Daily Archives

April 15, 2021

କରୋନାର ଦ୍ୱିତୀୟ ଲହରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ଦେଶରେ ବଢୁଛି କୋଭିଡ୍ ମୃତ୍ୟୁ । ଆଶ୍ୱସ୍ତିର ବିଷୟ ହେଉଛି,…

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି, ମୃତ୍ୟୁ ମଧ୍ୟ ବଢ଼ିଛି । କିନ୍ତୁ ଏହା ସତ୍ତେ୍ୱ ଆଶ୍ୱସ୍ତିର ବିଷୟ ହେଉଛି ଦ୍ୱିତୀୟ ଲହରରେ କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି । କୁହାଯାଉଛି, ପ୍ରଥମ ଲହରରେ ଜଣେ କରୋନା ରୋଗୀକୁ ସୁସ୍ଥ ହେବା ପାଇଁ ଯେତିକି ଦିନ…

୨୪ ଘଂଟାରେ ରାଜ୍ୟରେ ପାଖାପାଖି ୩ ହଜାର ସଂକ୍ରମଣ । ଏପ୍ରିଲ ମାସରେ ବଦଳି ଯାଇଛି ରାଜ୍ୟର କରୋନା ଚିତ୍ର । ୧୫ ଦିନ…

କନକ ବ୍ୟୁରୋ: ଓଡିଶାରେ କିଛି ଦିନ ତଳେ ଗ୍ରୀନ୍ ଜୋନରେ ଥିବା ସଂକ୍ରମଣ, ଏବେ ଲଗାମ୍ ଛଡ଼ା ହୋଇଯାଇଛି । ରେଡ୍ ଜୋନକୁ ଚାଲି ଯାଇଛି ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲା । ଆଉ ୟେଲୋ ଜୋନକୁ ଚାଲି ଯାଇଛି ସମ୍ବଲପୁର, ବରଗଡ, କଳାହାଣ୍ଡି, କଟକ, ନୂଆପଡା, ପୁରୀ, ବଲାଙ୍ଗୀର । ସଂକ୍ରମଣ ଯେଉଁ ହାରରେ…

ହାଇଦର ଗିରଫ ପରେ ପୋଲିସ କମିସନରଙ୍କ ସୂଚନା । ବାଇକ ଚଲାଉଥିବା ବେଳେ ହାଇଦରକୁ ଧରିଲା ପୋଲିସ 

କନକ ବ୍ୟୁରୋ: ହାଇଦର ଗିରଫ ପରେ ପୋଲିସ କମିସନରଙ୍କ ସୂଚନା । କହିଲେ, ଖୁବଶୀଘ୍ର ଗ୍ୟାଙ୍ଗଷ୍ଟର ହାଇଦରକୁ ଓଡିଶା ଅଣାଯିବ । ଫେରାର ପରେ ହାଇଦରକୁ ଟ୍ରାକ କରାଯାଇଥିଲା । ଟ୍ରାକ ଆଧାରରେ ହାଇଦ୍ରାବାଦ ଯାଇଥିଲା ପୋଲିସ ଟିମ । ୨୪ ଘଣ୍ଟା ଭିତରେ ହାଇଦରକୁ ଓଡିଶା ଅଣାଯିବ । ବାଇକ ଚଳାଉଥିବା ବେଳେ…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଟ୍ରିିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ । ୧୯ ତାରିଖରୁ ସବୁ ସ୍କୁଲ ଆଉ ହଷ୍ଟେଲ…

କନକ ବ୍ୟୁରୋ: ବୁଧବାର ସିବିଏସଇ ଦଶମ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିବା ପରେ ଗୁରୁବାର ଓଡିଶା ସରକାର ଓଡିଶାରେ ମାଟ୍ରିକ ପରୀକ୍ଷା ନେଇ ନିଷ୍ପତି ନେଇଛନ୍ତି । ମେ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନାର ଦ୍ୱିତୀୟ ଲହର ରାଜ୍ୟରେ ହୁ ହୁ…

ଲେଉଟିଲା କରୋନା, ଫେରିଲା କଟକଣା । ସାରା ଓଡ଼ିଶାର ସବୁ ସହରରେ ଆସନ୍ତାକାଲିଠାରୁ ନାଇଟ୍ କର୍ଫ୍ୟୁ । ଦେଖନ୍ତୁ, ଲାଗିଲା…

କନକ ବ୍ୟୁରୋ: ଦେଶରେ ଗତ ୨୪ ଘଂଟାରେ ୨ ଲକ୍ଷରୁ ଅଧିକ ଏବଂ ଓଡିଶାରେ ପାଖାପାଖି ୩ ହଜାର ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ କରୋନାର ଦ୍ୱିତୀୟ ଲହର ବିପଦଜ୍ଜନକ ପର୍ଯ୍ୟାୟକୁ ପହଂଚିଯାଇଛି ବୋଲି ରାଜ୍ୟ ସରକାର ଅନୁଭବ କରିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ବଡ ବଡ ପଦକ୍ଷେପ  ସବୁ ନେଇଛନ୍ତି ଏବଂ…

ପୋଲିସ ହାତରେ ଧରାପଡିଲା ଗ୍ୟାଙ୍ଗଷ୍ଟର ହାଇଦର । ତେଲେଙ୍ଗାନାରୁ ଗିରଫ କଲା ସ୍ୱତନ୍ତ୍ର ସ୍କ୍ୱାର୍ଡ । ପ୍ରେସମିଟ୍ କରି…

କନକ ବ୍ୟୁରୋ: ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । ଏସସିବି ହସ୍ପିଟାଲରୁ ଫେରାର୍ ହେବା ପରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗ୍ୟାଙ୍ଗଷ୍ଟର ହାଇଦରକୁ ଆଜି ଗିରଫ କରିଛି । ତେଲଙ୍ଗାନା ପୋଲିସ ସହ ମିଶି ଓଡିଶା ପୋଲିସ ହାଇଦରକୁ ଗିରଫ କରିଥିବା ନେଇ ଆଜି ପୋଲିସ…