Daily Archives

March 8, 2021

ମହିଳାଙ୍କୁ ନେଇ ଡିଏମକେର ବଡ ଘୋଷଣା । ସରକାର ଗଢିଲେ ପ୍ରତି ପରିବାରର ମହିଳାଙ୍କୁ ମାସିକ ଏକ ହଜାର ଟଙ୍କା ।

କନକ ବ୍ୟୁରୋ: ବିଧାନସଭା ନିର୍ବାଚନକୁ ନେଇ ତାମିଲନାଡୁରେ ଡିଏମକେର ବଡ ଘୋଷଣା । ରବିବାର ଦଳର ସଂକଳ୍ପ ପତ୍ର ଜାରି କରାଯାଇ ଏକ ବଡ ଘୋଷଣା କରାଯାଇଛି । ଦଳର ମୁଖ୍ୟ ଏମକେ ଷ୍ଟାଲିନ ସାତ ସୁତ୍ରୀ ପ୍ରତିଶ୍ରୁତି ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି । ଏଥିସହ ଡିଏମକେ ଆଗାମୀ ନିର୍ବାଚନରେ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଭୁବନେଶ୍ୱରରେ ଜାତୀୟ ଭୂତାଣୁ…

କନକ ବ୍ୟୁରୋ: ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା ବେଳେ ଏଥିମଧ୍ୟରୁ ଗୋଟିଏ ସଂସ୍ଥାନ ଭୁବନେଶ୍ୱରରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ…

ନିଆଁ ଲିଭାଇବାକୁ ନିୟୋଜିତ ହେବେ ଓଡ୍ରାଫ ଟିମ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବ ଓଡ୍ରାଫ ।

କନକ ବ୍ୟୁରୋ: ଜଙ୍ଗଲ ନିଆଁ ଲିଭାଇବାକୁ ନିୟୋଜିତ ହେବେ ଓଡ୍ରାଫ ଟିମ । ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବ ଓଡ୍ରାଫ । ଟାସ୍କ ଫୋର୍ସ ଟିମର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀଙ୍କ ସୂଚନା । ସେହିପରି ଜଙ୍ଗଲ ନିଆଁକୁ ଲିଭାଇବାକୁ ରାଜ୍ୟ ସରକାର ୯ ଜଣିଆ ଟାସ୍କ ଫୋର୍ସ ଟିମ ମଧ୍ୟ ଗଠନ…

ଓସାକ୍ସରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ । ଏଚଆଇଭି ଓ ସିଫିଲିସ କମ୍ବୋ କିଟର ବାର୍ତ୍ତା ସମ୍ବଳିତ ବସ ଟିକେଟ୍…

କନକ ବ୍ୟୁରୋ: ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାରୀମାନଙ୍କ ଭିତରେ ଥିବା ସୁପ୍ତ ଶକ୍ତିକୁ ଜାଗ୍ରତ କରି ଏକ ଶକ୍ତିଶାଳୀ ଓ ବଳିଷ୍ଠ ସମାଜ ଗଠନ କରିବା ପାଇଁ ଆହୁରି ଅଧିକ ପ୍ରୟାସର ଆବଶ୍ୟକତା ରହିଛି । ସୋମବାର ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ…

ଜଙ୍ଗଲରେ ନିଆଁ: ଗୋଟିଏ ବିଭାଗ ଲଗାନ୍ତି, ଆଉ ଗୋଟେ ବିଭାଗ ଲିଭାନ୍ତି: ବିଜେପି ବିଧାୟକ

କନକ ବ୍ୟୁରୋ: ଜଙ୍ଗଲରେ ଗୋଟିଏ ବିଭାଗ ନିଆଁ ଲଗାଏ, ଆଉ ଗୋଟେ ବିଭାଗ ନିଆଁ ଲିଭାଏ । ଏକଥା ଆମେ କହୁନୁ ବରଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏଭଳି କିଛି ଖୁଲାସା କରିଛି ବିଜେପି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଦେବଗଡ଼ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କହିଛନ୍ତି କି,…

ସମାଜରେ ସତରେ ସୁରକ୍ଷିତ ତ ନାରୀ ? ନାରୀକୁ ମିଳୁଛି ତ ଉଚିତ ସମ୍ମାନ ? ଗୋଟିଏ ଦିନ ନୁହେଁ ସବୁଦିନ ମିଳୁ ନାରୀକୁ…

କନକ ବ୍ୟୁରୋ: ଆଜି ନାରୀ ଦିବସ । ମହିଳାଙ୍କ ପାଇଁ ଦିନଟିଏ । ମାର୍ଚ୍ଚ ୮କୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳି ଆସୁଛି ବିଶ୍ୱ । ଆଜିର ଦିନରେ ମହିଳାଙ୍କ ପାଖକୁ ଛୁଟେ ଶୁଭେଚ୍ଛାର ସୁଅ । ମିଠା, ଚକଲେଟ ସହ ଉପହାର ଦେଇ ଜଣାଯାଏ ଅଭିନନ୍ଦନ । ଆଉ କୁହାଯାଏ, ହାପି ୱମେନ୍ସ ଡେ... ମହିଳାଙ୍କ…