Daily Archives

April 23, 2021

ଆଜି ଆଇପିଏଲରେ ପଞ୍ଜାବ-ମୁମ୍ବାଇ ଭେଟାଭେଟି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ । ପ୍ରଥମେ ବ୍ୟାଟିଂ କରିବ…

କନକ ବ୍ୟୁରୋ: ଆଜି ଆଇପିଏଲରେ ଭେଟାଭେଟି ହେବେ ରାହୁଲ-ରୋହିତ ବାହିନୀ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲଢିବ ପଞ୍ଜାବ କିଙ୍ଗସ୍ । ତେବେ ଟସ୍ ଜିତି ଆଜି ପଞ୍ଜାବ କିଙ୍ଗସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ପଲଟନ୍ । ଆଜି ଆଇପିଏଲରେ…

କରୋନାକୁ ମାତ୍ ଦେଲେ ସୋନୁ ସୁଦ୍ । ମହାମାରୀ ଜାଲରୁ ସୁସ୍ଥ ହୋଇ ଫେରିଲେ ଶ୍ରମିକଙ୍କ ଭଗବାନ ।

କନକ ବ୍ୟୁରୋ : ସୁସ୍ଥ ହେଲେ ସୋନୁ ସୁଦ୍ । କରୋନାରୁ ସୁସ୍ଥ ହୋଇ ଫେରିଲେ ଶ୍ରମିକଙ୍କ ଭଗବାନ ସୋନୁ ସୁଦ୍ । କରୋନାକୁ ମାତ୍ ଦେଇ ସୋନୁ ସୁସ୍ଥ ହୋଇଛନ୍ତି । ଆଉ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୋନୁ । ଟ୍ୱିଟ କରି ସୋନୁ ନେଗେଟିଭ୍ ଥିବା ସଂକେତ ଦେଇଛନ୍ତି ସୋନୁ । ଗତ ୧୭ ତାରିଖରେ ସୋନୁ…

ଇସ୍ପାତ କାରଖାନାରୁ ମେଡିକାଲ ଅକ୍ସିଜେନ ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ । ଏପର୍ଯ୍ୟନ୍ତ ଯୋଗାଇ ଦିଆଗଲାଣି ୩୯…

କନକ ବ୍ୟୁରୋ : ସାରା ଭାରତବର୍ଷର ଇସ୍ପାତ କାରଖାନା ଗୁଡିକ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ଲିକ୍ୟୁଇଡ୍ ମେଡିକାଲ ଅକ୍ସିଜେନ ଉପଲବ୍ଧ କରାଯାଇଥିବା ବେଳେ କେବଳ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗ ଗୁଡିକ ୩୯ ହଜାର ମେଟ୍ରିକ ଟନରୁ ଅଧିକ ଅକ୍ସିଜେନ ଯୋଗାଇ ଦେଇଥିବା କଥା…

ସପ୍ତାହାନ୍ତ ସଟଡାଉନ ପାଇଁ ନିୟମିତ ରୁଟରେ ବନ୍ଦ ରହିବ ମୋ ବସ୍ ସେବା । କେବଳ ରେଳ ଷ୍ଟେସନ ଓ ବିମାନବନ୍ଦରରୁ…

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ । ଆଉ ଟ୍ୱିନସିଟି କଟକ-ଭୁବନେଶ୍ୱରରେ ମଧ୍ୟ ସଟଡାଉନ ରହିବ । ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଗାଡିମୋଟର ଓ ଦୋକାନ ବଜାର ବନ୍ଦ ରହିବ । ଏପରିକି ଲୋକଙ୍କ ଯାତାୟତ ଉପରେ ମଧ୍ୟ କଟକଣା ରହିବ । ଆଉ…

ଆବାସ ଯୋଜନାରେ ଅନିୟମିତତା ନେଇ ଯାଜପୁରରୁ ଆସିଲା ଅଭିଯୋଗ । ହାତଗୁଞ୍ଜା ନଦେଲେ ମିଳୁନି ଘର । ସେପଟେ ଘରପାଇ ଭଡାରେ…

କନକ ବ୍ୟୁରୋ :  ବିକାଶର ଧାରାରେ ନୂଆନୂଆ ପ୍ରକଳ୍ପ ସହ ସଫଳତା ସାଉଁଟୁଛି ଯାଜପୁର ଜିଲ୍ଳା । କିନ୍ତୁ ଆଜି ବି  ସରକାରୀ ଯୋଜନା ଅନେକଙ୍କ ପାଖରେ  ଅପହଂଚ । ଯୋଗ୍ୟ ହିତାଧିକାରୀ ସରକାରୀ ସୁବିଧାରୁ ବଂଚିତ ହେଉଥିବା ବେଳେ ଥିଲାବାଲା ଓ ଅଯୋଗ୍ୟ ବ୍ୟକ୍ତି ଲାଭ ଉଠାଉଛନ୍ତି । ଯାହା ସରକାରୀ ଯୋଜନାର…

ଟୁଇନ୍ ସିଟି ସଟଡାଉନକୁ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ । ଅମାନିଆ ନିୟମ ଭାଙ୍ଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ।…

କନକ ବ୍ୟୁରୋ: ଆସନ୍ତାକାଲିଠୁ ଟୁଇନ୍ ସିଟିରେ ଲାଗୁ ହେବାକୁ ଯାଉଛି ସଟଡାଉନ୍ । ଏନେଇ ଆଜି ଜନସାଧାରଣଙ୍କୁ ସତର୍କ କରାଇବା ସହିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ଆସନ୍ତାକାଲିଠୁ ଦୁଇ ଦିନ ଧରି ଟୁଇନସିଟିରେ ସଟଡାଉନ୍ କଟକଣା ବଳବତ୍ତର…