ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ । ୧୪୯ ରନ କଲା ବାଙ୍ଗାଲୋର । ହାଇଦ୍ରାବାଦ ଆଗରେ ୧୫୦ ରନର ବିଜୟ ଲକ୍ଷ୍ୟ

81

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମାକ୍ସୱେଲଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ୧୪୫ ରନ କରିବାରେ ସକ୍ଷମ ହୋଇଛି ବାଙ୍ଗାଲୋର । ଏହାସହ ଏବେ ହାଇଦ୍ରାବାଦ ଆଗରେ ୧୪୬ ରନର ବିଜୟ ଲକ୍ଷ୍ୟ ରହିଛି । ଏବେ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ।

ଏହି ମ୍ୟାଚରେ ବାଙ୍ଗାଲୋରର ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିବା ବେଳେ ଏକାକୀ ମ୍ୟାକ୍ସୱେଲ ଦଳକୁ ଦୃଢ ସ୍ଥିତିକୁ ନେଇଥିଲେ । ଏହି ମ୍ୟାଚରେ ମ୍ୟାକ୍ସୱେଲ ୫୯, ବିରାଟ କୋହଲି ୩୩ ରନ କରିଛନ୍ତି । ଫଳରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୪୯ ରନ କରିବାରେ ସକ୍ଷମ ହୋଇଥିଲା । ।