Daily Archives

April 13, 2021

ବିଜେଡି ସାଂସଦ ଭର୍ତ୍ତୃହରିଙ୍କୁ ନେଇ ବିବାଦ । ଟୁଇଟରରେ ମୁହାଁମୁହିଁ ହେଲେ ପ୍ରଣବ ପ୍ରକାଶ ଦାଶ ଏବଂ ବିଜେପି ମୁଖପାତ୍ର…

କନକ ବ୍ୟୁରୋ: ଭର୍ତ୍ତୃହରିଙ୍କୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ନୂଆ ବିବାଦ । ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ବୟାନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଭର୍ତ୍ତୃହରି ଭଳି ସାଂସଦଙ୍କୁ ବିଜେଡି ଠିକରେ ଉପଯୋଗ କରିପାରୁ ନାହିଁ ବୋଲି…

ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନରେ କରୋନା । ପୁରୀ ଶ୍ରୀମନ୍ଦିରରେ ୨୩ଜଣ ସଂକ୍ରମିତ ଚିହ୍ନଟ । ସେପଟେ ଗଞ୍ଜାମରେ…

କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନକୁ ବ୍ୟାପିଛି କରୋନା । ପୁରୀ ଶ୍ରୀମନ୍ଦିର ସହ ସମ୍ପୃକ୍ତ ୨୩ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୭ଜଣ ସେବାୟତ ଓ ସେମାନଙ୍କ ପରିବାର ୩ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଆସିଛି । ତା ସହ ଜୋତା ଷ୍ଟାଣ୍ଡର ୮ଜଣ, ଶ୍ରୀମନ୍ଦିର ପ୍ରଶାସନ ୩…

ଆଇପିଏଲ ଲଢେଇ: ଟସ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର ବନାମ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ଦଳ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ମୁମ୍ବାଇ ଦଳ । ଏହି ମ୍ୟାଚ ମୁମ୍ବାଇ ପାଇଁ ବେଶ…

ପାକିସ୍ତାନରେ ବ୍ୟାପୁଛି ହିଂସା: ଫସିରହିଛନ୍ତି ଭାରତୀୟ ତୀର୍ଥଯାତ୍ରୀ

କନକ ବ୍ୟୁରୋ : ଜଳୁଛି ପାକିସ୍ତାନ । ତେହେରୀକ-ଇ-ଲବାଇକ ପାକିସ୍ତାନ ଦଳର ମୁଖ୍ୟ ହୁସେନ ରିଜଭିଙ୍କୁ ପୁଲିସ ଅଟକ ରଖିବାକୁ ନେଇ ଏହାର କାର୍ଯ୍ୟକର୍ତ୍ତା ଆନ୍ଦୋଳନ କରିଥିଲେ । ଆଉ ପୁଲିସର କାର୍ୟ୍ୟାନୁଷ୍ଠାନରେ ଦୁଇ ଜଣ କର୍ମୀଙ୍କର ମୃତ୍ୟୁ ପରେ ହିଂସା ବଢ଼ିବାରେ ଲାଗିଛି । ଏସବୁ ଭିତରେ ଏବେ…

ଜନସନ ଆଣ୍ଡ ଜନସନ ଟିକା ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଲା ଆମେରିକା । ଟିକା ନେବା ପରେ ଆସୁଛି ରକ୍ତ ଜମାଟ ବାନ୍ଧୁଥିବା…

କନକ ବ୍ୟୁରୋ : ଆମେରିକାର ନିୟାମକ ସଂସ୍ଥା ଜନସନ ଆଣ୍ଡ ଜନସନ କରୋନା ଟିକା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଟିକା ନେଉଥିବା ଲୋକଙ୍କ ଦେହରେ ରକ୍ତ ଜମାଟ ବାନ୍ଧିବା ଭଳି ଅଭିଯୋଗ ଆସିବା ପରେ ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆମେରିକାର ଫୁଡ ଆଣ୍ଡ ଆଡମିଷ୍ଟ୍ରେସନ…

ବନ ଅଧିକାରୀଙ୍କ ପ୍ରୟାସରେ ସବୁଜମୟ ହୋଇଛି ବାରୁଣାବନ୍ତ ପାହାଡ । ପ୍ରବାସୀ ଶ୍ରମିକଙ୍କ କାମ ଦେଇ ହସ ଫୁଟାଇଲେ ବନ…

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ଚଣ୍ଡିଖୋଲ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ ସବୁଜମୟ ହୋଇପାରିଛି ବାରୁଣାବନ୍ତ ପାହାଡ । ସବୁଜ ବଳୟ ସୃଷ୍ଟି ହେବା ସହ କରୋନା କଟକଣା ସମୟରୁ ସ୍ଥାନୀୟ ଓ ପ୍ରବାସୀ ଶ୍ରମିକକୁ କାମ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ବନ ଅଧିକାରୀ ।…