Daily Archives

April 22, 2021

ପଶ୍ଚିମବଙ୍ଗରେ ଦେଖାଦେଲା କରୋନାର ନୂଆ ରୂପ । ସ୍ଥିତି ଦେଖି ସଜାଗ ହେଲା ଓଡିଶା । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ…

କନକ ବ୍ୟୁରୋ: ଓଡିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ କୋଭିଡର ଟ୍ରିପଲ ମ୍ୟୁଟାଣ୍ଟ ଦେଖାଯିବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆସନ୍ତାକାଲିଠୁ କୌଣସି ଲୋକ ପଶ୍ଚିମବଙ୍ଗରୁ ଓଡିଶା ଆସିଲେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ନିୟମ ଜାରି କରିଛନ୍ତି…

କରୋନାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ ସଙ୍ଗରୋଧ 

କନକ ବ୍ୟୁରୋ: କରୋନାକୁ ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । କହିଲେ ପଶ୍ଚିମବଙ୍ଗରେ ଦିନକୁ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନରେ ସଙ୍ଗରୋଧରେ ରହିବେ । ପଶ୍ଚିମବଙ୍ଗରୁ ଫେରିଲେ ଆରଟିପିସିଆର ରିପୋର୍ଟ ସହ ଟିକା ନେଇଥିବା ଦୁଇଟି ଡୋଜର…

ପଶ୍ଚିମବଙ୍ଗରୁ ଚିହ୍ନଟ ହେଲା କରୋନା ଭାଇରସର ସାଙ୍ଘାତିକ ରୂପ । ଟିକା ନେଇଥିଲେ ବି କରିପାରେ ସଂକ୍ରମିତ । ଓଡିଶାକୁ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଡବଲ୍ ମ୍ୟୁଟାଂଟ କରୋନା ଭୂତାଣୁ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ଟ୍ରିପଲ୍ ମ୍ୟୁଟାଂଟ କରୋନା ଭୂତାଣୁ । ଏହାକୁ ବେଙ୍ଗଲ ଷ୍ଟ୍ରେନ୍ ମଧ୍ୟ କୁହାଯାଉଛି । ଡବଲ୍ ମ୍ୟୁଟାଂଟ ଭୂତାଣୁ ଅର୍ଥାତ ବି-୧-୬୧୭ କରୋନା…

ସନ୍ଧ୍ୟା ୭ଟା ୩୦ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ସରକାର । କରୋନା ସମ୍ପର୍କିତ ସୂଚନା ଦେବେ ମୁଖ୍ୟ ଶାସନ ସଚିବ ।

କନକ ବ୍ୟୁରୋ: ସନ୍ଧ୍ୟା ୭ଟା ୩୦ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ସରକାର । କରୋନା ସମ୍ପର୍କିତ ସୂଚନା ଦେବେ ମୁଖ୍ୟ ଶାସନ ସଚିବ । କରୋନାକୁ ନେଇ କିଛି ବଡ ଘୋଷଣା କରିପାରନ୍ତି ସରକାର । ତେବେ ସରକାର କଣ କହିବେ ତା ଉପରେ ରହିଛି ସମସ୍ତଙ୍କ ନଜର । ଗତ କିଛି ଦିନ ତଳେ ସରକାର କରୋନା କଟକଣାକୁ…

ଆଜି ବାଙ୍ଗାଲୋର-ରାଜସ୍ଥାନ ଭେଟାଭେଟି । ଟସ୍ ଜିତି ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ…

କନକ ବ୍ୟୁରୋ: ଆଜି ଆଇପିଏଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ । ଆରସିବି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବାରୁ ରାଜସ୍ଥାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ । ତେବେ ଦୁଇ ଦଳର ଚୂଡାନ୍ତ ଏକାଦଶରେ ଆଜି ସେଭଳି କୌଣସି ବଡ ପରିବର୍ତ୍ତନ ହେବା ଦେଖିବାକୁ ମିଳିନି । ଆଜି…

କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦% ବେଡ୍ ସଂରକ୍ଷିତ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ସରକାରଙ୍କ ଚିଠି

କନକ ବ୍ୟୁରୋ: କୋଭିଡ ପାଇଁ ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ବେଡ ସଂରକ୍ଷିତ ରହିବ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଲେ ସରକାର । ୩୦ରୁ ଅଧିକ ବେଡ୍ ଥିବା ହସ୍ପିଟାଲରେ ନିୟମ ଲାଗୁ ହେବ । ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ଆଇସିୟୁ ବା ଏଚଡିୟୁ ସଂରକ୍ଷିତ ରହିବ ।…