Daily Archives

April 15, 2021

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୨୧ ଆଇଏଏସଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢିଚାଲିଥିବାରୁ ରାଜ୍ୟ ସରକାର ୨୧ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ ପ୍ରଦାନ କରିଛନ୍ତି । ରାଜ୍ୟର ୧୪ଟି ସ୍ଥାନର ଦାୟିତ୍ବ ଏହି ଅଧିକାରୀଙ୍କୁ ରାଜ୍ୟ ସରକାର ନ୍ୟସ୍ତ କରିଛନ୍ତି। ଏ…

ଆଜି ଆଇପିଏଲରେ ଦିଲ୍ଲୀ-ରାଜସ୍ଥାନ ଭେଟାଭେଟି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ…

କନକ ବ୍ୟୁରୋ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୭ମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ…

ରାଜ୍ୟରେ ପୁଣି ଲାଗୁ ହେଲା କୋଭିଡ୍ କଟକଣା । ବିଭିନ୍ନ ଜିଲ୍ଲାକୁ ଫେରିଲା ନାଇଟ୍ କର୍ଫ୍ୟୁ । ନଜର ପକାନ୍ତୁ କଟକଣାର…

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ପୁଣି ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଲାଗୁ ହେବା ସହିତ ବିବାହ ଓ ଅନ୍ତିମ ସଂସ୍କାର ଉପରେବି କଟକଣା ଜାରି କରାଯାଇଛି । ଖାଲି ସେତିକି ନୁହେଁ, ସିନେମା ହଲ, ସରକାରୀ ଅଫିସ ଓ…

କଡାକଡି ହେଲା କରୋନା କଟକଣା । ସୋମବାର ଠାରୁ ବାହାର ରାଜ୍ୟକୁ ଗଡିବନି ବସ୍,  ଅଟୋରିକ୍ସା ଓ ଟ୍ୟାକ୍ସିରେ ଯାଇପାରିବେ…

କନକ ବ୍ୟୁରୋ : କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ କଟକଣାକୁ ଆହୁରି କଡାକଡି କରିଛନ୍ତି । ଖାସକରି ରାଜ୍ୟ ବାହାରକୁ ଯାଉଥିବା ବସ ଗମନାଗମନ ଉପରେ କଡା କଟକଣା ଲଗାଇଛନ୍ତି । ପୂର୍ବରୁ ଛତିଶଗଡ ଯାଉଥିବା ବସ ଗୁଡିକର ଯାତାୟତ ଉପରେ ସରକାର ରୋକ ଲଗାଇଥିବା ବେଳେ ଆସନ୍ତା…

ବିବାହ ଏବଂ ଅନ୍ତିମ ସଂସ୍କାର ଉପରେ କଟକଣା ଜାରି କଲେ ରାଜ୍ୟ ସରକାର । ବିବାହରେ ୫୦, ଅନ୍ତ୍ୟେଷ୍ଟିରେ ୨୦ ଲୋକଙ୍କୁ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବଡ ଘୋଷଣା । କରୋନା ସଂକ୍ରମଣକୁ ଆଖିରେ ବର୍ତ୍ତମାନ ପାଇଁ ପରୀକ୍ଷାକୁ ସ୍ଥଗିତ ରଖିଲେ ରାଜ୍ୟ ସରକାର । ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ ପରୀକ୍ଷା ସମ୍ପର୍କରେ ନିର୍ଦ୍ଧିଷ୍ଟ ଭାବେ ନିଷ୍ପତ୍ତି ନିଆଯିବ…

କରୋନା ସଂକ୍ରମଣ ରୋକିବାକୁ ବଡ ନିଷ୍ପତି । ୧୦ ଜିଲ୍ଲାର ସହରାଞ୍ଚଳରେ ଶନି-ରବି ସଟଡାଉନ, ଜାଣନ୍ତୁ ତାଲିକାରେ ଆପଣଙ୍କ…

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ କଟକଣା ଲାଗୁ କରିଛନ୍ତି । ଖାସକରି ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ କଟକଣାକୁ କଡାକଡି କରାଯାଇଛି । କରୋନାର ଦ୍ରୁତ ସଂକ୍ରମଣକୁ ରୋକିବାକୁ ୧୦ ସୀମାନ୍ତବର୍ତ୍ତୀ ଜିଲ୍ଲାର ସହରାଞ୍ଚଳକୁ ସଟଡାଉନ କରିବାକୁ…