Daily Archives

April 16, 2021

ହରିଦ୍ୱାର କୁମ୍ଭମେଳା ହୋଇପାରେ କରୋନା ସୁପରସ୍ପ୍ରେଡର । ଗତ ୫ ଦିନରେ ଚିହ୍ନଟ ହେଲେଣି ପ୍ରାୟ ୨ ହଜାର ପଜିଟିଭ୍ ।

କନକ ବ୍ୟୁରୋ: କୁମ୍ଭମେଳାକୁ ଡରେଇଲାଣି କରୋନା ଭୂତାଣୁ । ଗତ ୫ ଦିନରେ ୧୭ ଶହରୁ ଅଧିକ ଶ୍ରଦ୍ଧାଳୁ ଓ ସାଧୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ , ଭୟ ଖେଳିଗଲାଣି ଆଖଡାଗୁଡିକରେ । ବିଶେଷ କରି କୁମ୍ଭମେଳାରେ କରୋନା ସଂକ୍ରମଣ ବଢିବା ପରେ , ମେଳାରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ଫେରିଯିବାକୁ…

ଦିପକ ଚହରଙ୍କ ଘାତକ ବୋଲିଂ । ୧୦୬ ରନ କଲା ପଞ୍ଜାବ କିଙ୍ଗସ । ଚେନ୍ନାଇ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ: ଆଜିର ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଚେନ୍ନାଇ ବୋଲର । ଫଳରେ ପଞ୍ଜାବ ମାତ୍ର ୧୦୬ ରନ କରିବାରେ ସକ୍ଷମ ହୋଇଛି । ଏବେ ଚେନ୍ନାଇ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରହିଛି । ତେଣୁ ଏକ ସହଜ ବିଜୟ ଲକ୍ଷ୍ୟ ନେଇ ମୈ÷ଦାନକୁ ଓହ୍ଲାଇବ ଦଳ । ଏହି ମ୍ୟାଚ ଜିତିବାକୁ ହେଲେ…

ଧାମରା ନଦୀରେ ୧୧୦ କୋଟି ବ୍ୟୟରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ,…

କନକ ବ୍ୟୁରୋ: ରାଜ୍ୟର ଧାମରା ନଦୀରେ ୧୧୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ ଭଦ୍ରକ ଏବଂ କେନ୍ଦ୍ରାପଡ଼ାର ବିକାଶର ଗତିକୁ ତ୍ୱରାନ୍ୱିତ କରିବ । ଏନେଇ ଆଜି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ବିକାଶ ପାଇଁ ନିରନ୍ତର…

କଟକରୁ ଆସିଲା ଅଭାବନୀୟ ଖବର । ମ୍ୟାନହୋଲରେ ମୃତ୍ୟୁବରଣ କଲେ ଶ୍ରମିକ । ଅନ୍ୟ ଜଣେ ଗୁରୁତର କଟକ ବଡ ମେଡିକାଲରେ…

କନକ ବ୍ୟୁରୋ: ମ୍ୟାନହୋଲରେ ମୃତ୍ୟୁ । ମୂଲ ଆଣି ପରିବାର ପୋଷିବା ଆଶାରେ ସ୍ୱରେଜ ଲାଇନ୍ ସଫା କରିବାକୁ ଯାଇଥିଲେ ଶ୍ରମିକ । ହେଲେ ସେମାନଙ୍କୁ ଜଣାନଥିଲା ମ୍ୟାନହୋଲରେ ଛକି ରହିଛି ମୃତ୍ୟୁ । କଟକ ସିଡିଏ ସେକ୍ଟର ୧୦ ମଂଟେଶ୍ୱରୀ ଗଡାରେ ସ୍ୱେରେଜ ଲାଇନରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ…

ଶନି ଓ ରବିବାର ବନ୍ଦ ରହିବ ଜଗା ଦର୍ଶନ । ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ।…

କନକ ବ୍ୟୁରୋ: କରୋନା ପାଇଁ ବଦଳିଲା ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ଆସନ୍ତା ସପ୍ତାହରୁ ଶନିବାର, ରବିବାର ବନ୍ଦ ରହିବ ଜଗା ଦର୍ଶନ । ଏହି ଦୁଇ ଦିନ ଶ୍ରୀମନ୍ଦିର ପରିସର ଓ ବଡ଼ଦାଣ୍ଡକୁ ସାନିଟାଇଜ କରାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶାନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି…

ମୁଁ ଅସୁସ୍ଥ ଅଛି… କୋର୍ଟରେ ହାଜର ହୋଇ କହିଲା ହାଇଦର । ୭ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ମିଳିଲା ଅନୁମତି…

କନକ ବ୍ୟୁରୋ: ରିମାଣ୍ଡରେ ଗଲା ହାଇଦର । କୁଖ୍ୟାତ ଅପରାଧୀ ହାଇଦରକୁ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି । ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜେଏମଏଫସି କୋର୍ଟ । ହାଇଦରକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ତେବେ କୋର୍ଟରେ ହାଜର ହୋଇ ଏବେ ବି ଅସୁସ୍ଥ ଥିବା…