Daily Archives

March 8, 2021

ଶିମିଳିପାଳ ନିଆଁକୁ ନେଇ କଥା ଗୋଟିଏ, କାମ ଆଉ ଗୋଟିଏ । ମନ୍ତ୍ରୀ କହିଲେ, ଅଗ୍ନିଋତୁରେ ନିଆଁ ଲାଗେ । ଅନ୍ୟପଟେ ନିଆଁ…

କନକ ବ୍ୟୁରୋ: ରବିବାର ରାତିରେ ଶିମିଳିପାଳର ଭୟଙ୍କର ଚିତ୍ର ଦେଖିଲେ ସେଠାରେ ନିଆଁ ନିୟନ୍ତ୍ରଣରେ ଅଛି ବୋଲି କହିବା ଛଳନା ବ୍ୟତୀତ ଆଉ କିଛି ହୋଇନପାରେ । ଘନ ଅନ୍ଧାରକୁ ଆଲୋକିତ କରି ଦେଉଥିବା ନିଆଁର ବହ୍ନି ଭିତରେ ବାଜି ଲାଗିଛି, ଜଙ୍ଗଲି ଜନ୍ତୁଙ୍କ ଜୀବନ ଓ ଦେଶର ଅନ୍ୟତମ ପ୍ରମୁଖ ଜୈବ…

ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଟ୍ୱିନ-ସିଟିର ନୂଆ ପୋଲିସ କମିଶନର । ସୁଧାଂଶୁ ଷଡଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣର…

କନକ ବ୍ୟୁରୋ: ୧୯୯୫ ମସିହାର ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଟ୍ୱିନ-ସିଟିର ନୂଆ ପୋଲିସ କମିଶନର । ବର୍ତ୍ତମାନର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀକୁ ବଦଳି କରି ତାଙ୍କ ବଦଳରେ ଆଇପିଏସ୍ ଅଫିସର ସୌମେନ୍ଦ୍ରଙ୍କୁ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର କମିଶନର ଦାୟିତ୍ୱ…

ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ୨ ଚକିଆ ଯାନ ଉପରେ ରହିବ କଡା ନଜର ।

କନକ ବ୍ୟୁରୋ: ରାସ୍ତାରେ ଦୁର୍ଘଟଣାରେ ଜନଜୀବନହାନି ରୋକିବା ନିମନ୍ତେ ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଆଜି ରାଜଯର ପୋଲିସ ଅଧିକାରୀ ଓ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଲକ୍ଷ୍ୟଭେଦୀ କାର୍ୟ୍ୟଯୋଜନା ମଧ୍ୟ ପ୍ରସ୍ତୁତି…

ମାଲକାନଗିରିରେ ଲୌହମୁକ୍ତ ପାଣି ଯୋଗାଇବା ପାଇଁ ବନ ବିଭାଗର ପ୍ରୟାସ । ଲୋକଙ୍କ ପାଖରେ ପହଞ୍ଚାଉଛି ଇକୋ ଏଚ ଟୁ ଓ କିଟ୍ ।

କନକ ବ୍ୟୁରୋ: ଖରା ଦିନେ ଦୁର୍ଗମ ଇଲାକାରେ ପିଇବା ପାଣିର ଅଭାବ ଯୋଗୁ ଲୋକ ନଈନାଳରୁ ପାଣି ସଂଗ୍ରହ କରିବା ଚିତ୍ର ନଜରକୁ ଆସେ । ସାରା ରାଜ୍ୟରୁ ପାଣି ସମସ୍ୟା ସଂପର୍କୀତ ଖବର ଗଣମାଧ୍ୟମରେ ପ୍ରକାଶ ପାଏ । ତେବେ ଜଳ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ ନଳକୁପ ଯୋଗାଇ ଦିଆଯାଇଛି ।…

ଗହୀରମଥା ଉପକୂଳରେ ବିରଳ ଅଲିଭରିଡଲେ କଇଁଛଙ୍କ ଭିଡ । ସୁଦୂର ଶ୍ରୀଲଙ୍କାର ଜାଫନା ଉପକୂଳରୁ ଓଡିଶା ଉପକୂଳ ଆସିଲେ କଇଁଛ ।

କନକ ବ୍ୟୁରୋ: ଗହୀରମଥା ଉପକୂଳରେ ବିରଳ ଅଲିଭ୍ରିଡ୍ଲେ କଇଁଛଙ୍କ ଭିଡ । ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି, ଅଗରନାଶୀ-୧, ନାସୀ-୨, ହବାଳିଖଟି, ବରୁଣେଇ, ସାତଭାୟା, ପେଣ୍ଠ ସଂଲଗ୍ନ ଗଭୀର ସୁମଦ୍ରରେ ଅଲିଭ୍ରିଡ୍ଲେ କଇଁଛଙ୍କ ସମାଗମ ହେଉଛି । ସୁଦୂର ଶ୍ରୀଲଙ୍କାର ଜାଫ୍ନା ଉପକୂଳରୁ ହଜାର ହଜାର…

ସମସ୍ତଙ୍କ ସହଯୋଗରେ ‘ରେଡିଓ ଚକ୍‌ଲେଟ୍’ର କାର୍ଯ୍ୟକ୍ରମ ଅଧିକ ସରସ, ସୁନ୍ଦର ହୋଇପାରିବ : ତନୟା ପଟ୍ଟନାୟକ

କନକ ବ୍ୟୁରୋ : ଜଗତସିଂହପୁର ସହରର ସାରଦା ମଣ୍ତପ ପରିସରରେ ଓଡ଼ିଶାର ନମ୍ବର ୱାନ୍‌ ଏଫଏମ୍ ରେଡିଓ ଚକ୍‌ଲେଟ୍ ୧୦୪ ଧୁମ୍ ମିଠାର ଶ୍ରୋତା ସମ୍ମିଳନୀ ଶ୍ରୋତାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଏଥିରେ ରେଡିଓ ଚକ୍ଲେଟ୍‌ର ନିର୍ଦ୍ଦେଶିକା ତଥା ‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା…