Daily Archives

April 26, 2021

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଭରିଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ । ମେ ୧୬ ତାରିଖରେ ହେବ…

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ନେଇ ନୂଆ ପ୍ରାର୍ଥୀ ଚୟନ ପରେ ଆଜି କଂଗ୍ରେସର ନୂଆ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରକାଶଥାଉକି, ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଥିବା ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିଲେ।…

ସଂକ୍ରମଣ ବଢିବାରୁ କର୍ଣ୍ଣାଟକରେ ଜାରି ହେଲା ଲକଡାଉନ୍ । ୧୪ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବିଏସ୍…

କନକ ବ୍ୟୁରୋ: ଦେଶରେ ବଢୁଥିବା ସଂକ୍ରମଣ ଭିତରେ କର୍ଣ୍ଣାଟକରୁ ଆସିଛି ବଡ ଖବର ।  ସଂକ୍ରମଣକୁ ଆଖି ଆଗରେ ରଖି କର୍ଣ୍ଣାଟକ ମୁଖମନ୍ତ୍ରୀ ବିଏସ୍ ୟେଦୁରପ୍ପା କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତିରୁ ପୂରା କର୍ଣ୍ଣାଟକରେ ଏହି ଲକଡାଉନ୍ ଆରମ୍ଭ…

ପିପିଲି ଉପ ନିର୍ବାଚନ ପାଇଁ ଭିନ୍ନ ଢ଼ଙ୍ଗରେ ପ୍ରଚାର ଆରମ୍ଭ କଲା ବିଜେଡି । ଆରମ୍ଭ ହେଲା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ।

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ଭିନ୍ନ ଢ଼ଙ୍ଗରେ ପ୍ରଚାର ଆରମ୍ଭ କରିବ ବିଜେଡି । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରିବ ଦଳ । ପ୍ରତି ଘରକୁ ଯାଇ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଦଳୀୟ ନେତା କହିବା ସହ ଲୋକଙ୍କୁ ବୁଝାଇବେ ଏବଂ ପ୍ରତି ଘର ଆଗରେ ଶଙ୍ଖ ଚିହ୍ନ ଷ୍ଟିକର ଲଗାଇବେ । ଏହା…

ଦେଶରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିସନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ । ହତ୍ୟା…

କନକ ବ୍ୟୁରୋ : ଦେଶରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିସନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ । କୋର୍ଟ କହିଛନ୍ତି କି, ଗତ କିଛିମାସ ହେବ ରାଜନୈତିକ ଦଳମାନେ ନିର୍ବାଚନୀ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ନିର୍ବାଚନ କମିସନ ସେମାନଙ୍କୁ ନ ଅଟକାଇ ସମ୍ଭବତଃ…

କରୋନା ଚେନ୍ ଭାଙ୍ଗିବା ପାଇଁ ଗଞ୍ଜାମରେ ଜୋରଦାର ପ୍ରସ୍ତୁତି : ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରତି ଘରେ ଆରମ୍ଭ ହୋଇଛି…

କନକ ବ୍ୟୁରୋ : କରୋନାର ପ୍ରଥମ ଲହରରେ ଗଞ୍ଜାମ ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିଥିଲେ । ପରବର୍ତ୍ତୀ ସମୟରେ ସେମାନେ ପୁଣି ରୋଜଗାର ଲାଗି ରାଜ୍ୟ ବାହାରକୁ ଚାଲି ଯାଇଥିଲେ । କିନ୍ତୁ ଏବେ ସେସବୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଲକଡାଉନ, ନାଇଟକର୍ଫ୍ୟୁ ଭଳି କଡା କଟକଣା ଲାଗୁ…

ଅକ୍ସିଜେନ୍ ଯୋଗାଇ ଦେବାକୁ ଆଗେଇ ଆସିଲେ ଘରୋଇ ପ୍ଲାଣ୍ଟ ମାଲିକ : ଜୟପୁରରେ ଥିବା ଅକ୍ସିଜେନ୍ ପ୍ଲାଣ୍ଟ ମାଲିକଙ୍କ…

କନକ ବ୍ୟୁରୋ : ଅକ୍ସିଜେନ ଯୋଗାଇ ଦେବାକୁ ଆଗେଇ ଆସିଲେ ଘରୋଇ ପ୍ଲାଂଟ ମାଲିକ । ଜୟପୁରରେ ଥିବା ଏକ ଅକ୍ସିଜେନ ପ୍ଲାଂଟ ମାଲିକ କହିଛନ୍ତି ଜିଲ୍ଳା ପ୍ରଶାସନ ହୁଅନ୍ତୁ କି ସରକାର ଯଦି ଆବଶ୍ୟକ କରନ୍ତି, ସେ ଯୋଗାଇ ଦେବେ । ଏହି ପ୍ଲାଂଟର ପ୍ରତ୍ୟକ ଦିନ ୧୦ଟନ୍ ଅମ୍ଳଜାନ ଉତ୍ପାଦନ କ୍ଷମତା ରହିଛି ।…