Daily Archives

April 21, 2021

ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ । ୨୪ ଘଂଟାରେ ୨ହଜାରରୁ ଅଧିକ ମୃତ । ସେପେଟ ତିନି ରାଜ୍ୟରେ ଚିହ୍ନଟ ହେଲାଣି…

କନକ ବ୍ୟୁରୋ: ଦେଶର ଦ୍ରୁତ ସଂକ୍ରମଣ ଦିନକୁ ଦିନ ନୂଆ ରେକର୍ଡ କରୁଛି । ଗତ ୨୪ ଘଂଟାରେ ସଂକ୍ରମଣ ଓ ମୃତ୍ୟୁ ମାମଲାରେ ନୂଆ ରେକର୍ଡ କରିଛି କରୋନା । ୨୪ ଘଂଟାରେ ୨ ଲକ୍ଷ ୯୫ ହଜାର ୪୧ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ଗୋଟିଏ ଦିନରେ ୨ ହଜାର ୨୩ ଜଣଙ୍କ କରୋନାରେ ଜୀବନ ଯାଇଛି । ଆଉ ଏକ…

ମେ’ ପହିଲାରୁ ସିଧାସଳଖ ଟିକା କିଣିପାରିବେ ରାଜ୍ୟ ଓ ଘରୋଇ ହସ୍ପିଟାଲ । ରାଜ୍ୟ ପାଇଁ ଗୋଟିଏ ଡୋଜର ଦାମ ୪୦୦ ଓ ଘରୋଇ…

କନକ ବ୍ୟୁରୋ: ସଂକ୍ରମଣ ବଢ଼ିବା ସହ ଟିକା ନେବାକୁ ଲୋକଙ୍କ ଭିତରେ ସାରାଦେଶରେ ବଢ଼ିବାରେ ଲାଗିଛି ଉତ୍ସାହ । ହେଲେ ଟିକାର ଅଭାବ ଯୋଗୁଁ ଏହା ସମ୍ଭବ ହୋଇ ପାରୁନାହିଁ । ଏଭଳି ସ୍ଥିତିରେ ଅନେକ ରାଜ୍ୟ ଖୋଲାବଜାରରେ ଟିକା ଉପଲବ୍ଧ କରିିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ।…

ଔଷଧ ଦୋକାନରେ ମିଳିବନି କରୋନା ଟିକା । ମେ ପହିଲାରୁ ଡାକ୍ତରଖାନା ଓ ଅଧିକୃତ ଟିକାକରଣ କେନ୍ଦ୍ରରେ କିଣିପାରିବେ…

କନକ ବ୍ୟୁରୋ: ମେ ପହିଲାରୁ ଦେଶରେ ୧୮ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଟିକା ଆବଶ୍ୟକତାକୁ ପୁରଣ କରିବାକୁ ଗଲା ସୋମବାର କେନ୍ଦ୍ର ସରକାର ଘୋଷଣା କରିଥିଲେ । ଟିକା ନିର୍ମାଣକାରୀ ସଂସ୍ଥା ଉତ୍ପାଦନର ୫୦ ପ୍ରତିଶତ ଟିକାକୁ ରାଜ୍ୟ ସରକାର କିମ୍ବା ଖୋଲା ବଜାରରେ…

କେବେ ସରିବ କରୋନାର ଦ୍ୱିତୀୟ ଲହର । ଡିିଏମଇଟି ନିର୍ଦ୍ଦେଶକ କହିଲେ, ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ଶୀର୍ଷ…

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ବୃଦ୍ଧିକୁ ନେଇ ଭୟ ବଢ଼ୁଛି । କେବେ କରୋନା କମିବ ତାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ଏଭଳି ସମୟରେ ପ୍ରତିକ୍ରିୟା ରଖି ଡିଏମଇଟି ସିବିକେ ମହାନ୍ତି କହିଛନ୍ତିି, ମେ ମାସରେ ଶୀର୍ଷରେ ପହଁଚିବ ସଂକ୍ରମଣ । ହେଲେ ଏପଟେ ମାତ୍ର ୨୦ ଦିନରେ ରାଜ୍ୟରେ କରୋନା…

ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ଓଡ଼ିଶାରେ ପ୍ରସ୍ତୁତ ହେଉଛି ୭୩,୬୫୪…

କନକ ବ୍ୟୁରୋ: ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ହସପିଟାଲ୍ ବେଡ୍, ଆଇସିୟୁ, ଭେଂଟିଲେଟରର ମିଳୁନଥିବା ନେଇ ଅଭିଯୋଗ ଆସିବାରେ ଲାଗିଛି । ତେବେ ଡିଏମଇଟି କହିଛନ୍ତି, ରାଜ୍ୟରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଶଯ୍ୟା ରହିଛି । ୭୧ଟି କୋଭିଡ୍ ହସ୍ପିଟାଲ ମଧ୍ୟରୁ  ୩୧…

କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ । ନିଜେ ଟ୍ୱିଟ କରି ସୂଚନା ଦେଲେ ନରସିଂହ

କନକ ବ୍ୟୁରୋ: କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ । ନିଜେ ଟ୍ୱିଟ କରି ସୂଚନା ଦେଲେ ନରସିଂହ । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ପରୀକ୍ଷା କରିବାକୁ ମଧ୍ୟ ସେ କହିଛନ୍ତି । ତେବେ କରୋନା ପଜିଟିଭ ଆସିବା ପରେ ଏବେ ସଙ୍ଗରୋଧରେ ରହିଛନ୍ତି ନରସିଂହ ମିଶ୍ର । ଦେଶରେ…