Daily Archives

February 26, 2021

ଭୁବନେଶ୍ୱରରେ ଖଇଫୁଟା ଖରା । ରେକର୍ଡ ଭାଙ୍ଗିଲା ତାତି । ଆଜି ଭୁବନେଶ୍ୱରର ତାପମାତ୍ରା ୪୦.୪ ଡିଗ୍ରୀ । ଏବେଠୁ କଲବଲ…

କନକ ବ୍ୟୁରୋ: ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ । ଲଗାତାର ଦୁଇ ଦିନ ହେବ ଅସହ୍ୟ ହେଉଛି ତାତି । ଓଡିଶାରେ ଭୁବନଶ୍ୱେରର ତାପମାତ୍ରା ସବୁଠୁ ଅଧିକ ରହୁଛି । ଗତକାଲି ସାରା ଦେଶରେ ଭୁବନେଶ୍ୱର ତାପମାତ୍ରା ଅଧିକ ଥିବାବେଳେ ଆଜି ବି ୪୦ ଟପିଛି ପାରଦ । ଆଜି ଭୁବନେଶ୍ୱରର ତାପମାତ୍ରା ୪୦.୪…

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମମତା ବାନାର୍ଜୀଙ୍କ ଜଗନ୍ନାଥ ପୂଜା । ପୁରୀରୁ କୋଲକାତା ଗଲେ ଜଗୁନିଙ୍କ ସମେତ ସେବାୟତ…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଶରଣରେ ମମତା । ପୁରୀରୁ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋଲକାତା ଯାଇ ମମତାଙ୍କ ପାଇଁ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଆଜି ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମମତାଙ୍କ…

ବଦଳିଲା ସ୍କୁଲ ସମୟ : ନବମ ଓ ଏକାଦଶ କ୍ଲାସ୍ ସକାଳ ୭ଟାରୁ ଆରମ୍ଭ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ସକାଳ ୯ଟାରୁ ଆରମ୍ଭ…

କନକ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟରେ ବଦଳିଲା ସ୍କୁଲ ସମୟ । ଏଣିକି ଛାତ୍ରଛାତ୍ରୀମାନେ ସକାଳୁ ଆସି ସ୍କୁଲରେ ପାଠ ପଢିବେ । ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ନୂଆ ସମୟ ଅନୁସାରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ…

କର୍ମଚାରୀ ଅଭାବରୁ ଅଚଳ ହୋଇଯିବ କି ଓଡିଶାର ଏକମାତ୍ର ବ୍ରେଲ ପ୍ରେସ । ମାତ୍ର ୫ ଜଣ କର୍ମଚାରୀରେ ଚାଲିଛି ବ୍ରହ୍ମପୁରରେ…

କନକ ବ୍ୟୁରୋ : ଓଡ଼ିଶାର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ସଦାସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି ରାଜ୍ୟ ସରକାର । ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବା ପାଇଁ ସରକାରଙ୍କ ତରଫରୁ ବ୍ରେଲବହି ମଧ୍ୟ ଯୋଗାଇ ଦିଆଯାଉଛି । ତେବେ ବ୍ରେଲ ବହି ଛାପିବା ପାଇଁ ବ୍ରହ୍ମପୁରରେ ରହିଛି…

ନିର୍ବାଚନ କମିଶନଙ୍କ ଘୋଷଣା: ପଶ୍ଚିମବଙ୍ଗରେ ୮ ଓ ଆସାମରେ ୩ଟି ପର୍ଯ୍ୟାୟରେ ଭୋଟ୍ । କେରଳ, ତାମିଲନାଡୁ ଓ ପୁଡୁଚେରୀରେ…

କନକ ବ୍ୟୁରୋ: ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଘୋଷଣା ହୋଇଛି ବିଧାନସଭା ନିର୍ବାଚନ ତାରିଖ ।  ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା ଆଜି ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଶ୍ଚିମବଙ୍ଗରେ ଏଥର ୮ଟି ପର୍ଯ୍ୟାୟରେ…

ବିଦେଶ ଗଲା କଳାହାଣ୍ଡି କପା । ଟ୍ରେନ ଯୋଗେ ଜୁନାଗଡ ଷ୍ଟେସନରୁ ବାଂଲାଦେଶ ଗଲା ଧଳା ସୁନା । ଚାଷୀ, ଶ୍ରମିକ ଓ…

କନକ ବ୍ୟୁରୋ : ଧାନ ପରେ ଓଡିଶାରୁ ବିଦେଶକୁ ରପ୍ତାନୀ ହେଲା କଳାହାଣ୍ଡି କପା । କଳାହାଣ୍ଡି ଜିଲ୍ଲାର ଅର୍ଥକାରୀ ଫସଲ କପାକୁ ଟ୍ରେନ ଯୋଗେ ଜୁନାଗଡ ଷ୍ଟେସନରୁ ବାଂଲାଦେଶ ପଠାଯାଇଛି । ଆଉ କପା ବିଦେଶ ଯିବା ପରେ ଚାଷୀ, ଶ୍ରମିକ ଓ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଜିଲ୍ଲାର…