Daily Archives

February 15, 2021

କୃଷକଙ୍କୁ ମଦ ଓ ଟଙ୍କା ଦିଅ ପଛେ, ଆନ୍ଦୋଳନ ଜାରି ରହୁ । ଚାଷୀ ଆନ୍ଦୋଳନକୁ ନେଇ ଏଭଳି ବିବାଦୀୟ ବୟାନ ଦେଲେ କଂଗ୍ରେସ…

କନକ ବ୍ୟୁରୋ: କୃଷକ ଆନ୍ଦୋଳନକୁ ନେଇ ହରିୟାଣାର ଜଣେ କଂଗ୍ରେସ ନେତ୍ରୀ ବିବାଦୀୟ ବୟାନ ଦେଇଛନ୍ତି ।  ହରିୟାଣାର କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ କଂଗ୍ରେସ ନେତ୍ରୀ ବିଦ୍ୟା ଦେବୀ ଏକ ବିବାଦୀୟ ବୟାନ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ବିଦ୍ୟା ଦେବୀ ସେଠାକାର କଂଗ୍ରେସ ଜିଲ୍ଲା…

ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ପ୍ରଳୟକୁ ବିତିଲାଣି ୯ ଦିନ । ଏବେ ବି ଜାରି ରହିଛି ଉଦ୍ଧାର କାମ । ମୃତ୍ୟୁରୁ ମାଟି ତଳୁ…

କନକ ବ୍ୟୁରୋ: ଉତ୍ତରାଖଣ୍ଡ ତପୋବନ ପ୍ରାକୃତିକ ବିପର୍ଯ୍ୟୟରେ ଏବେ ସୁଦ୍ଧା ୫୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତପୋବନ ଏନଟିପିସି ସୁଡଙ୍ଗରୁ ଆଉ ୮ଜଣଙ୍କ ଶବ ଉଦ୍ଧାର କରାଯାଇଛି ଓ ଏହା ନିକଟରୁ ଆଉ ୨ ଶବ ଉଦ୍ଧାର କରାଯାଇଛି । ସୁଡଙ୍ଗ ଭିତରେ ୩୫ ଜଣ ଫଶି ରହିଥିବା ଆଶଙ୍କାରେ ଏଠାରେ ଚାଲିଛି…

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ । ଜୁନ ପହିଲାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ…

କନକ ବ୍ୟୁରୋ: ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ । ପରିଚାଳନା କମିଟି ବୈଠକରେ ହେଲା ଚୂଡାନ୍ତ । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ୮୦୦ କୋଟି ଟଙ୍କାର ପ୍ରକଳ୍ପ । ୩୦ ଡିସେମ୍ବର ୨୦୧୯ରେ ପ୍ରକଳ୍ପର ଚିଠା ପ୍ରସ୍ତୁତ ହୋଇଥିଲା । ଜୁନ ପହିଲାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ…

ସୋସିଆଲ ମିଡିଆରେ ବ୍ୟକ୍ତିଗତ ଗୋପନୀୟତା ପ୍ରସଙ୍ଗ । କେନ୍ଦ୍ର ଓ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ ।

କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ । ବ୍ୟକ୍ତିଗତ ଗୋପନୀୟତାକୁ ନେଇ ଉଭୟ କେନ୍ଦ୍ର ଓ ହ୍ୱାଟ୍ସଆପକୁ ଜବାବ ତଲବ କରିଛନ୍ତି କୋର୍ଟ । ଆବେଦନ ଉପରେ ଶୁଣାଣୀ କରି କୋର୍ଟ କହିଛନ୍ତି ଲୋକଙ୍କ ତଥ୍ୟର ଗୋପନୀୟତା ରଖିବା ବେଶ ଗୁରୁତ୍ୱପୂର୍ଣ୍ଣ। କୋର୍ଟ…

ଚିତ୍ରକୋଣ୍ଡା ଥାନାରେ ୪ ନାବାଳକଙ୍କୁ ଥାର୍ଡଡିଗ୍ରୀ ଅଭିଯୋଗ । ୩ ଦିନ ଥାନାରେ ରଖି ପୋଲିସ ମାଡ ମାରିଥିବା ଅଭିଯୋଗ ।

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ ନାମରେ ଆସିଛି ସାଂଘାତିକ ଅଭିଯୋଗ। ୪ ଜଣ ନାବାଳକକୁ ଚୋରି ଘଟଣାରେ ଗିରଫ କରି ତାଙ୍କୁ ତିନି ଦିନ ଧରି ମାଡ ମାରିବା ସହ ବିଦ୍ୟୁତ୍ ସକ୍ ଦେଇ ଆହତ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।…

ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀଙ୍କ ମହାପଞ୍ଚାୟତ । କହିଲେ, ନୂଆ କୃଷି ଆଇନ ଦ୍ୱାରା ହତାଶ ହେବେ ଚାଷୀ ।

କନକ ବ୍ୟୁରୋ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତରପ୍ରଦେଶ ବିଜନୋରରେ ପହଁଚିଛନ୍ତି । ବିଜନୋର ମହାପଂଚାୟତକୁ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଦେଶଭକ୍ତ ଓ ଦେଶଦ୍ରୋହଙ୍କୁ ଚିହ୍ନିବାରେ ଭୁଲ କରୁଛନ୍ତି । ନୂଆ କୃଷି ଆଇନକୁ ବିରୋଧ କରି ପ୍ରିୟଙ୍କା…