Daily Archives

April 10, 2021

ଚିଲିକାରେ ଚାଲିଛି ବିପଦପୂର୍ଣ୍ଣ ଜଳଯାତ୍ରା । ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ପାର ହେଉଛନ୍ତି ଶହଶହ ଯାତ୍ରୀ ।

କନକ ବ୍ୟୁରୋ: ଚିଲିକାର ଅକାତକାତ ପାଣିରେ ଚାଲିଛି ବିପଦପୂର୍ଣ୍ଣ ଜଳଯାତ୍ରା । ଲୋକମାନେ ଜୀବନକୁ ବାଜି ଲଗାଇ ଦେଶୀଡଙ୍ଗାରେ ଚିଲିକା ପାରିହେଉଛନ୍ତି । ଜଣେ କି ଦୁଇ ଜଣ ନୁହେଁ ଶହଶହ ଯାତ୍ରୀ ଦେଶୀ ଡଙ୍ଗାରେ ଚିଲିକା ଜଳରାଶିରେ ପ୍ରାୟ ୫ କିଲୋମିଟର ପାରି ହୁଅନ୍ତି । ଚିଲିକା ମଝିରେ ସେହି ଦୃଶ୍ୟ…

କରୋନାର ନୂଆ ରୂପକୁ ନେଇ ସତର୍କ କରାଇଲେ ରାଜ୍ୟ ସରକାର । ଜାଣନ୍ତୁ, ନୂଆ ଲକ୍ଷଣ ଏବଂ ନୂଆ ରୂପକୁ ନେଇ ସମସ୍ତ ତଥ୍ୟ..

କନକ ବ୍ୟୁରୋ: ସାରା ଦେଶରେ ଏବେ କୋଭିଡ୍ ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଆମ ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ବଢିବାକୁ ଲାଗିଲାଣି । ଏପରି ସ୍ଥିତିରେ ରାଜ୍ୟ ସରକାର କୋଭିଡ୍ ଭାଇରସର ନୂଆ ରୂପକୁ ନେଇ ତମାମ ତଥ୍ୟ ଦେଇଛନ୍ତି । କରୋନାର ନୂଆ ରୂପର ନୂଆ ଲକ୍ଷଣ ଦେହ…

କେମିତି ଆରମ୍ଭ ହେଲା ପଶ୍ଚିମବଙ୍ଗ କୁ୍ଚ୍ ବିହାର ହିଂସା । କେମିତି ଗଲା ୪ ଜୀବନ । ଉତ୍ତର ରଖିଲା ସିଆଇଏସଏଫ୍

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଆରମ୍ଭ ହେବା ଠାରୁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ପର୍ଯ୍ୟନ୍ତ ଦୈନିକ ହିଂସାର ଖବର ଆସୁଛି । ହେଲେ ଆଜି ରାଜ୍ୟର କୁଚ୍ ବିହାର ଠାରେ ଯେଉଁ ହିଂସା ଦେଖିବାକୁ ମିଳିଛି ତାହା ପଶ୍ଚିମବଙ୍ଗ ଜନତାଙ୍କ ପାଇଁ ଏକ ସତ୍ତର୍କ ଘଂଟି । ଆଜି ପଶ୍ଚିମବଙ୍ଗର…

ବଢୁଛି କରୋନା ଭୟ । ସୁନ୍ଦରଗଡରୁ ସର୍ବାଧିକ ୩୫୫ ସଂକ୍ରମିତ ଚିହ୍ନଟ ପରେ ଜୀବନ ଜୀବିକାକୁ ନେଇ ଆଶା ଆଶଙ୍କାରେ…

କନକ ବ୍ୟୁରୋ: ଦ୍ରୁତଗତିରେ ବଢିଚାଲିଛି ସୁନ୍ଦରଗଡ ଜିଲ୍ଲାରେ ସଂକ୍ରମଣ । ପ୍ରଥମେ ଶହେ, ତାପରେ ଦୁଇଶହ, ଏବେ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଡେଇଁଛି ୩୫୦ । ଏହାକୁ ନେଇ ଲୋକଙ୍କ ମନରେ ଭୟ ବଢିଯାଇଛି । କିଭଳି ଚାଲିବ ଜୀବନ ଜୀବିକା? ପୁଣି ଲକଡାଉନ କି ସଟଡାଉନ ହେବନି ତ? ସଂକ୍ରମିତଙ୍କ ସଂଖ୍ୟା…

୨୦୧୧ ପରେ ପୁଣି ପୁରୀ ଏମାର ମଠରୁ ମିଳିଲା ରୂପା ଇଟା । ରୂପା ଇଟା ମିଳିଥିବା ନେଇ ସୂଚନା ଦେଲେ ରାଧାବଲ୍ଲଭ ମଠର ମହନ୍ତ

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ନିକଟସ୍ଥ ଏମାର ମଠରୁ ପୁଣି ରୂପା ଇଟା ମିଳିଛି । ମଠର ପଛପଟୁ ୪୫ ଖଣ୍ଟ ରୂପା ଇଟା ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଧାବଲ୍ଲଭ ମଠର ମହନ୍ତ । ମହନ୍ତଙ୍କ ସୂଚନା ମୁତାବକ ମଠର ପଛପଟୁ ୪୫ ଖଣ୍ଡ ରୂପା ଇଟା ମିଳିଛି । ପ୍ରତି ଇଟା ଖଣ୍ଡର ଓଜନ…

ଲକଡାଉନ୍ ନୁହେଁ, ଖୁବଶୀଘ୍ର ଦିଲ୍ଲୀରେ ଜାରି ହେବ ନୂଆ କଟକଣା । କେଜ୍ରିୱାଲ ଦେଲେ ସଂକେତ ।

କନକ ବ୍ୟୁରୋ :  ‘ଲକଡାଉନ୍‌’ ନୁହେଁ, ଦିଲ୍ଲୀରେ ଖୁବ୍‌ ଶୀଘ୍ର ନୂଆ କଟକଣା ଜାରି ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କୋଭିଡ୍‌-୧୯ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ଓ ଏଥିନିମନ୍ତେ ଥିବା ବୟସ ବର୍ଗ ଉଚ୍ଛେଦ କରାଯିବା…