Daily Archives

February 18, 2021

ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ବଡ ବୟାନ । କହିଲେ, ପିସିସି ସଭାପତି ବଦଳିବାର ପ୍ରଶ୍ନ ଉଠୁନି ।

କନକ ବ୍ୟୁରୋ: ଓଡିଶାର କଂଗ୍ରେସ ନେତା ଦିଲ୍ଲୀରେ ଡେରା ପକାଇବାର କିଛି ଦିନ ପରେ ପିସିସି ପରିବର୍ତନ ନେଇ ବଡ ବୟାନ ରଖିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଚେଲ୍ଲାକୁମାର କହିଛନ୍ତି, ଓଡିଶାର ଦଳୀୟ ନେତୃତ୍ୱର ପରିବର୍ତନ କରିବାର…

ପୁରୀ ସହରରେ ବ୍ୟାନ ହେଲା ଡିଜେ । ସହରକୁ ଶବ୍ଦ ପ୍ରଦୂଷଣ ମୁକ୍ତ କରିବା ପାଇଁ ନିଆଗଲା ବଡ ନିଷ୍ପତ୍ତି । 

କନକ ବ୍ୟୁରୋ: ପୁରୀରେ ସହରରେ ସମ୍ପୂର୍ଣ୍ଣ ଭାବେ ବ୍ୟାନ ହେଲା ଡିଜେ । ଏନେଇ ଗୁରୁବାର ପୁରୀ ଏସପିଙ୍କ ତରଫରୁ ସୂଚନା ଦିଆଯାଇଛି ।  ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ପକ୍ଷରୁ ବହୁ ସଂଖ୍ୟାରେ କୁମ୍ଭାରପଡା ଥାନାରେ ଡିଜେର ଅରୁଚିକର ଶବ୍ଦ ନେଇ ଅଭିଯୋଗ ହୋଇଥିଲା । ଏନେଇ ଏକ ବୈଠକ ପରେ…

ଶେଷ ହେଲା ଆଇପିଏଲ୍ ନିଲାମ ପ୍ରକ୍ରିୟା । ଜାଣନ୍ତୁ, କେଉଁ ଖେଳାଳିଙ୍କୁ କିଣିଲା କେଉଁ ଦଳ?

କନକ ବ୍ୟୁରୋ: ଆଇପିଏଲ୍ ଆଗାମୀ ସିଜିନ୍ ପାଇଁ ଶେଷ ହୋଇଛି ନିଲାମ ପ୍ରକ୍ରିୟା । ଯେଉଁଥିରେ ଫ୍ରାଞ୍ଚାଇଜମାନେ ନିଜ ମନ ପସନ୍ଦର ଖେଳାଳିମାନଙ୍କୁ କିଣିସାରିଛନ୍ତି । ଚଳିତ ଥର ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ମୋରିସ ରେକର୍ଡ ସଂଖ୍ୟକ ୧୬.୨୫ କୋଟିରେ ବିକ୍ରି ହୋଇଥିବାବେଳେ ଆହୁରି…

ଆମେରିକାର ଟେକ୍ସାସ ସହରରେ ୩ଦିନ ହେଲା ବିଜୁଳ ସେବା ବାଧାପ୍ରାପ୍ତ । ବରଫ ଝଡ ଯୋଗୁଁ ପାୱାର ଗ୍ରୀଡ ଫେଲ ମାରିବାରୁ…

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଟେକ୍ସାସ ସହରରେ ୩୦ଲକ୍ଷ ଲୋକ ଗତ ୩ଦିନ ଧରି ଅନ୍ଧାରରେ ରହିଛନ୍ତି । ବରଫ ଝଡ ଯୋଗୁଁ ୩ଦିନ ହେଲା ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଲୋକଙ୍କୁ…

ଦିଶା ରବି ପରେ ଏବେ ନିକିତା ଜାକବଙ୍କ ଉପରେ ନଜର । ପୋଲିସ କହିଲା ନିକିତାଙ୍କ ଠାରୁ ମିଳିବ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଟୁଲକିଟ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିକିତା ଜାକବଙ୍କ ଉପରେ ଏବେ ତଦନ୍ତକାରୀ ଟିମର ଫୋକସ । କୁହାଯାଉଛି ଗିରଫ ହୋଇଥିବା ଦିଶା ରବିଙ୍କ ଠାରୁ ନିକିତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ଚର୍ଚ୍ଚା କିଏ ଏହି ନିକିତା ଜାକବ? ଟୁଲ୍ କିଟ ପ୍ରସଙ୍ଗରେ…

ହ୍ୱାଟ୍ସଆପକୁ ଟକ୍କର ଦେବ ସମ୍ପୂର୍ଣ୍ଣ ସ୍ୱଦେଶୀ ଆପ୍ । ସମ୍ବାଦ ଓ ସନ୍ଦେଶ ନାମକ ଦୁଇଟି ମେସେଜିଂ ଆପ୍ ପ୍ରସ୍ତୁତ…

କନକ ବ୍ୟୁରୋ: ମେସେଜିଂ ଆପ୍ ହ୍ୱାଟ୍ସଆପରେ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ଏହାକୁ ଟକ୍କର ଦେବା ଭଳି ଏକ ଦେଶୀ ଆପ୍ ପ୍ରସ୍ତୁତ କରୁଛନ୍ତି ଭାରତ ସରକାର । ବୈଦୁତିକ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ୨ଟି ଦେଶୀ ଆପ୍ ପ୍ରସ୍ତୁତ କରାଯାଇ ତାର ପରୀକ୍ଷଣ…