Daily Archives

February 3, 2021

୬ତାରିଖରେ ଚକାଜାମ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ । ସେପଟେ ଦିଲ୍ଲୀ ସୀମାରେ ପୋଲିସର ବ୍ୟାପକ ସୁରକ୍ଷା…

କନକ ବ୍ୟୁରୋ : ଜାନୁଆରୀ ୨୬ରେ ଲାଲକିଲ୍ଲାରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣା । ଏବେ ଘଟଣାରେ ସିସିଟିଭି ଫୁଟେଜ ଯାଂଚ କରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଘଟଣାରେ ଚାଷୀଙ୍କୁ ଉସୁକାଇବା ଅଭିଯୋଗରେ ଦୀପ୍ ସିଦ୍ଧୁଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଆରମ୍ଭ…

ମିଆଁମାରରେ ସାମରିକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସେନା ମୁଖ୍ୟ । କହିଲେ, ଆଙ୍ଗ ସାନ ସୁଙ୍କ କ୍ଷମତାରେ ହସ୍ତକ୍ଷେପ…

କନକ ବ୍ୟୁରୋ : ମିଆଁମାରର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କୁ ଗିରଫ ପରେ ସେଠାରେ ପୁଣି ଥରେ ସାମରିକ ଶାସନ ଆରମ୍ଭ ହୋଇଯାଇଛି । ଏବଂ ସେନା ମୁଖ୍ୟଙ୍କ ହାତରେ ରହିଛି ଦେଶର ଶାସନ । ଏପରି ସ୍ଥିତିରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ସେନା ମୁଖ୍ୟ ମିନ ଆଙ୍ଗ ଲାଇଙ୍ଗ । ସେ କହିଛନ୍ତି,…

ସୀମା ବିବାଦ ପ୍ରସଙ୍ଗରେ ବଦଳିଲା ପାକିସ୍ତାନ ସେନା ମୁଖ୍ୟଙ୍କ ସ୍ୱର । କହିଲେ, ସବୁ ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ…

କନକ ବ୍ୟୁରୋ : ସୀମା ବିବାଦ ପ୍ରସଙ୍ଗରେ ପାକିସ୍ତାନ ସେନା ମୁଖ୍ୟଙ୍କ ମୁହଁରେ ଶାନ୍ତିର ଭାଷା । ସୀମା ବିବାଦ ପ୍ରସଙ୍ଗରେ ଭାରତକୁ ନାଲି ଆଖି ଦେଖାଉଥିବା ପାକିସ୍ତାନ ଏବେ ଶାନ୍ତିର କଥା କହିଛି । ପାକ୍ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବେ ଶାନ୍ତର କଥା କହିଛନ୍ତି । ସୀମା ବିବାଦର…

ଚାଷୀଙ୍କ ପାଇଁ କାଳ ହେଲା ଅଦିନିଆ ବର୍ଷା, କୁଚିଣ୍ଡାରେ ମଣ୍ଡିରେ ଗଜା ହେଉଛି ଧାନ । ମନ୍ତ୍ରୀ କହିଲେ, ଟାର୍ଗେଟରୁ ଅଧିକ…

କନକ ବ୍ୟୁରୋ : ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା । ପ୍ରଥମେ ଟାର୍ଗେଟ ନଥିବାରୁ ଟୋକନ ଅବଧି ସରିଗଲା । ମଣ୍ଡିରେ ଧାନ ରଖି କେବେ ବିକ୍ରିହେବ ସେନେଇ ଚିନ୍ତାରେ ଥିବାବେଳେ ଏବେ ଅଦିନିଆ ବର୍ଷା ତା ପରେ ଧାନ ଗଜାହେବା , ଚାଷୀଙ୍କୁ ଏବେ ଚିନ୍ତାରେ ପକାଇଛି । ମଣ୍ଡରେ ଖୋଲା ଆକାଶ ତଳେ ପଡିଥିବା…

ଖୋଲିବ କି ଯାତ୍ରା ପେଣ୍ଡାଲ । ଖଣ୍ଡଗିରି ମେଳାରେ ଯାତ୍ରା ମଞ୍ଚସ୍ଥ ହେବା ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ଯାତ୍ରା…

କନକ ବ୍ୟୁରୋ : ଦୂର ହେବ କି କଳାକାରଙ୍କ ଦୁର୍ଦ୍ଦିନ ସମୟ । ଖଣ୍ଡଗିରି ମେଳାରେ ଏଥର ଜମିବ କି ଯାତ୍ରା । ଚଳିତବର୍ଷ ଏହି ମେଳାର ଯାତ୍ରା ହେବ କି ନାହିଁ ସେ ନେଇ ସସପେନ୍ସ ଜାରି ରହିଛି । ଖଣ୍ଡଗିରି ଯାତ୍ରା କମିଟିକୁ ନୂଆ ପ୍ରସ୍ତାବ ମାଗିଛି ବିଏମସି । ସେପଟେ କଳାକାର କିନ୍ତୁ ଯାତ୍ରା କରିବା…

ପ୍ରେମ ଦିବସ ପାଇଁ ଅନଲାଇନ ପ୍ରତାରଣା । ଦାମୀ ମୋବାଇଲ ଓ ହୋଟେଲ ତାଜ ପ୍ୟାଲେସରେ ରହଣିର ଲୋଭ ଦେଖାଉଛନ୍ତି ସାଇବର ଠକ

କନକ ବ୍ୟୁରୋ : ଆଗକୁ ଆସୁଛି ଭାଲେନଟାଇନ ଡେ । ପ୍ରେମୀ ଯୁଗଳ ଏହାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଏବେ ସାଇବର ଠକ ଏମାନଙ୍କୁ ଟାର୍ଗେଟ କରି ଖେଳୁଛନ୍ତି ଠକେଇର ନୂଆ ଚାଲ । ଭାଲେନଟାଇନ ଡେ ପାଳନ ନାଁରେ ବିଭିନ୍ନ ଗିଫ୍ଟର ଅଫର ଦେଇ ଆକାଉଂଟ ଖାଲି କରୁୁଛନ୍ତି ସାଇବର ଲୁଟେରା । ପ୍ରଥମେ…