Daily Archives

February 26, 2021

୧୭ଟି ଦେଶକୁ ୫୬ ଲକ୍ଷ କୋଭିଡ୍ ଟିକା ପଠାଇଛି ଭାରତ । ମୋଦୀ କହିଲେ, ଭାରତ କେବଳ ନୂତନ ମାର୍ଗ ସୃଷ୍ଟି କରିନାହିଁ…

କନକ ବ୍ୟୁରୋ: ମହାମାରୀ କରୋନା ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର କରୋନା ଟିକା । ଅନେକ ରାଷ୍ଟ୍ରରେ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ବି ଏହି ଟିକା ପାଇବା ପାଇବା ପାଇଁ ବିଶ୍ୱବାସୀ ଚାହିଁ ରହିଛନ୍ତି । କାରଣ, ଏପର୍ଯ୍ୟନ୍ତ ମାତ୍ର କିଛି ଅଂଶ ଲୋକଙ୍କୁ ଦିଆଯାଇଛି ଟିକା । ଏସବୁ ଭିତରେ…

ପେଟ୍ରୋଲ, ଡିଜେଲ କଷ୍ଟକୁ ବଳିଗଲା ଏଲପିଜି । ମାସକରେ ତିନି ଥର ଦର ବଢ଼ିବା ପରେ ସାରାଦେଶରେ ଜୋରଦାର ପ୍ରତିବାଦ ।

କନକ ବ୍ୟୁରୋ: ପେଟ୍ରୋଲ,ଡିଜେଲ ଦର ବୃଦ୍ଧି କଷ୍ଟଠାରୁ ବଳି ଯାଇଛି ଏଲପିଜି ଦର ବୃଦ୍ଧି । ଦେଶର ପ୍ରାୟ ଅଧିକାଂଶ ପରିବାର ଏବେ ରୋଷେଇ ପାଇଁ ଏଲପିଜି ଉପରେ ନିର୍ଭର କରୁଥିବାବେଳେ ମନଇଛା ଦର ବୃଦ୍ଧି କରି ଚାଲିଛନ୍ତି ତୈଳ କମ୍ପାନୀ । ମାସକରେ ତିନି ଥର ବଢ଼ିଲାଣି ଗ୍ୟାସ ସିଲିଣ୍ଡର ଦର ।…

ଭାରତ-ପାକିସ୍ତାନ ସୀମାରେ ଶାନ୍ତି ପାଇଁ ସହମତିକୁ ସ୍ୱାଗତ କଲା ଆମେରିକା । କହିଲା, ଏହି ପଦକ୍ଷେପ ଦକ୍ଷିଣ ଏସିଆରେ…

କନକ ବ୍ୟୁରୋ: ଦୀର୍ଘ ଦିନ ହେବ ଭାରତ, ପାକିସ୍ତାନ ଓ ଚୀନ ସୀମାରେ ଅଶାନ୍ତି ଲାଗି ରହିଥିଲା । ହେଲେ, ଅଚାନକ ଏଥିରେ ପରିବର୍ତନ ଆସିଛି । ଭାରତ, ଚୀନ ଓ ପାକିସ୍ତାନ ତିନି ରାଷ୍ଟ୍ର ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଯାହାକି ଦକ୍ଷିଣ ଏସିଆରେ ଶାନ୍ତି…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଦିଦି-ମୋଦିଙ୍କ ଭିତରେ ଜୋରଦାର ହେବ ଲଢେଇ ।

କନକ ବ୍ୟୁରୋ: ଲଢ଼େଇ ପାଇଁ ମୋଦି ପ୍ରସ୍ତୁତ, ଲଢ଼େଇ ପାଇଁ ଦିଦି ବି ପ୍ରସ୍ତୁତ । ବାକି ଥିଲା ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା, ଆଜି ତାହା ବି ହୋଇଗଲା । ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ନିର୍ବାଚନ । ସବୁଠାରୁ ବଡ କଥା ହେଉଛି, ପଶ୍ଚିମବଙ୍ଗର ଏହି ଲଢ଼େଇ, ବହୁ ତୁଙ୍ଗ ନେତାଙ୍କ ଭାଗ୍ୟ…

ସରକାରୀ ଚାକିରି କରାଇଦେବାକୁ କହି ଠକି ନେଲେ ହଜାର ହଜାର ଟଙ୍କା । ଲୁଟେରା ଯୁବକଙ୍କୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ଟଙ୍କା ଦେଲେ ସରକାରୀ ଚାକିରି ହୋଇଯିବ । କିଛି ଏମିତି ଲୋଭ ଦେଖାଇ ଏକାଧିକ ଯୁବକଙ୍କୁ ଚୁନ ଲଗାଇଥିବା ଏକ ବଡ ଠକକୁ ଗିରଫ କରିଛି ପୋଲିସ । ପୋଲିସ ଏବଂ ରେଲୱେରେ ଚାକିରି କରାଇ ଦେବାକୁ କହି ଯୁବକ ଜଣଙ୍କ ଏପରି ଠକେଇ କରିଆସୁଥିଲା । ଆଉ ତାଙ୍କୁ ଏଥିରେ ସହଯୋଗ କରୁଥିଲେ ଆଉ ଜଣେ…

ସିସୋର ଚିଟଫଣ୍ଡର ସମ୍ପତି ହେବ ବାଜ୍ୟାପ୍ତ । ସମ୍ପତି ନିଲାମ କରି ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ: ସିସୋର ଚିଟଫଣ୍ଡ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ହେବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ । ବାଜ୍ୟାପ୍ତ ସମ୍ପତ୍ତି ନିଲାମ ହେବା ପରେ ଏହି ଟଙ୍କାକୁ ଜମାକାରୀଙ୍କ ମଧ୍ୟରେ ବଂଟାଯିବ । ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ରହିଛି…