Daily Archives

February 12, 2021

ରାତିପାହିଲେ ନିର୍ବାଚନ । ଭୋଟ୍ ନକରିବାକୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୋରାପୁଟ ଜିଲ୍ଲାପାଳ ।

କନକ ବ୍ୟୁରୋ : ରାତି ପାହିଲେ ଓଡିଶା ସୀମାନ୍ତ ଗାଁରେ ଆନ୍ଧ୍ର ପ୍ରଦେଶ କରିବ ନିର୍ବାଚନ । ଏହା ଆଗରୁ ବିଜୟନଗରମ୍ ଜିଲ୍ଲାପାଳଙ୍କୁ ବେଆଇନ ନିର୍ବାଚନ ବନ୍ଦ କରିବାକୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତାର ତାଙ୍କର ପ୍ରତିପକ୍ଷ ବିଜୟନଗରମ୍…

ଭୂକମ୍ପରେ ଥରିଲା ଉତ୍ତର ଭାରତ । ଦିଲ୍ଲୀ-ଏନସିଆର୍ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୬.୩

କନକ ବ୍ୟୁରୋ: ଭୂକମ୍ପରେ ଥରିଲା ଉତ୍ତର ଭାରତ । ଶୁକ୍ରବାର ରାତିରେ ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ଭୂକମ୍ପର ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ବୋଲି ମପାଯାଇଛି । ରାତି ପ୍ରାୟ ସାଢେ ୧୦ଟା ବେଳକୁ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ହରିୟାଣା, ରାଜସ୍ଥାନ,…

ବାଇ-ଲ ପ୍ରସଙ୍ଗକୁ ନେଇ ଟ୍ୱିଟ୍ କଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜ୍ୟ ସରକାରଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ହେବ…

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଏବେ ବାଇ-ଲ ପ୍ରସଙ୍ଗକୁ ନେଇ ତାତି ବଢିଥିବାବେଳେ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କ ସଂସ୍କୃତି, ଗୌରବ ଓ ଭାବାବେଗକୁ ସମ୍ମାନ ଦେବାରେ ପ୍ରଧାନମନ୍ତ୍ରୀ ମୋଦୀ କେବି ବି ଅବହେଳା କରିବେ ନାହିଁ ବୋଲି ଧର୍ମେନ୍ଦ୍ର…

ସୀମା ବିବାଦକୁ ନେଇ ମୋଦୀଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ, ଚୀନ ବିରୋଧରେ ଠିଆ ହେବାକୁ ମୋଦୀ ଭୟ କରୁଛନ୍ତି ।

କନକ ବ୍ୟୁରୋ: ଚୀନ୍ ସହ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀଙ୍କୁ ଭୀରୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଭାରତ ଚୀନ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି…

ଋଷିଗଙ୍ଗା ନଦୀର ପାଣିରେ ଉତ୍ତରାଖଣ୍ଡରେ ସୃଷ୍ଟି ହୋଇଛି କୃତ୍ରିମ ହ୍ରଦ । ଭୂତତ୍ତ୍ୱବିତ କହିଲେ, ଏବେ ବି ଟଳିନି ବିପଦ ।

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ଫେବୃଆରୀ ୭ ତାରିଖରେ ହୋଇଥିବା ହିମସ୍ଖଳନ ପରେ ଏବେବି ଟଳିନି ବିପଦ । ଋଷିଗଙ୍ଗା ନଦୀର ପାଣି ଗତ ୭ ତାରିଖରୁ ଏବେ ଯାଏଁ ସେହି ସ୍ଥାନରେ ଜମା ହୋଇ ରହିଛି । ଫଳରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ଯାହା ତଳିଆ ଅଂଚଳ ପାଇଁ କୌଣସି ମୁହୁର୍ତରେ ବିପଦ ଆଣିପାରେ ।…

ସରକାରଙ୍କ ଟାର୍ଗେଟରେ ଆମେରିକୀୟ କମ୍ପାନୀ ଟ୍ୱିଟର । ବିବାଦ ପରେ ଦେଶୀ ମାଇକ୍ରୋ ବ୍ଲଗିଂ ସାଇଟ ‘କୁ’ ଏବେ ଚର୍ଚ୍ଚାରେ ।

କନକ ବ୍ୟୁରୋ: ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ଲାଗି ରହିଥିବା ବିବାଦ ଭିତରେ ଚର୍ଚ୍ଚାକୁ ଆସିଛି ଏକ ନୂଆ ମାଇକ୍ରୋ ବ୍ଲଗିଙ୍ଗ ଆପ୍ ‘କୁ’ । ଟ୍ୱିଟରର ବିକଳ୍ପ ଭାବେ ଏହା ୟୁଜର୍ସଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ପ୍ଲେ ଷ୍ଟୋରରୁ ଏହାକୁ ବହୁଳ ଭାବେ…