Daily Archives

April 14, 2021

ହାତ ପାହାନ୍ତାରୁ ଖସିଗଲା ହାଇଦର । କୋଲକାତାରେ ଥିବା ଖବର ପାଇ ପୁଲିସର ଚଢ଼ାଉ, ହେଲେ ଅଳ୍ପକେ ଛୁ ମାରିଲା ଗ୍ୟାଙ୍ଗଷ୍ଟର 

କନକ ବ୍ୟୁରୋ: ପୋଲିସ ହାତରୁ ଅଳ୍ପକେ ବର୍ତିଗଲା ହାଇଦର । ହଠାତ ପୋଲିସକୁ ଖବର ମିଳିଥିଲା କୋଲକାତାର ଏକ ସ୍ଥାନରେ ନିଜ ଲୋକଙ୍କ ପାଖରେ ଲୁଚି ରହିଛି ହାଇଦର । ଏହି ଖବର ପାଇବା କ୍ଷଣି ପୋଲିସ ଚେଷ୍ଟା କରିଥିଲା ହାଇଦର ପାଖରେ ପହଂଚିବା ପାଇଁ । କିନ୍ତୁ ହାତ ପାହାନ୍ତରୁ ଖସି ଯାଇଥିଲା ହାଇଦର ।…

ଏପ୍ରିଲ ୧୭ରେ ହେବନି ପିପିଲି ଉପନିର୍ବାଚନ । ଆଗାମୀ ତାରିଖ ଘୋଷଣା ହେବା ଯାଏଁ ଉପ ନିର୍ବାଚନ ସ୍ଥଗିତ

କନକ ବ୍ୟୁରୋ: ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ସ୍ଥଗିତ । ଆଗାମୀ ତାରିଖ ଘୋଷଣା ହେବାଯାଏଁ ଉପନିର୍ବାଚନ ସ୍ଥଗିତ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଲା ଉପନିର୍ବାଚନ । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି ।…

ସହର ଛାଡ଼ି ଗାଁକୁ ଫେରୁଛି ଶ୍ରମିକ । ମହାରାଷ୍ଟ୍ରରେ କର୍ଫ୍ୟୁ ଘୋଷଣା ପରେ କାମଧନ୍ଦା ଚାଲିଯିବା ଆଶଙ୍କାରେ ଶ୍ରମିକଙ୍କ…

କନକ ବ୍ୟୁରୋ: ସତରେ ଶ୍ରମିକର ଏହି ସହରରେ ଅଛି କିଏ? ଯଦି ଥାନ୍ତା ମୁଣ୍ଡରେ ବୋଝ ମୁଣ୍ଡେଇ କାହିଁକି ବାହାରି ଯାଉଥାନ୍ତା ଶ୍ରମିକ । ଯେଉଁ ସହରକୁ ଦିନେ ପେଟପାଟଣାର ଠିକଣା ଭାବେ ବାଛି ନେଇଥିଲା ଶ୍ରମିକ, ଏବେ ସେହି ସହରରେ ଲାଗୁ ହୋଇଥିବା କଟକଣା, ପେଟପାଟଣା ପାଇଁ ଦାଉ ସାଜିଛି । ଏମାନଙ୍କ…

ପିପିଲି ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । ମୁଖ୍ୟମନ୍ତ୍ରୀ ଓ…

କନକ ବ୍ୟୁରୋ: ପରଲୋକରେ ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ  । କରୋନାରେ ଆକ୍ରାନ୍ତ ହୋଇ ଅଜିତ ଭୁବନେଶ୍ୱରରେ ଆପଲୋ ହସପିଟାଲରେ ଚିକିତ୍ସାଧୀନ ଥିଲେ । ଗତ ସପ୍ତାହରେ  ସେ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।  ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ…

କରୋନା ହେଲେ କରିବେ କ’ଣ? ବିଏମସି କମିଶନର କହିଲେ, ପୂର୍ବ ଭଳି ପ୍ରଶାସନ ଓ ହସ୍ପିଟାଲକୁ କରିପାରିବେ ଯୋଗାଯୋଗ ।

କନକ ବ୍ୟୁରୋ: ରାଜ୍ୟରେ ଦିନକରେ ୨୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବାଧିକ ୪୫୮ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୩୪୮ । ତେବେ କେବଳ ଭୁବନେଶ୍ୱରରେ ଗୋଟିଏ ଦିନରେ ଆକ୍ରାନ୍ତ ହୋଇଛନ୍ତି ୩୦୭ । ଭୁବନେଶ୍ୱରରେ ବଢ଼ୁଥିବା…

ବୋର୍ଡ ପରୀକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ ବୋର୍ଡ ପରୀକ୍ଷା…

କନକ ବ୍ୟୁରୋ: ଦେଶରେ ଦୈନିକ କରୋନା ସଂକ୍ରମଣ ୧ ଲକ୍ଷ ୮୦ ହଜାରରୁ ଅଧିକ ଏବଂ ମୃତ୍ୟୁ ୧ ହଜାର ଟପିଥିବା ବେଳେ ବଡ଼ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଉଥିବାରୁ ପରୀକ୍ଷା ବନ୍ଦ କରିବା ନେଇ କିଛି ରାଜ୍ୟ ସରକାର ଓ ବିଭିନ୍ନ ଦଳର ତୁଙ୍ଗ ନେତା ଦାବି…