୋଭିଡ୍ କେୟାର ସେଲଟର…