Daily Archives

April 19, 2021

ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ନୁହେଁ ଦ୍ୱିତୀୟ ଲହରୀ । ଆଇସିଏମଆର ଡିଜି କହିଲେ, ୭୦ ପ୍ରତିଶତରୁ ଅଧିକ ସଂକ୍ରମିତ…

କନକ ବ୍ୟୁରୋ: କରୋନାର ପ୍ରଥମ ଓ ଦ୍ୱିତୀୟ ଲହରି ଭିତରେ କଣ ରହିଛି ସମାନତା ଓ କଣ ରହିଛି ପ୍ରଭେଦ ତାର ଏକ ତୁଳନାତ୍ମକ ତଥ୍ୟ ରଖିଛନ୍ତି ଆଇସିଏମଆର ମହାନିର୍ଦ୍ଦେଶକ ବଲରାମ ଭାର୍ଗବ । ଭାର୍ଗବ ରଖିଥିବା ତଥ୍ୟ କରୋନାକୁ ନେଇ ଉଠୁଥିବା ଅନେକ ଗୁଡିଏ ପ୍ରଶ୍ନର ସମାଧାନ ବି ସାମନାକୁ ଆସିଛି ।…

କୋଭିଡ ଲଢେଇ ହେବ ଜୋରଦାର । ମେ ପହିଲାରୁ ୧୮ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଟିକା ପାଇଁ ମିଳିଲା ଅନୁମତି ।

କନକ ବ୍ୟୁରୋ: କୋଭିଡ ଲଢେଇ ହେବ ଜୋରଦାର । ଏନେଇ କେନ୍ଦ୍ର ସରକାର ଆଜି ବଡ ନିଷ୍ପତି ନେଇଛନ୍ତି । ମେ ପହିଲାରୁ  ୧୮ ବର୍ଷରୁ ଅଧିକ ବୟସର ଲୋକେ କୋଭିଡ ଟିକା ନେଇପାରିବେ । ମୋଦିଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତି ସମ୍ପର୍କରେ ଘୋଷଣା କରାଯାଇଛି । ମୋଦି କହିଛନ୍ତି, ଅଧିକରୁ ଅଧିକ…

ଚେନ୍ନାଇ ବ୍ୟାଟିଂକୁ ଟକ୍କର ଦେଲା ରାଜସ୍ଥାନ ବୋଲିଂ । ୨୦ ଓଭରରେ ସିଏସକେର ସ୍କୋର ୧୮୮ । ରାଜସ୍ଥାନକୁ ବିଜୟ ଲକ୍ଷ୍ୟ…

କନକ ବ୍ୟୁରୋ: ଆଇପିଏଲରେ ଆଜି ସିଏସକେର ଶକ୍ତିଶାଳୀ ବ୍ୟାଟିଂ କ୍ରମକୁ ଟକ୍କର ଦେଇଛି ରାଜସ୍ଥାନ ରୟାଲ୍ସ । ଚେନ୍ନାଇ ପ୍ରଥମ ଇଂନିସରେ ୯ ୱିକେଟ୍ ହରାଇ ୧୮୮ ରନ୍ କରିପାରିଛି । ରାଜସ୍ଥାନ ପକ୍ଷରୁ ଦ୍ରୁତ ବୋଲର ଚେତନ ସକାରିଆ ୩ଟି ସଫଳତା ପାଇଥିବାବେଳେ କ୍ରିସ ମୋରିସ ୨ଟି, ମୁସ୍ତାଫିଜୁର ଓ…

ମଇ ୧ରୁ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ଦିଆଯିବ ଟିକା, ଖୁବଶୀଘ୍ର ଖୋଲା ବଜାରରେ ମିଳିବ କୋଭିଡ ଟିକା ।…

କନକ ବ୍ୟୁରୋ : ଦେଶର ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି । କରୋନା ଟିକାକରଣ ନେଇ ମୋଦି ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହା ମହାମାରୀ ମୁକିବଲାକୁ ଆହୁରି ତ୍ୱରାନିତ୍ୱ କରିବ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, ମଇ ୧ ରୁ ୧୮ ବର୍ଷରୁ…

ରାୟଗଡ଼ାରୁ ଆସିଲା କରୋନାର କରୁଣ କାହାଣୀ । ପଜିଟିଭ ଆସିବା ପରେ ଟାହିଟାପରା ସହି ନପାରି ଆକ୍ରାନ୍ତଙ୍କ ଆତ୍ମହତ୍ୟା…

କନକ ବ୍ୟୁରୋ: ଭୂତାଣୁର ଭୟ କେତେ ସାଂଘାତିକ ହୋଇପାରେ, ସଭ୍ୟ ବୋଳାଉଥିବା ସମାଜ କେତେ ଅସଭ୍ୟ ହୋଇପାରେ, ତାର ଏକ ହୃଦୟ ବିଦାରକ କାହାଣୀ ଆସିଛି ରାୟଗଡ଼ାରୁ । ରେଲୱରେ କିରାଣୀ ଭାବେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ, ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଦେଇଛନ୍ତି । କାରଣ, କରୋନା ପଜିଟିଭ୍…

ଡିଏମଇଟି ସିବିକେ ମହାନ୍ତିଙ୍କ ବୟାନ । ଗୋଷ୍ଠୀ ସଂକ୍ରମଣ ଭଳି ବଢୁଛି କରୋନା । ମେ’ ମାସରେ ଶିଖରରେ ପହଂଚିପାରେ ସଂକ୍ରମଣ…

କନକ ବ୍ୟୁରୋ: ଗୋଟିଏ ମାସରେ ରାଜ୍ୟରେ ବଦଳି ଯାଇଛି କରୋନା ସ୍ଥିତି । ମାର୍ଚ୍ଚ ୧୯ ତାରିଖରେ ମାତ୍ର ୧୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୧୯ରେ ୪ ହଜାର ଟପିଯାଇଛି ପଜିଟିଭ୍ ମାମଲା । ଏହି ଦ୍ରୁତ ସଂକ୍ରମଣକୁ ଗୋଷ୍ଠୀ ସଂକ୍ରମଣ ସହ ତୁଳନା କରିଛନ୍ତି ଡିଏମଇଟି । ଆଉ ମେ’ ମାସରେ…