Daily Archives

April 22, 2021

ନିର୍ବାଚନ ରାଲିକୁ ନେଇ ନିର୍ବାଚନ କମିସନଙ୍କ କଡା ଆଭିମୁଖ୍ୟ । ସାଇକେଲ, ବାଇକ ଶୋଭାଯାତ୍ରା ଉପରେ ଲଗାଇଲେ ରୋକ

କନକ ବ୍ୟୁରୋ: ଦେଶରେ ସମସ୍ତ ପ୍ରକାର ପ୍ରଚାର ରାଲି, ପଦଯାତ୍ରା ଓ ରୋଡ ସୋ-କରିବା ମନା । ପ୍ରଚାର ବେଳେ ବିଭିନ୍ନ ରାଜନୈତିକ ଦଳ କୋଭିଡ କଟକଣା ନମାନିବାରୁ ନିର୍ବାଚନ କମିସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦେଶରେ ଏଣିକି ସାଇକେଲ ରାଲି, ପଦଯାତ୍ରା ଓ ବାଇକ ରାଲିକୁ ଅନୁମତି ଦିଆଯିବ ନାହିଁ…

ଅଧରାସ୍ତାରେ ଚାଲିଗଲା ଜୀବନ । କୋରାପୁଟ ବୋରିଗୁମ୍ମା ରାଜପଥ କଡରେ ପ୍ରାଣ ହାରିଲେ ହାଇଦ୍ରାବାଦରୁ ନୂଆପଡା ଫେରୁଥିବା…

କନକ ବ୍ୟୁରୋ: ଅଧରାସ୍ତାରେ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ । କରୋନା ମହାମାରୀ ଯୋଗୁଁ କାମ ବନ୍ଦ ହୋଇଯିବା ପରେ ଜୀବନ ବିକଳରେ ଭିଟାମାଟିକୁ ଫେରୁଥିଲେ । ହେଲେ ଘରେ ପହଂଚିବା ଆଗରୁ ଅଧରାସ୍ତାରେ ଚାଲିଗଲା ଜୀବନ । ସ୍ୱାମୀଙ୍କ ମୃତଦେହ ପାଖରେ ଏକାକି ଚାହିଁ ରହିଗଲେ ପତ୍ନୀ । ସ୍ୱାମୀ-ସ୍ତ୍ରୀ…

ଓଡିଶାରୁ ଦିଲ୍ଲୀ ପାଇଲା ଅକ୍ସିଜେନ କୋଟା । ଦିଲ୍ଲୀ ପଠାଇବାକୁ ଅନୁମତି ଦେଲେ ନବୀନ । ଟ୍ୱିଟ୍ କରି ନବୀନଙ୍କୁ ଧନ୍ୟବାଦ…

କନକ ବ୍ୟୁରୋ: ସଂକ୍ରମଣ ବଢୁଥିବା ବେଳେ ଅକ୍ସିଜେନ ଅଭାବ ଆକ୍ରାନ୍ତଙ୍କ ଜୀବନ ନେଉଛି । ଦିଲ୍ଲୀରେ ଅକ୍ସିଜେନ ଅଭାବ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ଏପରି ସମୟରେ ଦିଲ୍ଲୀକୁ ସହାୟତାର ହାତ ବଢାଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଟୁଇଟ କରି ନବୀନ ପଟ୍ଟନାୟକଙ୍କୁ…

ପଶ୍ଚିମବଙ୍ଗରେ ରାଲି ବାତିଲ କଲେ ମୋଦୀ । ଦେଶର କୋଭିଡ ସ୍ଥିତି ନେଇ ଶୁକ୍ରବାର କରିବେ ୩ଟି ବୈଠକ ।

କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ଦେଶରେ ଅମ୍ଲଜାନ ଅଭାବର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପିକେ ମିଶ୍ର, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଗୃହସଚିବ ଅଜୟ ଭଲ୍ଲା ଓ ନୀତି ଆୟୋଗ ସଦସ୍ୟଙ୍କ ସହ ବୈଠକ କରିଛନ୍ତି । ଅମ୍ଲଜାନ…

ସବୁ ରେକର୍ଡକୁ ଡେଇଁଗଲା କରୋନା ସଂକ୍ରମଣ ସଂଖ୍ୟା । ୨୪ ଘଂଟାରେ ଦେଶରୁ ୩ଲକ୍ଷ ୧୪ ହଜାର ଆକ୍ରାନ୍ତ ଚିହ୍ନଟ । ଓଡିଶାରେ…

କନକ ବ୍ୟୁରୋ: ଦୈନିକ ସଂକ୍ରମଣର ସମସ୍ତ ରେକର୍ଡକୁ ଟପିଯାଇଛି ଭାରତ । ସାରା ବିଶ୍ୱରେ ଦିନକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ମାମଲାରେ ଏବେ ବ୍ରାଜିଲ ଓ ଆମେରିକାକୁ ଭାରତ ଟପିଯାଇଛି । ଦେଶରେ ଗତ ୨୪ ଘଂଟାରେ ୩ ଲକ୍ଷ ୧୪ ହଜାରରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ଓ ୨ ହଜାର ୧୦୪ଜଣଙ୍କ ମୃତ୍ୟୁ ହୋଇଛି…

ଓଡ଼ିଶାରେ ମେ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁ ପାରେ କରୋନା ସଂକ୍ରମଣ । ଗାଣିତିକ ମଡେଲ ଆଧାରରେ ପୂର୍ବାନୁମାନ କଲେ ଆଇଆଇଟି…

କନକ ବ୍ୟୁରୋ: ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କେବେ ଏହା ଶୀର୍ଷରେ ପହଁଚିବ ଏବଂ କେବେ ତଳକୁ ଖସିବ, ଏ ନେଇ ଆକଳନ ହେଉଛି । ତେବେ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ, ଏକ ଗାଣିତିକ ମଡେଲ ଆଧାରରେ କରୋନା ଗ୍ରାଫ୍ର ପୂର୍ବାନୁମାନ କରିଛନ୍ତି । ଏହି ମଡେଲ ଅନୁସାରେ ଓଡ଼ିଶାରେ ମେ’…