Daily Archives

February 16, 2021

ସୁଡଙ୍ଗ ଭିତରେ ମାଲିକ ବାହାରେ ଜଗିଛି କୁକୁର । ଉତ୍ତରାଖଣ୍ଡ ପ୍ରଳୟକୁ ୧୦ଦିନ ବିତିଥିଲେ ବି ସୁଡଙ୍ଗ ବାହାରେ ଜଗି ରହିଛି…

କନକ ବ୍ୟୁରୋ: ଉତରାଖଣ୍ଡ ପ୍ରଳୟକୁ ୧୦ଦିନ ବିତିଛି । ଏବେବି ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ସୁଡଙ୍ଗ ବାହାରେ ନିଜ ମାଲିକଙ୍କୁ ଅପେକ୍ଷା କରି ରହିଛି ଏକ କୁକୁର । ଗଲା ୧୦ଦିନ ହେଲା ଉଦ୍ଧାର କାମ ଚାଲିଥିବା ଅଂଚଳରୁ ଯେତିକି ତଡିଲେ ମଧ୍ୟ ଏହି କୁକୁର ପୁଣି ଏହି ଅଂଚଳକୁ ଫେରିଆସୁଛି ।…

ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ପଛକୁ ହଟିଲା ଚୀନ୍ ସେନା । ପେଙ୍ଗଙ୍ଗ ହ୍ରଦ ନିକଟବର୍ତୀ ଫିଙ୍ଗର ୮ଅଂଚଳରୁ ପଛକୁ…

କନକ ବ୍ୟୁରୋ: ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ପଛକୁ ହଟିଲା ଚୀନ୍ ସେନା । ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପଟରେ ଫିଙ୍ଗର ୮ରୁ ଆଗକୁ ମାଡି ଆସିଥିବା ଚୀନ୍ ପଛକୁ ହଟିଛି । ଏପରିକି ସେଠାରେ କରାଯାଇଥିବା ଅସ୍ଥାୟୀ ନିର୍ମାଣକୁ ମଧ୍ୟ ଭାଙ୍ଗିଦିଆଯାଇଛି । ଏନେଇ ଭାରତୀୟ ସେନା ଏକ ଭିଡିଓ ଜାରି କରିଛି ।…

ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ । ତେଲେଙ୍ଗାନା ରାଜ୍ୟପାଳଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ମିଳିଲା…

କନକ ବ୍ୟୁରୋ : ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇଦିଆଯାଇଛି । ତେଲେଙ୍ଗାନାର ରାଜ୍ୟପାଳ ଡ. ତାମିଲସାଇ ସୁନ୍ଦରରାଜନଙ୍କୁ ପୁଡ଼ୁଚେରୀର ଉପ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । କିରଣ ବେଦୀ ୨୦୧୬, ମେ ୨୯ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ…

ଟୁଲ୍ କିଟ୍ ମାମଲାରେ ଗିରଫ ଦିଶା ରବିଙ୍କ ସମର୍ଥନରେ ଦିଲ୍ଳୀରୁ ବେଙ୍ଗାଲୁର ସବୁଠି ପ୍ରତିବାଦ । ସେପଟେ ଦିଲ୍ଲୀ ପୋଲିସକୁ…

କନକ ବ୍ୟୁରୋ : ସମାଜରେ ସଚେତନ ବାର୍ତା ବାଂଟୁଥିବା ଯୁବ ପରିବେଷବିତ୍ ଦିଶା ରବିଙ୍କୁ ଟୁଲକିଟ୍ ମାମଲାରେ, ଦିଲ୍ଲୀ ପୋଲିସ ଗିରଫ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏପରକି କୋର୍ଟରେ ହାଜର କରିବା ସମୟରେ ପକ୍ଷ ରଖିବା ପାଇଁ ଓକିଲଙ୍କୁ ପକ୍ଷ ରଖିବା ପାଇଁ ସୁଯୋଗ ଦିଆ ନଯିବା ଆହୁରି…

ମଧ୍ୟପ୍ରଦେଶରେ କେନାଲକୁ ବସ ଖସିବା ଘଟଣାରେ ୪୫ ମୃତଦେହ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଁଏ ସହାୟତ…

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । କେନାଲକୁ ଖସିପଡିଲା ଯାତ୍ରୀବାହୀ ବସ । ମଧ୍ୟପ୍ରଦେଶ ସିଦ୍ଧିରେ ଆଜି ସକାଳ ପ୍ରାୟ ୭ଟା ସମୟରେ ୫୨ଜଣ ଯାତ୍ରୀନେଇ ବସଟି ସିଦ୍ଧିିରୁ ସତନା ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା । ଘଟଣାସ୍ଥଳରୁ ସମସ୍ତ…

ଭାରତରେ କରୋନା ଭୂତାଣୁର ନୂଆ ରୂପ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଲା ନୂଆ ଷ୍ଟ୍ରେନ । 

କନକ ବ୍ୟୁରୋ : ଭାରତରେ କରୋନା ଭୂତାଣୁର ନୂଆ ରୂପ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଛି ଏହି ନୂଆ ଷ୍ଟ୍ରେନ । ଏନେଇ ସୂଚନା ଦେଇଛନ୍ତି ଆଇସିଏମଆର ଡିଜି ବଳରାମ ଭାର୍ଗବ । ସମସ୍ତ ଆକ୍ରାନ୍ତ ଆଇସୋଲେସନରେ ଥିବା କୁହାଯାଇଛି । ଏଙ୍ଗୋଲାରୁ ଜଣେ, ଟାଂଜାନିଆରୁ ଜଣେ ଓ ଦକ୍ଷିଣ…