Daily Archives

February 22, 2021

ଫିଟନେସ ଟେଷ୍ଟରେ ପାସ ହେଲେ ଉମେଶ ଯାଦବ । ଇଂଲଣ୍ଡ ବିପକ୍ଷରେ ଡେ ନାଇଟ ଟେଷ୍ଟ ପାଇଁ ଦଳରେ ହେଲେ ସାମିଲ ।

କନକ ବ୍ୟୁରୋ : ଫିଟନେସ ଟେଷ୍ଟରେ ପାସ ହେଲେ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ । ଏହାସହ ଏବେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଡେ ନାଇଟ ଟେଷ୍ଟ ମ୍ୟାଚରେ ଦଳରେ ସାମିଲ ହୋଇଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ବିସିସିଆଇ । NEWS: @y_umesh added to #TeamIndia squad for the last…

ମାସ୍କ ପିନ୍ଧିବାକୁ ମନା କଲେ ମଧ୍ୟପ୍ରଦେଶର ଦୁଇ କଂଗ୍ରେସ ବିଧାୟକ । କହିଲେ, ଜରିମାନା ଦେବି ପଛେ କିନ୍ତୁ ମାସ୍କ…

କନକ ବ୍ୟୁରୋ: ଦେଶରେ ଏବେ ପୁଣି କରୋନା ଭୂତାଣୁ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି | ଆଉ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ମାସ୍କ ବ୍ୟବହାର ଉପରେ ପୁଣି ଜୋର ଦେଉଛନ୍ତି ବିଭିନ୍ନ ରାଜ୍ୟର ସରକାର | ଏହାରି ଭିତରେ ମଧ୍ୟପ୍ରଦେଶ ବିଧାନସଭାର ବଜେଟ୍ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ତେବେ…

ଯୁଦ୍ଧାସ୍ତ୍ରରେ ଆତ୍ମନିର୍ଭର ହେବ ଭାରତ। ତେଜସ୍‌ ଯୁଦ୍ଧ ବିମାନରେ ଲାଗିବ ସ୍ୱଦେଶୀ ରାଡାର୍‌ ‘ଉତ୍ତମ’ ।

କନକ ବ୍ୟୁରୋ: ଦେଶର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ୱଦେଶୀ ଉତ୍ପାଦଗୁଡ଼ିକୁ ପ୍ରାଥମିକତା ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ଭାରତୀୟ ବାୟୁସେନାରେ ସାମିଲ ଥିବା ତେଜସ୍‌ ଯୁଦ୍ଧବିମାନରେ ଲାଗିଥିବା ଇସ୍ରାଏଲ ରାଡାରଗୁଡ଼ିକୁ ବଦଳାଇ ସେହି ସ୍ଥାନରେ ସ୍ୱଦେଶୀ 'ଉତ୍ତମ'…

ରାଜକୀୟ ଉପାଧିକୁ ପ୍ରତ୍ୟାକ୍ଷାନ କଲେ ପ୍ରିନ୍ସ ହ୍ୟାରୀ ଓ ମେଗନ ମର୍କେଲ । ବର୍ଷକ ପୂର୍ବରୁ ରାଜ ପରିବାର ଛାଡିବା ନେଇ…

କନକ ବ୍ୟୁରୋ : ବ୍ରିଟେନର ପ୍ରିନ୍ସ ହ୍ୟାରୀ ଓ ତାଙ୍କ ପତ୍ନୀ ମେଗନ ମର୍କେଲ ଏଣିକି ବ୍ରିଟେନ ରାଜ ପରିବାରର କାର୍ଯ୍ୟକାରୀ ସଦସ୍ୟ ରହିବେ ନାହିଁ । ରାଜ ପରିବାର ଠାରୁ ଅଲଗା ହେବା ନେଇ ପ୍ରାୟ ୧ବର୍ଷ ତଳେ ଘୋଷଣା କରିଥିଲେ ହ୍ୟାରୀ ଓ ମେଗନ । ଏହା ପରେ ତାଙ୍କ ଉପରେ ବକିଙ୍ଘମ ପ୍ୟାଲେସ ପକ୍ଷରୁ…

ଚାଷୀ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ । ୱାୟନାଡରେ କଂଗ୍ରେସ ନେତାଙ୍କୁ ବସାଇ ଟ୍ରାକ୍ଟର ରାଲିରେ ବାହାରିଲେ ରାହୁଲ…

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୩ଦିନିଆ କେରଳ ଓ ତାମିଲନାଡୁ ଗସ୍ତରେ ଥିବା ବେଳେ କେରଳ ୱାୟନାଡରେ ଚାଷୀଙ୍କ ସମର୍ଥନରେ ଟ୍ରାକ୍ଟର ରାଲି ବାହାର କରିଛନ୍ତି ରାହୁଲ । ଏହି ସମୟରେ କଂଗ୍ରେସ…

କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୪୭ ହଜାର ୫୫ ରୋଗୀଙ୍କୁ…

କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ଏହି ଟଙ୍କାରେ ମୋଟ ୪୭ ହଜାର ୫୫ ଜଣ ରୋଗୀଙ୍କୁ ଚିକତ୍ସା କରାଯାଇଛି । ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି…