Daily Archives

February 24, 2021

ପିଙ୍କ୍ ବଲ୍ ଟେଷ୍ଟ: ଅକ୍ଷର-ଅଶ୍ୱିନୀ ଯୋଡି ଆଗରେ ଫେଲ୍ ମାରିଲା ଇଂଲଣ୍ଡ ବ୍ୟାଟିଂ । ପ୍ରଥମ ଇଂନିସ ବ୍ୟାଟିଂରେ…

କନକ ବ୍ୟୁରୋ: ପିଙ୍କ ବଲ୍ ଟେଷ୍ଟର ପ୍ରଥମ ଦିନକୁ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ବ୍ରିଟିଶ ଦଳକୁ ମାତ୍ର ୧୧୨ ରନରେ ଅଲଆଉଟ୍ କରିବା ପରେ ପ୍ରଥମ ଦିନରେ ବିରାଟ ବାହିନୀ ୩ ୱିକେଟ୍ ହରାଇ ୯୯ ରନ୍ କରିପାରିଛି । ଫଳରେ ଭାରତୀୟ ଦଳ ପ୍ରଥମ ଇଂନିସରେ ଏକ ବଡ ଲିଡ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି…

ମାର୍ଚ୍ଚ ୧ ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ବେସରକାରୀ ହସ୍ପିଟାଲରେ ଟିକା ନେଲେ ଦେବାକୁ ପଡିବ ଟିକାର ଦାମ ।

କନକ ବ୍ୟୁରୋ: କରୋନା ଟିକାକରଣକୁ ନେଇ ଆଜି ଭାରତ ସରକାର କରିଛନ୍ତି ବଡ ଘୋଷଣା । ଆସନ୍ତା ମାର୍ଚ୍ଚ ୧ରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏଥର ଟିକାକରଣରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଟିକା । ଦ୍ୱିତୀୟ ପର୍ଯ୍ୟାୟ ଟିକା କେଉଁଠି କେମିତି ଦିଆଯିବ ତା ନେଇ ସୂଚନା…

ମାହାଙ୍ଗାରେ ମହିଳାଙ୍କୁ ହତ୍ୟା ଘଟଣା । ହତ୍ୟାକାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ ।

କନକ ବ୍ୟୁରୋ: ମାହାଙ୍ଗାର ଭେଡା-ସାଲେପୁର ଗାଁରେ ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୈତାରୀ ସ୍ୱାଇଁଙ୍କୁ ଗିରଫ କରିଛି ପୁଲିସ । ଘରୋଇ ଝଗଡାରୁ ଏହି ହତ୍ୟାକାଣ୍ଡ ହୋଇଛି ଓ ଦୈତାରୀ ହିଁ ଏକମାତ୍ର ଅଭିଯୁକ୍ତ ବୋଲି ସ୍ପଷ୍ଟ କରିଛି ମାହାଙ୍ଗା ପୁଲିସ । ଏହାସହ…

ମୋଦୀଙ୍କ ନାଁରେ ନାମିତ ହେଲା ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ଟ୍ୱିଟରରେ ଆରମ୍ଭ ହେଲା ଟ୍ୱିଟ୍ ଯୁଦ୍ଧ ।

କନକ ବ୍ୟୁରୋ: ବିଶ୍ୱର ସର୍ବବୃହତ ଷ୍ଟାଡିୟମର ନାଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ତେବେ ପୂର୍ବରୁ ଏହାର ନାମ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ନାମିତ କରାଯାଇଥିଲା । ତେବେ କେନ୍ଦ୍ରସରକାରଙ୍କ ତରଫରୁ କୁହାଯାଇଛି କେବଳ ଏହି ଷ୍ଟାଡିୟମଟିର ନା ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଦିଆଯାଇଛି ,…

ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସରକାରଙ୍କ ସତର୍କତା । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି ।

କନକ ବ୍ୟୁରୋ : ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସରକାରଙ୍କ ସତର୍କତା । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି । ହିଟୱେଭକୁ ପ୍ରତିହତ ପାଇଁ ସଚେତନତା କରାଯିବ । ଜଳଭାବ ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା କରାଯିବ । ସ୍କୁଲ, କଲେଜ ଖୋଲା ରହୁଥିବାରୁ ପାନୀୟ ବ୍ୟବସ୍ଥାକୁ ଗୁରୁତ୍ୱ ।…

ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ହେଲା ବିଶ୍ୱର ସର୍ବବୃହତ ଷ୍ଟାଡିୟମ । ନାଁ ଘୋଷଣା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ…

କନକ ବ୍ୟୁରୋ: ଗୁଜରାଟର ମୋଟେରାରେ ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ କରାଯାଇଛି । ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ…