Daily Archives

April 19, 2021

ନବୀନ ପ୍ରସ୍ତାବ ଦେଇଥିଲେ, ମୋଦି ମାନିନେଲେ । ଏଣିକି ଖୋଲା ବଜାରରେ ବି ମିଳିବ କୋଭିଡ ଟିକା । 

କନକ ବ୍ୟୁରୋ : ନବୀନ ପ୍ରସ୍ତାବ ଦେଇଥିଲେ, ମୋଦି ମାନିନେଲେ । ମୋଦି ରଖିଲେ ନବୀନଙ୍କ କଥା । କୋଭିଡ ଟିକାକୁ ନେଇ ଦୁଇ ଦିନ ପୂର୍ବେ ନବୀନ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଣିକି ଟିକା ଉତ୍ପାଦନକାରୀ କମ୍ପାନି ୫୦ ପ୍ରତିଶତ ଟିକା କେନ୍ଦ୍ର ସରକାରଙ୍କୁ ଦେବା…

ଆଜି ଓଡ଼ିଶାରେ କରୋନା ସଂକ୍ରମଣର ସର୍ବକାଳୀନ ରେକର୍ଡ । ଗତ ୨୪ ଘଂଟାରେ ୪୪୪୫ ପଜିଟିଭ, ଦେଶରେ ୨ଲକ୍ଷ ୭୩ ହଜାର ସଂକ୍ରମିତ…

କନକ ବ୍ୟୁରୋ: କରୋନା ମାରିଲା ଲମ୍ବା ଡିଆଁ । ପ୍ରଥମ ଲହର ସଂକ୍ରମଣକୁ ଟପିଯାଇଛି ଦ୍ୱିତୀୟ ଲହର ସଂକ୍ରମଣ । ରାଜ୍ୟରେ ସର୍ବକାଳୀନ ନୂଆ ରେକର୍ଡ କଲା ଦୈନିକ ସଂକ୍ରମଣ । ୨୦୨୦ ସେପ୍ଟେମ୍ବର ୨୫ତାରିଖରେ ରାଜ୍ୟରେ ୪ ହଜାର ୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଠିକ୍ ୮ମାସ ପରେ ଭାଙ୍ଗିଛି ସେହି…

ରାଜ୍ୟ ସରକାରଙ୍କ ନୂଆ ନିୟମ । ବିବାହରେ ଯୋଗଦେବେ ସର୍ବମୋଟ ୫୦ ଲୋକ । ପ୍ରୋସେସନ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଆଜି ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ଜାରି କରିଛନ୍ତି ସପ୍ତାହନ୍ତ ସଟଡାଉନ୍ । ଏଣିକି ରାଜ୍ୟର ସମସ୍ତ ସହର ଶନି ଓ ରବିବାର ସଟଡାଉନ୍ ହେବ । ଏପରି ସ୍ଥିତିରେ ରାଜ୍ୟ ସରକାର ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ମଧ୍ୟ କଡା କଟକଣା ଜାରି…

ରାଜ୍ୟ ସରକାରଙ୍କ ବଡ ଘୋଷଣା ।  ରାଜ୍ୟକୁ ଫେରିଲା ସପ୍ତାହନ୍ତ ସଟଡାଉନ୍  । ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନି, ରବିବାର…

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ରାଜ୍ୟକୁ ପୁଣି ଫେରିଛି ସପ୍ତାହନ୍ତ ସଟଡାଉନ୍ ।  ରାଜ୍ୟ ସରକାର ଆଜି ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ଶନିବାର ଓ ରବିବାରଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ୍ କଟକଣା ଜାରି ରହିବ ।  ଏହି…

ଆଇପିଏଲ ଲଢେଇ : ଟସ୍ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ । ତେଣୁ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ଦଳ । ଏହି ମ୍ୟାଚ ଉଭ୍ୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଦୁଇ…

ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା । ଟ୍ରାଫିକ୍ କଟକଣା ଜାରି କଲେ ପୋଲିସ କମିଶନର । ନିୟମ…

କନକ ବ୍ୟୁରୋ : ଆସନ୍ତାକାଲି  ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା । ରଥଯାତ୍ରା ପରେ ଆସନ୍ତା ୨୪ ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା। ଏହାକୁ ଆଖି ଆଗରେ ରଖି ଆଜି ଟ୍ବିନ ସିଟିର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ…