Daily Archives

February 11, 2021

ଆମେରିକୀୟ ଟିକଟକ୍ ଷ୍ଟାର ଡଜାହାରିଆ କ୍ୱିଣ୍ଟଙ୍କ ଆତ୍ମହତ୍ୟା । ଇନଷ୍ଟାଗ୍ରାମରେ ଷ୍ଟୋରୀ ସେଆର କରି ଲେଖିଥିଲେ ‘ଏହା…

କନକ ବ୍ୟୁରୋ: ଆମେରିକାର ଜଣାଶୁଣା ଟିକଟକ୍ ଷ୍ଟାର ଡଜାହାରିଆ କ୍ୱିଣ୍ଟ ନୋୟାସଙ୍କ ଆତ୍ମହତ୍ୟା । ସୋମବାର ମାତ୍ର ୧୮ ବର୍ଷ ବୟସରେ ଏହି ଟିକଟକ୍ ଷ୍ଟାର ଜଣକ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ତାଙ୍କର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେଆର୍ କରିଥିଲେ ଯାହା ତାଙ୍କର…

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ କଥା ହେଲେ ମୋଦୀ । କରୋନା ଟିକା ଯୋଗାଇବା ପାଇଁ ରାଜି ହେଲା ଭାରତ ।

କନକ ବ୍ୟୁରୋ: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ଭାରତ ମିତ୍ର ରାଷ୍ଟ୍ର ଗୁଡିକୁ କରୋନା ଟିକା ଯୋଗାଇ ଦେଉଛି । ଏହି ପରିପ୍ରେକ୍ଷୀରେ କାନାଡାକୁ ମଧ୍ୟ କୋଭିଡ ଟିକା ଯୋଗାଇବ ଭାରତ । ତେବେ ଏହା ଏକ ବ୍ୟବସାୟିକ ବିକ୍ରୟ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ କାନାଡା…

ପଶ୍ଚିମବଙ୍ଗରେ ଦିଦିଙ୍କୁ ଘେରିଲେ ଶାହା । ଜୟ ଶ୍ରୀ ରାମ ନାରାକୁ ନେଇ ଜୋର ଧରିଲା ରାଜନୀତି ।

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି ଜୟ ଶ୍ରୀରାମ ନାରା । ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି…

ଚୀନ୍ ଓ ଭାରତ ସୀମା ବିବାଦରେ ବଡ ସଫଳତା । ବିବାଦୀୟ ପେଙ୍ଗଙ୍ଗ ହ୍ରଦରୁ ପଛକୁ ହଟିବା ପାଇଁ ରାଜି ହେଲେ ଉଭୟ ଦେଶର ସେନା…

କନକ ବ୍ୟୁରୋ: ଭାରତ ସୀମା ଭିତରକୁ ଜୋରଜବରଦସ୍ତ ପସି ଆସିଥିବା ଚୀନ୍ ଶେଷରେ ପଛକୁ ଫେରିଛି । ଭାରତ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସମାଧାନ ଆଡକୁ ଗତି କରୁଛି । ଉଭୟ ରାଷ୍ଟ୍ର ମଧ୍ୟରେ ବୁଝାମଣା ପରେ ଗୁରୁବାର ଦିନ ଭାରତ ଓ ଚୀନର ଟ୍ୟାଙ୍କର ବିବାଦୀୟ ଅଂଚଳରୁ ପଛକୁ ଫେରିଛନ୍ତି । ଗତ…

ଟ୍ୱିଟର ଓ ଫେସବୁକକୁ ଭାରତ ସରକାରଙ୍କ କଡା ଚେତାବନୀ । ବ୍ୟବସାୟ କରିବାକୁ ହେଲେ ମାନିବାକୁ ପଡିବ ନିୟମ ।

କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଭାରତ ସରକାରଙ୍କ କଡା ଚେତାବନୀ । ଭାରତରେ ରହି ବ୍ୟବସାୟ କଲେ ଭାରତୀୟ ନିୟମ ମାନିବାକୁ ପଡିବ ବୋଲି ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଆମେରିକାର କ୍ୟାପିଟଲ ହିଲ ଆକ୍ରମଣ ଘଟଣାରେ ଟ୍ୱିଟର…

ସୁନ୍ଦରଗଡ ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଜେନା ୨ ଘଣ୍ଟା ଅଟକ । ରାସ୍ତା ଅବରୋଧ କରି ମନ୍ତ୍ରୀଙ୍କୁ ଅଟକ ରଖିଲେ ଚାଷୀ…

କନକ ବ୍ୟୁରୋ: ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ । ଫଳରେ ସୁନ୍ଦରଗଡର ସର୍କିଟ ହାଉସରେ ଦୁଇ ଘଂଟା ଧରି ଅଟକି ରହିଥିଲେ ମନ୍ତ୍ରୀ ପ୍ରତାପ ଜେନା । ସର୍କିଟ ହାଉସ ରାସ୍ତାରେ ଚାଷୀମାନେ ବସି ରାସ୍ତା ଅବରୋଧ କରିଥିବାରୁ ମନ୍ତ୍ରୀ ଅଟକି ରହିଥିଲେ । ପୁଲିସ ଘଟଣାସ୍ଥଳରେ…