Daily Archives

February 8, 2021

ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ । ଫେବୃଆରୀ ୨୬ରେ ଭାରତ ବାଣିଜ୍ୟିକ ବନ୍ଦ ଘୋଷଣା ।

କନକ ବ୍ୟୁରୋ : ସର୍ବଭାରତୀୟ ବ୍ୟବସାୟ ସଂଘଠନ ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ଫେବ୍ରୁଆରି ୨୬ରେ ଭାରତ ବାଣିଜ୍ୟ ବନ୍ଦ ଘୋଷଣା କରିଛି । ଏହି ବନ୍ଦକୁ ସମର୍ଥନ କରି ପରିବହନ କ୍ଷେତ୍ରର ସର୍ବବୃହତ ସଂଗଠନ ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ଫେବ୍ରୁଆରି ୨୬ରେ ସାରା ଦେଶରେ ଚକାଜାମ…

ରୋଷେଇ ଘରେ ମହଙ୍ଗା ମାଡ । ତିନି ମାସ ଭିତରେ ରୋଷେଇ ଗ୍ୟାସ ଦର ୧୨୫ଟଙ୍କା ବଢ଼ିଲାଣି ।

କନକ ବ୍ୟୁରୋ : ଲୋକଙ୍କ ରୋଷେଇ ଘର ଉପରେ ବଢ଼ି ଚାଲିଛି ମହଙ୍ଗା ମାଡ଼ । ତିନି ମାସ ଭିତରେ ରୋଷେଇ ଗ୍ୟାସ ଦର ୧୨୫ଟଙ୍କା ବଢ଼ିଲାଣି । ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ଭିତରେ ଖାଉଟି ଗ୍ୟାସ ଦର ବୃଦ୍ଧି ସାଧାରଣ ଖାଉଟି ପାଇଁ ବେଡ଼ି ଉପରେ କୋରଡ଼ା ଭଳି ହୋଇଛି । ସାଧାରଣ ଖାଉଟି ଉପରେ ଏହାର କ’ଣ…

ମନେ ରହିବେ କରୋନା ବିରୋଧୀ ଲଢ଼େଇରେ ବଳିଦାନ ଦେଇଥିବା ଯୋଦ୍ଧା । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କରୋନା ଯୋଦ୍ଧା ସ୍ମାରକ…

କନକ ବ୍ୟୁରୋ : ମନେ ରହିବ କରୋନା ବିରୋଧୀରେ ଲଢ଼େଇରେ ବଳିଦାନ ଦେଇଥିବା ଯୋଦ୍ଧାଙ୍କ ତ୍ୟାଗ ଓ ସେବା । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କୋଭିଡ୍ ୱାରିୟର ମେମୋରିଆଲ୍ ବା କରୋନା ଯୋଦ୍ଧା ସ୍ମାରକ । ବିଜୁ ପଟ୍ଟନାୟକ ପାର୍କରେ ଏହି ସ୍ମାରକ ପ୍ରତିଷ୍ଠା କରିବା ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି ରାଜ୍ୟ…

ମୃତ୍ୟୁ ମୁହଁରୁ ଉଦ୍ଧାର ପରେ ଶ୍ରମିକ କହିଲେ ଦୁର୍ଦ୍ଦଶା ବେଳର କରୁଣ କାହାଣୀ । ସୁଡଙ୍ଗରେ ଫସିଥିବା ଲୋକଙ୍କ ମୋବଇଲ୍…

କନକ ବ୍ୟୁରୋ : କେମିତି ଥିଲା ମୃତ୍ୟୁ ସହ ସଂଗ୍ରାମର ସେହି ମୁହୂର୍ତ? ଉତରାଖଣ୍ଡରେ ହିମସ୍ଖଳନ ପରେ ଚମୋଲି ଜିଲ୍ଲାର ତପୋବନରେ ଥିବା ପ୍ରଥମ ସୁଡଙ୍ଗରେ ଫସି ଯାଇଥିବା ଶ୍ରମିକ ତାଙ୍କର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି । ପାଣି ଓ କାଦୁଅ ଭିତରେ ଫସିଥିବା ଶ୍ରମିକମାନେ କିପରି ଜୀବନ ବଂଚାଇବା…

ଭିନ୍ନକ୍ଷମ ମହିଳାଙ୍କୁ ଯୌନଶୋଷଣ ମାମଲାରେ ଆସିଲା ନୂଆ ଟୁଇଷ୍ଟ । ଅଭିଯୋଗକାରୀ ମହିଳା ବନିଲେ ଅଭିଯୁକ୍ତ ।

କନକ ବ୍ୟୁରୋ : ଭିନ୍ନକ୍ଷମଙ୍କୁ ହେଉଛି ଯୌନଶୋଷଣ । ଦିଆଯାଉଛି ମାନସିକ ନିର୍ଯାତନା । ଭିନ୍ନକ୍ଷମଙ୍କ ନାଁରେ ହେଉଛି ଟଙ୍କା ହଡ଼ପ । ଏହିଭଳି କିଛି ସାଂଘାତିକ ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ହଇଚଇ ଖେଳି ଯାଇଥିଲା । ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା କମିସନ ପର୍ଯ୍ୟନ୍ତ ଏହି…

ପାଖେଇ ଆସୁଛି ଖଣ୍ଡଗିରି ମେଳା । ଯାତ୍ରା ପାଇଁ ହୋଇପାରୁନି ନିଷ୍ପତି । ଚାଲିଛି ବିଏମସିର ବିକଳ୍ପ ଜାଗା ଖୋଜା ।

କନକ ବ୍ୟୁରୋ : ଆଉ ମାତ୍ର ୧୦ ଦିନ ପରେ ଖଣ୍ଡଗିରି ମେଳା । ହେଲେ , ଚଳିତ ବର୍ଷ ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ସେ ନେଇ ସସପେନ୍ସ ଜାରି ରହିଛି । ଆୟୋଜକ, ଯାତ୍ରାପାର୍ଟି ମାଲିକ ଓ କଳାକାର ଯାତ୍ରା କରିବାକୁ ଅନୁମତି ଦେବାକୁ ନିବେଦନ କରୁଥିବାବେଳେ ପ୍ରଶାସନ କୌଣସି ଚୂଡାନ୍ତ ନିଷ୍ପତି…