Daily Archives

April 10, 2021

ଗିରଫ ହେଲେ କୋଟିପତି କିରାଣୀ । ଗତକାଲି ଘରେ ଚଢାଉ କରିଥିଲା ଭିଜିଲାନ୍ସ 

କନକ ବ୍ୟୁରୋ : ଗିରଫ ହେଲେ କୋଟିପତି କିରାଣୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ରେଡ୍ ମାରିଥିଲା ଭିଜିଲାନ୍ସ । ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଚଢାଉ ପରେ ଆଜି ଗିରଫ ହୋଇଛନ୍ତି କିରାଣୀ । ସୂଚନା ମୁତାବର, ଗତକାଲି…

ବିଜାପୁରରରେ କାହିଁକି ଫେଲ ମାରିଲା ଅପରେସନ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କାରଣ କହିଲେ ଯବାନ 

କନକ ବ୍ୟୁରୋ :  ଛତିଶଗଡ ବିଜାପୁରରରେ କାହିଁକି ଫେଲ ମାରିଲା ପୋଲିସ ଓ ସୁରକ୍ଷା କର୍ମୀଙ୍କ ଅପରେସନ୍ । ମାଓବାଦୀଙ୍କ ଅମ୍ବୁସରେ କେମିତି ଫଶିଗଲେ ଯବାନ । ସବୁଠାରୁ ବଡକଥା ହେଉଛି ମାଓବାଦୀଙ୍କ ଅମ୍ବୁସକୁ ଭାଙ୍ଗିବା ସତ୍ୱେ କେମିତି ଯବାନଙ୍କୁ ଘେରି ନରସଂହାର କରିବାକୁ ସମର୍ଥ ହେଲା ଲାଲ ବାହିନୀ…

ନବରଙ୍ଗପୁର ସୀମା ସିଲ୍ । ନେଗେଟିଭ୍ ରିପୋର୍ଟ ବିନା ନବରଙ୍ଗପୁରରେ ପଶିବା ଉପରେ କଟକଣା, ଚେକପୋଷ୍ଟରେ ହେଉଛି କଡାକଡି…

କନକ ବ୍ୟୁରୋ : ନବରଙ୍ଗପୁର ସୀମା ସିଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ସୀମାକୁ ସିଲ୍ କରାଯାଇଛି । ଛତିଶଗଡ ପଟୁ ଆସୁଥିବା ସମସ୍ତ ଗାଡି ଓ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଛତିଶଗଡ ସଲଂଗ୍ନ ସୀମାକୁ ସିଲ୍ କରିଛି ପ୍ରଶାସନ । ନେଗେଟିଭ ରିପୋର୍ଟ ବିନା…

ଏମାର ମଠ ପଛରୁ ରୂପା ଇଟା ମିଳିଥିବା ସୂଚନା । ଏମାର ମଠ ମୁଖ୍ୟ ଗାଦି ପଛପଟେ ଖୋଳା ଚାଲିଥିବା ବେଳେ ମିଳିଲା ଇଟା ।

କନକ ବ୍ୟୁରୋ: ଏମାର ମଠ ପଛରୁ ରୂପା ଇଟା ମିଳିଥିବା ସୂଚନା । ଏମାର ମଠ ମୁଖ୍ୟ ଗାଦି ପଛପଟେ ଖୋଳା ଚାଲିଥିବା ବେଳେ ମିଳିଲା ଇଟା । ଏକାଧିକ ରୂପା ଇଟା ମିଳିଥିବା ବିଶେଷ ସୂତ୍ରରୁ ସୂଚନା । ପୁରୀ ଏମାର ମଠର ଚାଲିଛି ସମ୍ପତ୍ତି ଆକଳନ । କାଲି ଜୋର ଜବରଦସ୍ତ ନୂଆ ମହନ୍ତଙ୍କୁ ଅପସ୍ଥାପିତ କରିଥିଲା…

କୋଭିଡ ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ଅସ୍ଥାୟୀ ମେଡିକାଲ କେନ୍ଦ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି । ପ୍ରବାସୀଙ୍କ…

କନକ ବ୍ୟୁରୋ : ପ୍ରବାସୀ ଓଡ଼ିଆ ଆସିବା ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା। କିଛି ସ୍ଥାନରେ ପ୍ରବାସୀ ଓଡ଼ିଆ ଆସୁଛନ୍ତି। ସେମାନଙ୍କୁ ଟେଷ୍ଟିଂ କରାଯାଉଛି। ଆଗକୁ ପ୍ରବାସୀ ଓଡ଼ିଆଙ୍କ ଗୋଟିଏ ଗାଇଡ଼ଲାଇନ କରିବା ପାଇଁ ବିଚାର କରାଯାଉଛି। ଅସ୍ଥାୟୀ ମେଡିକାଲ କେନ୍ଦ୍ରକୁ…

କୋଟିଆରୁ ଆସିଲା ରୋଚକ ଦୃଶ୍ୟ । କୋଟିଆ ସୀମାରେ ଆନ୍ଧ୍ର ଅଫିସରଙ୍କ ବାଟ ଓଗାଳିଲେ ଓଡିଆ ବାବୁ । ସୀମାରେ ଦୁଇ…

କନକ ବ୍ୟୁରୋ : କୋଟିଆରେ ଆନ୍ଧ୍ରର ଜିଲ୍ଲା ପରିସଦ ଓ ସମିତି ସଭ୍ୟ ନିର୍ବାଚନ ଚାଲ ଫେଲ ମାରିଛି । ବିଶେଷ କରି କୋରାପସ୍ୱଙ୍କ ଜିଲ୍ଲା ପ୍ରଶାସନର ସତର୍କତା ଯୋଗୁଁ ଆନ୍ଧ୍ରର ସବୁ ଷଡଯନ୍ତ୍ର ଭଣ୍ଡୁର ହୋଇଥିଲା । ଏହାରି ଭିତରେ ସାମ୍ନାକୁ ଆସିଛି ଆନ୍ଧ୍ର ଅଫିସରଙ୍କୁ ଓଡିଆ ଅଧିକାର ସୀମାରେ…