Daily Archives

February 1, 2021

ଖୁସି ଖବର: ଗ୍ରୀନ ଜୋନରେ ଓଡିଶା । ରାଜ୍ୟରେ ହଜାରେ ତଳେ କୋଭିଡ ସକ୍ରିୟ ସଂଖ୍ୟା । 

କନକ ବ୍ୟୁରୋ : ଭୂତାଣୁ ଭିତରେ ରାଜ୍ୟ ପାଇଁ ଖୁସି ଖବର । ଏବେ ଗ୍ରୀନ ଜୋନରେ ରହିଛି ଓଡିଶା । କାରଣ ରାଜ୍ୟରେ ଏବେ ହଜାରେ ତଳକୁ ଖସିଛନ୍ତି କୋଭିଡ ସକ୍ରିୟ ସଂଖ୍ୟା । ଆଜିର କୋଭିଡ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ୯୫୩ ଜଣ ସକ୍ରିୟ ରହିଛନ୍ତି । ଏହି ରିପୋର୍ଟ ଦେଖିଲେ ସ୍ପଷ୍ଟ ଜଣାପଡୁଛି…

ମିଆଁମାରରେ ରାଜନୈତିକ ଅସ୍ଥିରତା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତା ଗିରଫ । ଶାସନ ଡୋର ନିଜ…

କନକ ବ୍ୟୁରୋ : ମିଆଁମାରରେ ରାଜନୈତିକ ଅସ୍ଥିରତା । ଦେଶର ସର୍ବୋଚ୍ଚ ନେତା ଆଙ୍ଗ ସାନ ସୁଙ୍କ ସମେତ ବରିଷ୍ଠ ନେତାଙ୍କୁ ଗିରଫ କରିବା ପରେ ଶାସନ ଡୋର ନିଜ ହାତକୁ ନେଇଛି ସେନା । ଏପରିକି ଦେଶରେ ଏକ ବର୍ଷ ପାଇଁ ଜରୁରୀକାଳିନ ପରିସ୍ଥିତି ଲାଗୁ କରିଦିଆଯିବା ସହ ସେନାମୁଖ୍ୟ ମିନ ଆଙ୍ଗ ଲାଇଙ୍ଗକୁ…

ରାସ୍ତାରେ ଆଉ ଗଡିବନି ପୁରୁଣା ଗାଡି । ସ୍କ୍ରାପେଜ ପଲିସି ନେଇ ବଜେଟରେ ବଡ ଘୋଷଣା । ୨୦ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି…

କନକ ବ୍ୟୁରୋ : ରାସ୍ତାରେ ଆଉ ଚାଲିପାରିବନି ପୁରୁଣା ଗାଡି । ସ୍କ୍ରାପେଜ ପଲିସି ନେଇ ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ୧୫ବର୍ଷ ପୁରୁଣା ଗାଡି ଆଉ ରାସ୍ତାରେ ଚାଲି ପାରିବନାହିଁ ।  ଏହି…

ଆଗକୁ ନିର୍ବାଚନ ଥିବା ରାଜ୍ୟଗୁଡିକ ପାଇଁ ବଜେଟରେ ଗୁରୁତ୍ୱ । ପଶ୍ଚିମବଙ୍ଗରେ ନୂଆ ରାଜପଥ ପାଇଁ ୨୫ ହଜାର କୋଟି ।…

କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଆରମ୍ଭ ହୋଇସାରିଛି । କରୋନାକୁ ମାତ ଦେବା ପାଇଁ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣକୁ ଆହୁରୀ ବ୍ୟାପକ କରାଯିବ । ପ୍ରଥମ ପର୍ଯ୍ୟାୟରେ ୩କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କ ଟିକାକରଣ ପାଇଁ ଲକ୍ଷ୍ୟ…

ଅଗ୍ନିଶମ ଡିଜି ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନୂଆ ଦାୟିତ୍ୱ । ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନରେ ଅଧ୍ୟକ୍ଷ ଭାବେ…

କନକ ବ୍ୟୁରୋ : ଅଗ୍ନିଶମ ଡିଜି ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନ୍ର ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇପିଏସ ଡକ୍ଟର ସତ୍ୟଜିତ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ସାଧାରଣ…

କୃଷି ଆଇନ ବିରୋଧରେ କୃଷକ ମୋର୍ଚ୍ଚାର ଚକାଜାମ । ଫେବୃଆରୀ ୬ରେ ସାରା ଦେଶରେ ଗାଡି ମୋଟର ବନ୍ଦ

କନକ ବ୍ୟୁରୋ: ନୂଆ କୃଷି ଆଇନ ବିରୋଧରେ ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି । ଏହାରି ଭିତରେ ନୂଆ ଆଇନକୁ ବିରୋଧ କରି ଆସନ୍ତା ଫେବୃଆରୀ ୬ରେ ସାରା ଦେଶରେ ଚକାଜାମ୍ କରିବେ ଚାଷୀ । ଏନେଇ ସୋମବାର ସୂଚନା ଦେଇଛି କୃଷକ ମୋର୍ଚ୍ଚା । ଫେବୃଆରୀ ୬ ତାରିଖ ଦ୍ୱି ପହର ୧୨ଟାରୁ ୩ଟା ଯାଏଁ ସାରା ଦେଶରେ…