Daily Archives

February 28, 2021

ସାତକୋଶିଆ ଇକୋ-ରିଟ୍ରିଟରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ । କଟେଜରେ ଥିବା ପର୍ଯ୍ୟଟକ କହିଲେ, ଭୋର ୫…

କନକ ବ୍ୟୁରୋ: ସାତକୋସିଆର ଇକୋ ରି-ଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ । ଆଉ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ପରିବହନ କମିଶନର ଆଇପିଏସ ସଂଜୀବ ପଣ୍ଡା ଓ ତାଙ୍କ ପତ୍ନୀ ତଥା ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ଇକୋ ରି-ଟ୍ରିଟର ୩ଟି କଟେଜ ସଂପୂର୍ଣ୍ଣ ଜଳି ଯାଇଛି ।…

ଶ୍ରୀମନ୍ଦିର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ଟଙ୍କାର ସହଯୋଗ ରାଶି ପ୍ରଦାନ କଲେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ: ଶ୍ରୀମନ୍ଦିର ବିକାଶ ପାଇଁ ମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ଓଡିଶାବାସୀଙ୍କୁ ପୁରୀ ତଥା ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗ କରିବା ପାଇଁ…

ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାକୁ ବିତିଲା ମାସେ, ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ବି ଯାଜପୁର ପୋଲିସର ହାତ ଖାଲି ।

କନକ ବ୍ୟୁରୋ: ଗୋଟିଏ କମିଶନରେଟ ପୋଲିସକୁ ବାଃ ବାଃ ଆଉ ଗୋଟେପଟେ ଯାଜପୁର ପୋଲିସ ହାତ ଖାଲି । ଆମେ କହୁଛୁ ସେହି ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣା । ବହୁଚର୍ଚ୍ଚିତ ଗୁଣଦୁଷ୍କର୍ମ ଘଟଣାରେ ୨୨ବର୍ଷ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ ଯାଜପୁର ପୋଲିସ ଝରାଫୁଲ…

ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଦେଇଛନ୍ତି ୧୭୫ କୋଟି: ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: ପୁରୀର ବିକାଶ ପାଇଁ ମୋଦି ଦେଇଛନ୍ତି ୧୭୫ କୋଟି । ଶ୍ରୀକ୍ଷେତ୍ର ପୁରୀର ସର୍ବାଙ୍ଗୀନ ବିକାଶ ତଥା ଲୋକଙ୍କ ଜୀବନଜୀବିକାରେ ପରିବର୍ତ୍ତନ ଓ ରୋଜଗାର ବଢ଼ାଇବା ପାଇଁ ମୋଦି ସରକାର ପୁରୀ ପାଇଁ ୧୭୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଆସନ୍ତାକାଲି ବୁର୍ଲା ଭିସୁଟରେ ହେବାକୁ ଥିବା ଶେଷ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପାଇଁ ପରୀକ୍ଷା…

କନକ ବ୍ୟୁରୋ: ଭିସୁଟର ବିଭିନ୍ନ ବିଭାଗରେ ଫାଇନାଲ ପରୀକ୍ଷା ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆସନ୍ତାକାଲି ହେବାର ଥିଲା । ପରବର୍ତ୍ତି ନିର୍ଦ୍ଦେଶନାମା ଆସିବା ପରେ ଜଣାପଡିବ ଏହି ପରୀକ୍ଷା କେବେ ହେବ । ଭିସୁଟରେ ୨୫ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି…

ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱର ସାଂସଦଙ୍କ ଚିଠି: ଶ୍ରୀକ୍ଷେତ୍ର ଓ ଏକାମ୍ର କଥା ଉଠାଇ ଅପରାଜିତା ଲେଖିଲେ ଚିଠି ।…

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ପୁରୀ ଏବଂ ଏକାମ୍ର  କ୍ଷେତ୍ରରେ ବିକାଶ ପ୍ରକଳ୍ପକୁ ଯେପରି ଭାବେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ମର୍ମରେ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ…