Daily Archives

February 27, 2021

ଅମ୍ବାନୀଙ୍କ ଘର ଆଗରୁ ସନ୍ଦିଗ୍ଧ କାର ଜବତ ଘଟଣା । କ୍ରାଇମବ୍ରାଂଚକୁ ମିଳିଲା ଠୋସ ପ୍ରମାଣ । ସିସିଟିଭି ଫୁଟେଜରୁ…

କନକ ବ୍ୟୁରୋ: ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଟେଂଲିଆ ନିକଟରୁ ସନ୍ଦିଗ୍ଧ କାର ଓ ଏହା ଭିତରୁ ବିସ୍ଫୋରକ ସାମ୍ରଗୀ ଜବତ ଘଟଣାରେ କ୍ରାଇମବ୍ରାଂଚକୁ ମିଳିଛି ଠୋସ ପ୍ରମାଣ । ସିସିଟିଭି ଫୁଟେଜରୁ ସ୍କୋର୍ପିଓ କାରରୁ ଡ୍ରାଇଭର ଫଟୋ ମିଳିଛି । ଯିଏକି ଘଟଣାଦିନ ଆଟେିଂଲିଆ ସ୍କର୍ପିଓ…

୫ ଦିନର ଟେଷ୍ଟ ମ୍ୟାଚ୍, ସରିଗଲା ଦେଢ ଦିନରେ । ମୋଦି ଷ୍ଟାଡିୟମର ପିଚକୁ ନେଇ ଉଠିଲା ପ୍ରଶ୍ନ ।

କନକ ବ୍ୟୁରୋ : ୫ ଦିନର ଟେଷ୍ଟ ମ୍ୟାଚ୍ । ସରିଗଲା ଦେଢ ଦିନରେ । ମ୍ୟାଚ୍ ଖେଳାଗଲା ମାତ୍ର ୧୪୦ ଓଭର ୨ ଟି ବଲ୍ । ଏପରି ଖେଳ ପରେ କ୍ରିକେଟ୍ ପିଚକୁ ନେଇ ପ୍ରଶ୍ନ ଉଠିବା ତ ସ୍ୱଭାବିକ କଥା । ତେବେ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମର ନବନିର୍ମିତ ପିଚ୍ ର ଏପରି ପ୍ରଦର୍ଶନ, ଠିଆ କରୁଛି ଅନେକ…

ସାଉଦି ଆରବ ରାଜକୁମାର ଦେଇଥିଲେ ସାମ୍ବାଦିକ ଜମାଲ ଖସୋଗୀ ହତ୍ୟା ପାଇଁ ଅନୁମତି । ଆମେରିକା ଗୁଇନ୍ଦା ଦେଲା ରିପୋର୍ଟ ।

କନକ ବ୍ୟୁରୋ: ସାଉଦି ଆରବ ରାଜକୁମାର ଦେଇଥିଲେ ସାମ୍ବାଦିକ ଜମାଲ ଖସୋଗୀ ହତ୍ୟା ପାଇଁ ଅନୁମତି । ଏପରି ସୂଚନା ଦେଇଛି ଆମେରିକା ଗୁଇନ୍ଦା । ତୁର୍କୀ ଇସ୍ତାନବୁଲ ସ୍ଥିତ ସାଉଦି ଆରବ ଦୂତାବାସରେ ହୋଇଥିଲା ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟା କରାଯାଇଥିଲା । ତୁର୍କୀ ଇସ୍ତାନବୁଲ ସ୍ଥିତ ସାଉଦି…

ଆସନ୍ତା ନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜେପି ଫୋକସରେ ପୂର୍ବାଞ୍ଚଳ । ଆସାମ ଓ ପଶ୍ଚିମବଙ୍ଗ ଦଖଲ ପାଇଁ ଦଳ କରୁଛି…

କନକ ବ୍ୟୁରୋ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଇଁ ତାରିଖ ଘୋଷଣା ହେବା ପରେ ଏବେ ସରଗରମ ରାଜନୀତି । ଏବେ ବିଜେପିର ଫୋକସରେ ରହିଛି ପୂର୍ବାଂଚଳ । ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ଭିତରୁ କେବଳ ଆସାମରେ ବିଜେପିର ସରକାର ଅଛି । ତେଣୁ ଏହି ନିର୍ବାଚନ ବିଜେପି ପାଇଁ ଯେତିକି…

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ରାଜନୀତିର ରକ୍ତ ଚରିତ୍ର । ରାଜ୍ୟରେ ବଢୁଛି ହିଂସା । ମୁହାଁମୁହିଁ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଆରମ୍ଭ ହୋଇଯାଇଛି ରାଜନୀତିର ରକ୍ତ ଚରିତ୍ର । ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ତୃଣମୂଳ କଂଗ୍ରେସ । ମମତାଙ୍କ ଗଡରେ ଧସେଇ ପଶିବାକୁ ସବୁ ପ୍ରକାର ପ୍ରୟାସ ଚଳାଇଛି ବିଜେପି । ସେପଟେ ନିଜ ଗଡ ବଂଚାଇବାକୁ ସବୁ ବଳ…

ଆନ୍ଧ୍ର ବିଶାଖାପାଟଣାରେ ଫସିଥିବା ନାବାଳିକା ଉଦ୍ଧାର । ଦଲାଲ କବଳରୁ ଉଦ୍ଧାର କରି ଘରକୁ ଆଣିଲେ କନକ ନ୍ୟୁଜ ସାମ୍ବାଦିକ…

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶରେ ଅଟକ ଥିବା ଓଡ଼ିଆ ଝିଅ ଉଦ୍ଧାର । ବାଙ୍କୀ ଥାନା ଅନ୍ତର୍ଗତ ମାଳ ବିହାରପୁର ଗାଁର ୧୪ ବର୍ଷର ନାବାଳିକାକୁ ଆନ୍ଧ୍ରପ୍ରଦେଶର ଜଣେ ଦଲାଲ ଅଟକ ରଖି ତାର ପରିବାରକୁ ୫୦ ହଜାର ଦାବି କରିଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବାଙ୍କୀ ପୋଲିସର ଏକ ଟିମ୍…