Daily Archives

March 3, 2021

ଚିନ୍ତା ବଢ଼ାଇଲା ଶିମିିଳିପାଳ ନିଆଁ । ପାଦଦେଶ ଓ କୋର୍ ଅଂଚଳର କିଛି ଜଙ୍ଗଲରେ ଲାଗିଛି ସାଂଘାତିକ ନିଆଁ । କାଲି ସୁଦ୍ଧା…

କନକ ବ୍ୟୁରୋ: ଶିମିଳିପାଳ ଜଙ୍ଗଲରେ ଲାଗିଛି ନିଆଁ । ଶିମିଳିପାଳ ପାଦଦେଶ ଏବଂ କୋର୍ ଅଂଚଳରେ ଏବେ ନିଆଁ ମାଡିଚାଲିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ନିଆଁର କିଛି କିଲୋମିଟର ଦୂରରେ ରହିଛି ଶିମିଳିପାଳ ଅଭୟାରଣ୍ୟ । ୨୭୫୦ ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ…

ତାମିଲନାଡୁରେ ଆସନ ବଣ୍ଟନକୁ ନେଇ ଡିଏମକେ ଓ କଂଗ୍ରେସ ମଧ୍ୟରେ ବଢ଼ିଲା ବିବାଦ । ମିଳିତ ମଞ୍ଚରୁ ଓହରିବାକୁ କଂଗ୍ରେସର ଧମକ

କନକ ବ୍ୟୁରୋ : ତାମିଲନାଡୁରେ ଏଆଇଏଡିଏମ୍‌କେ ଓ ବିଜେପି ମେଣ୍ଟକୁ ଶାସନ କ୍ଷମତାରୁ ଦୂରେଇ ରଖିବା ପାଇଁ ଡିଏମକେ ନେତୃତ୍ୱରେ ଗଠିତ ହୋଇଥିଲା ମିଳିତ ମଞ୍ଚ । ଏହି ମିଳିତ ମଞ୍ଚରେ ଡିଏମକେ ସହ ଏକାଠି ହୋଇଥିଲେ କଂଗ୍ରେସ ସମେତ ଦୁଇ କମ୍ୟୁନିଷ୍ଟ ଦଳ, ତିନି ଆଞ୍ଚଳିକ ଦଳ ଓ ଇଣ୍ଡିଆନ ୟୁନିଅନ…

ବୁର୍ଲା ଭିସୁଟ୍ ପରିସରରୁ ଉଠିଲା କଣ୍ଟେନମେଣ୍ଟ । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ କଟକଣା ଉଠାଇଲା ଜିଲ୍ଲା ପ୍ରଶାସନ ।…

କନକ ବ୍ୟୁରୋ: ବୁର୍ଲାସ୍ଥିତ ଭିସୁଟ୍‌ ପରିସରରୁ କଣ୍ଟେନ୍‌ମେଣ୍ଟ କଟକଣା ଉଠିଛି । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ କଟକଣା ଉଠାଇଛି । କିନ୍ତୁ ପ୍ରଶାସନ କହିଛି ଯେ, କଣ୍ଟେନମେଣ୍ଟ କଟକଣା ହଟିବା ପରେ ବି ଆଗାମୀ ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ…

ଆସିଲା କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟ । ଜାଣନ୍ତୁ କେତେ ସୁରକ୍ଷିତ ଏହି ଟିକା

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇ ଭିତରେ ଆସିଲା କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟରେ କୋଭାକ୍ସିନ ଟିକା ୮୧ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଇଛି । କୋଭାକ୍ସିନ ପ୍ରସ୍ତୁତ କରିଥିବା କମ୍ପାନୀ ଭାରତ…

ମାରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି । କହିଲେ, ସାମୁଦ୍ରିକ…

କନକ ବ୍ୟୁରୋ: ଏକବିଂଶ ଶତାବ୍ଦୀରେ ଓଡ଼ିଶା ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବାର ସମ୍ଭାବନା ରଖିଛି । ଏହାଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ବୁଧବାର ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର…

ପୁରୀ ଜିଲ୍ଲାରେ ଓଡିଶାର ଦ୍ୱିତୀୟ ନଗଡା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲା ଜିଲ୍ଲା ପ୍ରଶାସନ । ଅବହେଳିତ…

କନକ ବ୍ୟୁରୋ: ଓଡିଶାର ଦ୍ୱିତୀୟ ନଗଡା ସଂପର୍କୀତ ଖବର ଗଣମାଧ୍ୟମରେ ବାଜିବା ପରେ ଚିହିଁକି ଉଠିଛି ପ୍ରଶାସନ । ଆଉ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବହେଳିତ ଗାଁରେ ପହଂଚି ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି ପ୍ରଶାସନିକ ଅଧିକାରୀ । ପୁରୀ ଜିଲ୍ଲା ଗୋପ ବ୍ଲକ ବାଲିକନ୍ଦଳ ଗାଁର…