Daily Archives

February 13, 2021

ଧାରଣାରେ ବସିଛନ୍ତି ଚାଷୀ, ସେପଟେ ବିଜେପି କରିଛି ଚକାଜାମ୍ । ତୁରନ୍ତ ମଣ୍ଡି ସମସ୍ୟାର ସମାଧାନ ନହେଲେ, ରାଜ୍ୟରେ…

କନକ ବ୍ୟୁରୋ : ସାରା ରାଜ୍ୟରେ ଧାନ ମଣ୍ଡିର ସମସ୍ୟାକୁ ନେଇ ଚାଷୀ କରିଛନ୍ତି ଆନ୍ଦୋଳନ । ଆଜି ପଶ୍ଚିମ ଓଡିଶାରେ ଏହାର ପ୍ରତିବାଦରେ ୩ ଘଂଟିଆ ଚକାଜାମ୍ କରିଥିଲା ବିଜେପି । ଏପଟେ ଧାରଣାରେ ବସିଛନ୍ତି ଚାଷୀ, ସେପଟେ ବିଜେପି କରିଛି ଚକାଜାମ୍ । ଏହାରି ଭିତରେ ତୁରନ୍ତ ମଣ୍ଡି ସମସ୍ୟା ସମାଧାନ…

ଥରିଲା ଜାପାନ: ଫୁକୁସିମା ଅଞ୍ଚଳରେ ବଡ ଧରଣର ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ତୀବ୍ରତା ୭.୧ ।

କନକ ବ୍ୟୁରୋ: ଜାପାନରେ ଆଜି ଏକ ବଡ ଭୂକମ୍ପ ଅନୁଭୂତ ହୋଇଛି | ଜାପାନର ଫୁକୁସିମା ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି | ମିଳିଥିବା ସୂଚନା ମୁତାବକ ଶନିବାର ଦିନ ରାତିରେ ଜାପାନର ସମୁଦ୍ର ତଟବର୍ତ୍ତୀ ଅଂଚଳରେ ଏହି ଭୂକମ୍ପ…

ଅହିରାଜ ଓ ନେଉଳ ମଧ୍ୟରେ ଲଢେଇ । ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱରରେ ଦେଖିବାକୁ ମିଳିଲା ଚତ୍ମକାର ଦୃଶ୍ୟ ।

କନକ ବ୍ୟୁରୋ: ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଂଚଲିଙ୍ଗେଶ୍ୱରରେ ଆଜି ଏକ ଚତ୍ମକାର ଦୃଶ୍ୟ ଦେଖିବାକୁ ମିଳିଛି। ବିରାଟକାୟ ୧୨ ଫୁଟିଆ ଅହିରାଜ ସାପ ସହିତ ଏକ ନେଉଳର ଜୋରଦାର ଲଢେଇ ହୋଇଥିବା ଦେଖାଯାଇଛି। ସାପ ମାନଙ୍କର ରାଜା ଅହିରାଜକୁ ଦେଖିଲେ ଯେକେହି ପଛ ଘୁଞ୍ଚାଦେଵ।…

ଭୋପାଳରେ ଶହେ ଟପିଲା ପେଟ୍ରୋଲ ଦାମ । ତେଲ ଦର ମାଡରେ ପେଟ୍ରୋଲ ପମ୍ପ ଅକାମୀ । ଓଡିଶାରେ ବି ଉପରମୁହାଁ ତେଲଦର ।

କନକ ବ୍ୟରୋ: ତେଲ ଦରକୁ ନେଇ କିଛି ଦିନ ହେବ ଯେଉଁ ଆଶଙ୍କା କରାଯାଉଥିଲା , ତାହା ହିଁ ହୋଇଛି । ଭୋପାଳରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଛୁଇଁଛି । ସହରରେ ପ୍ରିମିୟମ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ହେବା ଯୋଗୁଁ ପୁରୁଣା ପେଟ୍ରୋଲ ପମ୍ପ ଗୁଡିକରେ ବ୍ୟବସାୟ ପ୍ରଭାବିତ ହୋଇଛି ।…

କର୍ଲାପାଟ ଅଭୟାରଣ୍ୟରେ ପୁଣି ହାତୀର ମୃତଦେହ ଉଦ୍ଧାର । ୧୩ ଦିନରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ।

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଆଜି ପୁଣି ଏକ ହାତୀର ମୃତ୍ୟୁ ହୋଇଛି। ବନ ବିଭାଗର କର୍ମଚାରୀମାନେ ଘୁଷୁରିଗୁଡ଼ା ନାଳରୁ ହାତୀର ମୃତଦେହ ଉଦ୍ଧାର କରିଛନ୍ତି। ବନ ବିଭାଗ ପକ୍ଷରୁ ସୂଚନା ଦିିଆଯାଇଛି ଯେ, ସଂକ୍ରମଣ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ସଂ‌ଦେହ…

ଜାନୁୟାରୀ ୨୬ ଲାଲକିଲ୍ଲା ଘଟଣାରେ ସିନ୍ ରିକ୍ରିଏଟ କଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଦୀପ ସିଦ୍ଧୁ ଓ ଇକବାଲକୁ ନେଇ…

କନକ ବ୍ୟୁରୋ : ଜାନୁୟାରୀ ୨୬ ଲାଲକିଲ୍ଲା ଘଟଣାର ସିନ ରିକ୍ରିଏଟ କଲା କ୍ରାଇମବ୍ରାଂଚ । ଗଣତନ୍ତ୍ର ଦିବସ ଦିନ କିପରି ଆନ୍ଦୋଳନରତ ଚାଷୀ ଲାଲକିଲ୍ଲା ନିଜ କବଜାକୁ ନେଇଥିଲେ ଏବଂ ଶିଖ ଧାମିର୍କ ପତାକା ଲଗାଇଥିଲେ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଅଭିଯୁକ୍ତ ଦୀପ ସିଦ୍ଧୁ ଓ ଇକବାଲ…