Daily Archives

April 15, 2021

ଓଡିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାର ସହରାଂଚଳରେ ସନ୍ଧ୍ୟା ୬ରୁ ସକାଳ ୫ ଯାଏଁ କଟକଣା ।…

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ରାଜ୍ୟକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟ୍ କରି ଆଜି ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ବଢୁଥିବାବେଳେ ଅନ୍ୟ ରାଜ୍ୟମାନଙ୍କରେ ସ୍ଥିତି ଗୁରୁତର ହେଲାଣି ଏହାକୁ…

ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା ଗୁରୁତର। ୧୨ ଜଣ ଆନ୍ଦୋଳନକାରୀ ମୃତ, ୪୦ ଜଣ ଆହତ

କନକ ବ୍ୟୁରୋ : ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା ଗୁରୁତର ଆକାର ଧାରଣ କରିଛି । ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ହିଂସା ଧୀରେ ଧୀରେ ପାକିସ୍ତାନର ବିଭିନ୍ନ ସହରକୁ ବ୍ୟାପିବାରେ ଲାଗିଛି । ଏହି ହିଂସାକାଣ୍ଡ ଯୋଗୁଁ ପୁଲିସ ଗୁଳିରେ ୧୨ ଜଣ ଆନ୍ଦୋଳନକାରୀ ମୃତ୍ୟୁବରଣ କରିଥିବାବେଳେ ଜଣେ…

ମହାଦେବଙ୍କୁ ପ୍ରସନ୍ନ କରିବାକୁ ଭକ୍ତଙ୍କ ନିଆରା ଉଦ୍ୟମ । ଧାରୁଆ ଖଣ୍ଡା ଉପରେ ଚାଲିଲେ, ଜିଭରେ ଲୁହା କଣ୍ଟା ଫୋଡିଲେ ।

କନକ ବ୍ୟୁରୋ: ମହାଦେବଙ୍କୁ ପ୍ରସନ୍ନ କରିବା ଲାଗି ଭକ୍ତଙ୍କ ନିଆରା ଉଦ୍ୟମ । କିଏ ଧାରୁଆ ଖଣ୍ଡା ଉପରେ ବୁହା ହେଲେ, ତ ଆଉ କିଏ ଜିଭରେ ଲୁହା କଂଟା ଫୋଡିଲେ । ଖାଲି ସେତିକି ନୁହେଁ ଅନେକ ସ୍ଥାନରେ ଲୁହା କଂଟାରେ ଝୁଲିଲେ ଛୋଟ ଛୋଟ ପିଲା । ଆଉ ଅନେକ ଭକ୍ତ ଉଚ୍ଚ ସ୍ଥାନରୁ ଲମ୍ଫ ମାରି ଶିବଙ୍କ…

 ପାଣିପାଗ ବିଭାଗର ସତର୍କ ସୂଚନା । ୧୯ ଜିଲ୍ଲାକୁ କାଳବୈଶାଖି ସହ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ରାଜ୍ୟରେ କାଳବୈଶାଖୀର ପ୍ରଭାବ ଆଜି ବି ଜାରି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତର, ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଉପକୂଳର ୧୯ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…

ପଞ୍ଜାବ ସରକାରଙ୍କ ବଡ ଘୋଷଣା । ବିନା ପରୀକ୍ଷାରେ ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀ ପିଲା ପାସ୍

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଉର୍ତ୍ତୀନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ…

ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖିଲେ ଗୁଜୁରାଟ ସରକାର , ପ୍ରଥମରୁ ଏକାଦଶ ଶ୍ରେଣୀର ପିଲାଙ୍କୁ…

କନକ ବ୍ୟୁରୋ : କରୋନା କାଳରେ ପରୀକ୍ଷା ସମ୍ଭବ ନୁହେଁ ବୋଲି ବିଚାର କରି ବଭିନ୍ନ ରାଜ୍ୟ ସରକାରମାନେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖୁଛନ୍ତି । ଏହି କ୍ରମରେ ଆଜି ଗୁଜୁରାଟ ସରକାର ଆସନ୍ତା ମେ ୧୦ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ବୋର୍ଡ ଓ କାଉଁସିଲ ପରୀକ୍ଷାକୁ…