Daily Archives

April 26, 2021

କରୋନା କାଳରେ ଗରିବଙ୍କ ଅନ୍ନଦାତା ସାଜିଛନ୍ତି ମହମ୍ମଦ କାସିମ । ଚିକେନ୍ ବ୍ୟବସାୟ କରି ମାଗଣାରେ ଦେଉଛନ୍ତି ଖାଇବା ।

କନକ ବ୍ୟୁରୋ: କରୋନା ବିଗାଡି ଦେଇଛି ସବୁ କିଛି । ଗରିବ ଲୋକଙ୍କ ଅବସ୍ଥା ସଙ୍ଗୀନ ହୋଇପଡିଛି । କାମ ଧନ୍ଦା ମିଳୁନି, ଅସହାୟ ହୋଇପଡିଛନ୍ତି ତଳ ଶ୍ରେଣୀର ଲୋକ । ଏପରି ସମୟରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଖୁଆଉଛନ୍ତି କଲ୍ୟାଣସିଂପୁରର ମହମ୍ମଦ କାସିମ । ଜଣେ ଗରିବ ହିଁ ବୁଝିପାରେ ଭୋକର…

ବୁର୍ଲାରେ ବିଗୁଡୁଛି କରୋନା ସ୍ଥିତି । ଶ୍ମଶାନ ପ୍ରସ୍ତୁତ କରୁଛି ସମ୍ବଲପୁର ପ୍ରଶାସନ । ଲୋକେ ଦେଖି ଛାନିଆ

କନକ ବ୍ୟୁରୋ : କୁଢ କୁଢ ଶବ । ମେଡିକାଲରୁ ଶ୍ମଶାନ ପର୍ଯ୍ୟନ୍ତ ଲମ୍ବା ଲାଇନ । କେଉଁଠି ଶବଦାହ ଚୁଲା ଜଳି ଜଳି ତରଳି ଯାଉଛି । ଏଭଳି ସ୍ଥିତି ଉପୁଜାଇଛି କିଲର କରୋନା ଭୂତାଣୁ । ଦିଲ୍ଲୀ, ଗୁଜୁରାଟ ଓ ବାରଣାସୀର ଏଭଳି ଚିତ୍ର ଦେଖି ଓଡିଶାରେ ବି ଚାଲିଲାଣି ଶ୍ମଶାନ ପ୍ରସ୍ତୁତି । ବିଶେଷ କରି…

ମହାବିପତ୍ତି ସାମ୍ନାରେ ଝାନସୀ ଭଳି ଛିଡା ହୋଇଛନ୍ତି ମାଆ ହେବାକୁ ଯାଉଥିବା ନାନସୀ । ୪ ମାସର ଗର୍ଭବତୀ ଥାଇ ରମଜାନ…

କନକ ବ୍ୟୁରୋ: ମାନବ ସେବା ହିଁ ମାଧବ ସେବା । ମହାମାରୀ ବେଳେ ଏ କଥାକୁ ସତ ପ୍ରମାଣିତ କରିଛନ୍ତି ଏ ନର୍ସ । ଏ ଫଟୋକୁ ଦେଖିଲେ ଆପଣ ପ୍ରଶ୍ନ ଉଠାଇପାରନ୍ତି, ସେବା କରିବା ତ ନର୍ସର କାମ, ଏଥିରେ ବଡ କଥା କଣ ? ଆଜ୍ଞା ହଁ, ଫଟୋରେ ସିନା ସେବା କରିବାର ଚିତ୍ର ସମସ୍ତେ ଦେଖୁଛନ୍ତି ହେଲେ ଫଟୋ ପଛରେ…

ଫୋନ କଲେ ଫ୍ରିରେ ମିଳୁଛି ଅକ୍ସିଜେନ । ହୋମକ୍ୱାରେଣ୍ଟାଇନ ଆକ୍ରାନ୍ତଙ୍କ ଘରେ ଅକ୍ସିଜେନ ପହଞ୍ଚାଉଛି ଶିଖ୍ ଏଡ୍ ।

କନକ ବ୍ୟୁରୋ: ଅକ୍ସିଜେନ ପହଞ୍ଚିବ, ଜୀବନ ବଞ୍ଚିବ । ମୃତ୍ୟୁ ମୁହଁରୁ ବଞ୍ଚିଯିବ ମଣିଷ । ଏମାନେ ଥାଉ ଥାଉ ଅକ୍ସିଜେନ ଅଭାବରେ କେହି ବୁଜିବେନି ଆଖି । ଅମ୍ଳଜାନ ପାଇଁ କେହି ହେବେନି ହଇରାଣ । ଫୋନ କରିବେ, ଅକ୍ସିଜେନ ପାଇବେ । ୧୫ ମିନିଟ୍ ଭିତରେ ଘରେ ପହଞ୍ଚିବ ଅକ୍ସିଜେନ ସିଲିଣ୍ଡର...…

କରୋନା ବିରୋଧରେ ଦ୍ୱିତୀୟ ଯୋଜନା ପାଇଁ ପ୍ରସ୍ତୁତ ରୁହ । ଦୈନିକ ୬ ଲକ୍ଷ ସଂକ୍ରମିତଙ୍କ ପାଇଁ ଅକ୍ସିଜେନ ମହଜୁଦ ରଖ

କନକ ବ୍ୟୁରୋ : ଏବେ ତ କରୋନା ସଂକ୍ରମଣର ଟ୍ରେଲର, ଆଗକୁ ପୁରା ସିନେମା ଆସୁଛି । ଆଗାମୀ ଦିନରେ ଦୈନିକ ସଂକ୍ରମଣ ୬ ଲକ୍ଷ ପାର କରିବ । ଏହାକୁ ସାମ୍ନା କରିବାକୁ ଦ୍ୱିତୀୟ ଯୋଜନା କର । ଦୈନିକ ସଂକ୍ରମଣ ୬ ଲକ୍ଷ ପାଇଁ ଅକ୍ସିଜେନ ମହଜୁଦ କର । ଏଭଳି କିଛି ସଂକେତ ଦେଇଛନ୍ତି ନୀତି ଆୟୋଗର ସଦସ୍ୟ…

ସଂକ୍ରମିତଙ୍କ ମୃତ୍ୟୁ ପରେ କୋଭିଡ୍ ହସ୍ପିଟାଲରେ ମାରପିଟ୍ । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ ।

କନକ ବ୍ୟୁରୋ: କୋଭିଡ ହସ୍ପିଟାଲରେ ମାରପିଟ । ଜଣେ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତକଙ୍କ ସଂପର୍କୀୟ କୋଭିଡ ହସ୍ପିଟାଲରେ ଜୋର ଜବରଦସ୍ତ ପଶି ଗଣ୍ଡଗୋଳ କରିଛନ୍ତି । ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟସ୍ଥ କାମଠନାରେ ଥିବା…