Monthly Archives

March 2021

ଛତିଶଗଡ଼ କ୍ରିକେଟ୍ ମ୍ୟାଚରୁ ଓଡ଼ିଶା ଆସିଲା କି କରୋନା? ନୂଆପଡ଼ା ସମେତ ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲାରେ ବଢୁଛି ସଂକ୍ରମଣ ।…

କନକ ବ୍ୟୁରୋ : କ୍ରିକେଟ ମ୍ୟାଚ ହେଲା ସୁପର ସ୍ପ୍ରେଡର । ରାୟପୁରରେ ସଡକ ସୁରକ୍ଷା ବିଶ୍ୱ ସିରିଜର ଭାରତ- ଶ୍ରୀଲଙ୍କା ମ୍ୟାଚରେ ସାମିଲ ହୋଇଥିବା କ୍ରିକେଟ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ କ୍ରିକେଟ ମ୍ୟାଚ ପରେ ସିନାପାଲିରେ ବ୍ୟାପିଲା କରୋନା । ଗୋଟିଏ ଗାଁରୁ  ଚିହ୍ନଟ ହେଲେ ୨୯…

ଲୋଗୋ ପାଇଁ ଲଢ଼େଇ । ବିଜେପି କହିଲା, ପ୍ରଧାନମନ୍ତ୍ରୀ ଆବାସରେ ଲାଗି ପାରିବନି ବିଜୁ ପକ୍କାଘର ଲୋଗୋ, ବିଜେଡିର ଜବାବ,…

କନକ ବ୍ୟୁରୋ : ଗାଁରେ ଗରିବ ଲୋକଙ୍କୁ କିଏ ଦେଉଛି ଘର । କେନ୍ଦ୍ର ସରକାର ନା ରାଜ୍ୟ ସରକାର । ଏହାକୁ ନେଇ ବେଶ କିଛି ଦିନ ହେଲା ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିବା ବିବାଦ ଆଜି ନାଟକୀୟ ମୋଡ ନେଇଛି । କେନ୍ଦ୍ର ସରକାରଙ୍କ ସଚିବ ଚିଠି ଲେଖି କହିଛନ୍ତି, ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ…

ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ।

କନକ ବ୍ୟୁରୋ: ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର । ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ । ୪୦ ଡିଗ୍ରୀ ଉପରେ ରାଜ୍ୟର ୧୮ଟି ସହରର ତାପମାତ୍ରା । ଗତ ତିନି ଚାରି ଦିନ ହେବ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏନେଇ କିଛି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ…

ମମତାଙ୍କ ମହାମେଳି ଚିଠି । ବିଜେପି ବିରୋଧରେ ଏକାଠି ହେବାକୁ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଲେ ମମତା, ଗଣତନ୍ତ୍ର ଓ…

କନକ ବ୍ୟୁରୋ : ବିଜେପି ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସୋନିଆ ଗାନ୍ଧୀଙ୍କ ସହ ୧୫ଟି ଦଳର ନେତାଙ୍କୁ ଚିଠି ଲେଖିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡା…

ବ୍ରାହ୍ମଣୀ ନଦୀରେ ବଡ ଅଘଟଣ । ଗାଧୋଇବାକୁ ଯାଇ ବୁଡିଗଲେ ୪ ଜଣ, ଜଣେ ମୃତ, ଜଣେ ନିଖୋଜ । ଅଳ୍ପକେ ବଞ୍ଚିଗଲା ୨ ଜଣଙ୍କ…

କନକ ବ୍ୟୁରୋ : ବ୍ରାହ୍ମଣୀ ନଦୀ‌ରେ ଗାଧୋଇବାକୁ ଯାଇ ଦୁଇ ଜଣ ଛାତ୍ରଙ୍କ ସମେତ ୪ ଜଣ ବୁଡ଼ିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ମଳିଛି। ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ନିଖୋଜ ହୋଇଯାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା…

ଏପ୍ରିଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ମାସ୍କ ଓ ସାମାଜିକ ଦୂରତା କଡାକଡି ପାଳନ କରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ଏପ୍ରିଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ପାଇଁ ନେଇପାରିବେ ନିଷ୍ପତ୍ତି । ଜିଲ୍ଲାପାଳ ଓ ପୌର ପରିଷଦ ନେଇ ପାରିବେ ନିଷ୍ପତ୍ତି । ଟେଷ୍ଟି, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ । ଆରଟିପିସିଆର ଟେଷ୍ଟ କରିବାକୁ ନିର୍ଦ୍ଦେଶ…