Daily Archives

May 2, 2021

ଆଦିବାସୀ ଯୁବକଙ୍କ ନିଆରା ପ୍ରୟାସ । ପାରମ୍ପରିକ ଚାଷରୁ ହଟି ଛତୁ ଓ ମହୁ ଚାଷ କରୁଛନ୍ତି ଯୁବଚାଷୀ, ୪ଏକର ଜମିରେ ଚାଷ…

କନକ ବ୍ୟୁରୋ : ଧାନ ଓ କପା ଚାଷ କରି ଗୁଜୁରାଣ ମେଂଟାଉଥିବା ଲୋକଙ୍କ ପାଇଁ ଉଦାହରଣ ଆଦିବାସୀ ଯୁବକ କୁଲମ୍ପିର । କିଛି ଭିନ୍ନ ଓ ନୂଆ କରିବାକୁ ଯାଇ ସେ ଆରମ୍ଭ କରିଛନ୍ତି ଛତୁ ଓ ମହୁ ଚାଷ । ନିଜ ଗ୍ରାମରେ ରହି ସ୍ୱଳ୍ପ ସମ୍ବଳରେ ଛତୁ ଚାଷ ସହ ମହୁ ଓ ପରିବା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା…

କାଇଁଚ କାରିଗରୀ ଦେଇଛି ରୋଜଗାର । ୩୦ବର୍ଷରୁ ଅଧିକ ସମୟ ଧରି ୨ଶହ ପରିବାରଙ୍କ ପାଇଁ ସାଜିଛି ସ୍ୱାବଲମ୍ବୀ ହେବାର ମାଧ୍ୟମ…

କନକ ବ୍ୟୁରୋ : ପୁରୁଷାନୁକ୍ରମିକ କାଇଁଚ କାରିଗରୀ ବା ଗୋଲଡେନ ଗ୍ରାସ ଦେଇଛି ରୋଜଗାର । ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ଧରି ଆରମ୍ଭ ହୋଇଥିବା ଏହି କାଇଁଚ କାରିଗରୀ କାମ କରି ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କମାଗଡ ଗାଁର ଦୁଇଶହ ପରିବାର । ଧର୍ମଶାଳା ବ୍ଲକର…

ମୟଙ୍କଙ୍କ ଦମଦାର ଅର୍ଦ୍ଧଶତକ । ଦିଲ୍ଲୀ ଆଗରେ ୧୬୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ପଞ୍ଜାବ ।

କନକ ବ୍ୟୁରୋ : ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ପଞ୍ଜାବ କିଙ୍ଗସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ରୋମାଞ୍ଚକର ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ…

ଲକଡାଉନ୍ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରେ ଦ୍ରୁତଗତିରେ ବଢ଼ୁଥିବା କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ତୃଣମୂଳସ୍ତରରେ କିଭଳି ଜନଗହଳିକୁ ରୋକା ଯାଇପାରିବ ଓ କରୋନା କଟକଣାକୁ କାର୍ଯ୍ୟକାରୀ କରାଯିବ…

ଗୋଟି ଚଳାଇଲେ ପିକେ, ମାତ୍ ଖାଇଗଲେ ଚାଣକ୍ୟ । ପଶ୍ଚିମବଙ୍ଗ ଲଢେଇ ପଛରେ ଗୋଟିଏ ନାଁକୁ ନେଇ ଚର୍ଚ୍ଚା, କାମ ଦେଲା…

କନକ ବ୍ୟୁରୋ : ମମତା ନନ୍ଦିଗ୍ରାମ ହାରିଯାଇଥିଲେ ବି ପଶ୍ଚିମବଙ୍ଗ ଲଢେଇ ପଛରେ ଗୋଟିଏ ନାଁକୁ ନେଇ ଚର୍ଚ୍ଚା । ସେ ହେଉଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ବିଜେପିର ହେଭିୱେଟମାନଙ୍କ ସହ ଲଢେଇ କରିବାକୁ ମମତା ପ୍ରଶାନ୍ତ କିଶୋରଙ୍କୁ ନିଜର ପରାମର୍ଶଦାତା ନିଯୁକ୍ତି ଦେଇଥିଲେ । ଏବଂ…

ସାମ୍ବାଦିକଙ୍କୁ ଆଗଧାଡିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ…

କନକ ବ୍ୟୁରୋ : ସାମ୍ବାଦିକ ହେଲେ କରୋନା ଯୋଦ୍ଧା । ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଆଜି ଏହି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପଞ୍ଜୀକୃତ ହୋଇଥିବା ସାମ୍ବାଦିକ ଏହି ଘୋଷଣାରେ ଉପକୃତ ହେବେ । ଏହା ଅଧୀନରେ ୨ ଲକ୍ଷ…