Daily Archives

April 2, 2021

ଲଣ୍ଡା ହୋଇଯାଉଛି ମାଲକାନଗିରିର ବଣ୍ଡାଘାଟି ପାହାଡ । ପୋଡୁ ଚାଷ ପାଇଁ ଜଙ୍ଗଲ ଜଳାଉଛନ୍ତି ସ୍ଥାନୀୟ ବାସିନ୍ଦା ।

କନକ ବ୍ୟୁରୋ: ନିଆଁ ଖାଇଗଲା ସବୁଜିମା ଆଉ ଲଣ୍ଡା ହୋଇଗଲା ଆଦିମ ଜନଜାତିର ବଣ୍ଡା ପାହାଡ । ଗତ ୪ ଦିନ ହେବ ବଣ୍ଡାଘାଟିରେ ଜଙ୍ଗଲ ପୋଡିବା ପରେ ଧୂଆଁରେ ଅଣନିଶ୍ୱାସୀ ହୋଇପଡିଛନ୍ତି ଅଂଚଳବାସୀ ପୋଡୁ ଚାଷ ଲାଗି ଅବକ୍ଷୟ ହେବାରେ ଲାଗିଛି ବଣ୍ଡାଘାଟିର ଜଙ୍ଗଲ ଏବଂ ନିଆଁ ପୋଡିରେ ମାଟିରେ ଲୋଟି…

ସଂକ୍ରମଣ ବଢୁଥିବାବେଳେ କରୋନା ମୁକାବିଲା ପାଇଁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ଶଯ୍ୟା ଓ ଅକ୍ସିଜେନ ମହଜୁଦ ରଖିବାକୁ…

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଏହାର ମୁକାବିଲା ପାଇଁ ଆଜି ରାଜ୍ୟର ସମସ୍ତ ଜିଲ୍ଲାପାଳ, ସିଡିଏମଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ କରୋନାକୁ ମୁକାବିଲା କରିବା ନିମନ୍ତେ ସମସ୍ତେ ପ୍ରସ୍ତୁତ ରହିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ଏହାସହ…

ପିପିଲି ପାଇଁ ଆସିଲା ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଏଥର ବି ନାହିଁ ଅନୁଭବଙ୍କ ନାଁ, ନବୀନଙ୍କ ସମେତ…

କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ଆସନ୍ତା ୧୭ରେ ପିପିଲି ପାଇଁ ଭୋଟ ପଡିବାକୁ ଥିବା ବେଳେ  କମ୍ପୁଛି ପ୍ରଚାର ମୈଦାନ । ଆଉ ଏସବୁ ଭିତରେ ହାଇଭୋଲଟେଜ ପିପିଲି ଆସନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ମୈଦାନକୁ…

ପିପିଲି ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ । ଜାଣନ୍ତୁ, ଲିଷ୍ଟରେ ଅଛି କାହା କାହା ନାଁ…

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ । ଅଜିତ ମଙ୍ଗରାଜଙ୍କ ପାଇଁ କଂଗ୍ରେସର ୩୦ ଜଣ ଷ୍ଟାର କ୍ୟାମ୍ପେନର ପିପିଲିରେ ପ୍ରଚାର କରିବେ । ଏହି ଲିଷ୍ଟରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ…

ରିଜର୍ଭ ବ୍ୟାଙ୍କର ପୂର୍ବ ଗଭର୍ଣ୍ଣର ଓର୍ଜିତ ପଟେଲଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏବେ ଏକ ବିସ୍କୁଟ୍ କମ୍ପାନୀ ସହ…

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଓର୍ଜିତ ପଟେଲଙ୍କୁ ଏବେ ଏକ ନୂଆ ଦାୟିତ୍ୱ ମିଳିଛି । ଏଥର ସେ ଏକ ଘରୋଇ ଉଦ୍ୟୋଗ ସହ ଯୋଡି ହୋଇଛନ୍ତି । ବିସ୍କୁଟ ଓ ଦୁଗ୍ଧ ଜାତୀୟ ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ରିଟାନିଆ କମ୍ପାନୀ ଓର୍ଜିତ ପଟେଲଙ୍କୁ କମ୍ପାନୀର ଉପ-ନିର୍ଦ୍ଦେଶକ…

ଆଉ ଟ୍ରେନରେ କରିହେବନି ଚାର୍ଜିଂ । ରାତିରେ କାମ କରିବନି ଚାର୍ଜ ପଏଣ୍ଟ । ମୋବାଇଲ, ଲାପଟପ ଚାର୍ଜିଂରେ କଟକଣା ।

କନକ ବ୍ୟୁରୋ: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ... ଏଣିକି ରାତିରେ ଟ୍ରେନରେ କରିହେବନି ମୋବାଇଲ ଚାର୍ଜିଂ । ଯାତ୍ରୀଙ୍କ ସିଟ ପାଖରେ ଥିବା ଚାର୍ଜ ପଏଣ୍ଟରେ ଆପଣ ମୋବାଇଲ କି ଲାପଟପ ଚାର୍ଜ କରିପାରିବେନି । ରେଳଯାତ୍ରା ବେଳେ ରାତିରେ ଏହି ସେବା ବନ୍ଦ ରହିବ ଅର୍ଥାତ ଚାର୍ଜିଂ ପଏଣ୍ଟ କାମ…