Daily Archives

April 26, 2021

ଘରେ ଥିଲେ ବି ପିନ୍ଧିବାକୁ ପଡିବ ମାସ୍କ । ଦ୍ୱିତୀୟ ଲହରୀ ବ୍ୟାପକ ରୂପ ନେବା ପରେ ଡକ୍ଟର ଭି.କେ ପଲଙ୍କ ସୂଚନା ।

କନକ ବ୍ୟୁରୋ: ଏଣିକି ଘରେ ଥିଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ । ଦିନକୁ ଦିନ ଦେଶରେ କରୋନର ଦ୍ୱିତୀୟ ଲହରୀ ବ୍ୟାପକ ରୂପ ନେଉଥିବା ବେଳେ ଆଜି ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି- ଘରେ ବି ମାସ୍କ ପିନ୍ଧିବା ଦରକାର । ଯଦି ଘରେ କେହି କରୋନା ରୋଗୀ ଅଛନ୍ତି, ତେବେ ତାଙ୍କଠାରୁ…

ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୭୦୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୫୧, ସ୍ଥାନୀୟ ସଂକ୍ରମିତ ୫୫୭ । ରାଜଧାନୀରେ…

କନକ ବ୍ୟୁରୋ: ରାଜଧାନୀରୁ ଗତ ୨୪ ଘଂଟା ଭିତରେ ଚିହ୍ନଟ ହେଲେ ୭୦୮ କରୋନା ପଜିଟିଭ୍ । ଯେଉଁ ଭିତରୁ ୧୫୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୫୫୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି । ଏହାକୁ ମିଶାଇ ଭୁବନେଶ୍ୱରର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ…

କେତେ ସୁରକ୍ଷିତ ସାମୁଦ୍ରିକ ଉପକୂଳ? ଅଲିଭରିଡଲେ କଇଁଛଙ୍କ ଅଣ୍ଡା ଖାଉଛନ୍ତି କାଉ ।

କନକ ବ୍ୟୁରୋ: ସମୁଦ୍ର ମୁହାଁ ହେଉଛନ୍ତି ଅଲିଭରିଡଲେ ଶାବକ । କଇଁଛ ଶାବକ ସମୁଦ୍ରକୁ ଯିବାର ଦୃଶ୍ୟ ଯେତିକି ମନୋରମ ତାଠାରୁ ଅଧିକ ଚିନ୍ତାଜନକ ବେଳାଭୂମିରେ କାଉ, କଇଁଛ ଅଣ୍ଡା ଖାଇବାର ଦୃଶ୍ୟ । ନଭେମ୍ବର ମାସ ଠାରୁ ମେ’ ମାସ ପର୍ଯ୍ୟନ୍ତ କଇଁଛଙ୍କ ପ୍ରଜନନ ଋତୁ ରହିଥାଏ । ଏହି ସମୟରେ…

ମାସିକଧର୍ମ ସମୟ‌ରେ ମଧ୍ୟ ଟିକା ନେଇ ପାରିବେ ମହିଳା । ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ

କନକ ବ୍ୟୁରୋ :  ଦେଶରେ କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶର ସ୍ଥିତି ବିଷୟରେ ଜଣାଇଛି। ଏହା ସହ ଟିକାକରଣକୁ ନେଇ ହେଉଥିବା ଗୁଜବକୁ ବିଷୟରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଗତ କିଛି ଦିନ ହେଲାଣି ଏକ ଖବର…

ସାବଧାନ ! ଠକ ମାତିଛନ୍ତି କଟକ ନିଆଳିରେ । ବ୍ୟାଙ୍କରେ ଲୋନ୍ କରାଇ ଦେବାକୁ କହି ଲୁଟୁଛନ୍ତି ହଜାର ହଜାର ଟଙ୍କା । ଏଭଳି…

କନକ ବ୍ୟୁରୋ: ସାବଧାନ ! ଠକ ମାତିଛନ୍ତି କଟକ ନିଆଳିରେ । ବ୍ୟାଙ୍କରେ ଲୋନ କରାଇ ଦେବାକୁ କହି ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି । ଆଉ ନିରୀହ ଲୋକଙ୍କ ଠାରୁ ଠକି ନେଉଛନ୍ତି ହଜାର ହଜାର ଟଙ୍କା । ହେଲେ ଚୋର ଘର ସବୁ ବେଳେ ଅନ୍ଧାର ନଥିବା ଭଳି ଠକକୁ ଧରି ପାନେ ଦେଇଛନ୍ତି ଗାଁ ଲୋକେ । ପୁରୀ…

କର୍ଣ୍ଣାଟକ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା କୋଭିଡ ଟିକା

କନକ ବ୍ୟୁରୋ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପା ରାଜ୍ୟର ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ମାଗଣାରେ କୋଭିଡ ଟିକା ଦେବା ନେଇ ଘୋଷଣା କରିଛନ୍ତି । ଏହି ମାଗଣା ଟିକା ଲୋକମାନଙ୍କ ପାଇଁ କେବଳ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ପ୍ରଥମେ କେରେଳ , ହରିଆଣା,…