Daily Archives

February 5, 2021

ଚାଷୀଙ୍କ ଚକାଜାମକୁ କଂଗ୍ରେସର ସମର୍ଥନ । ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ ଓଡିଶା ପ୍ରଦେଶ କଂଗ୍ରେସ

କନକ ବ୍ୟୁରୋ: ଆସନ୍ତାକାଲିର ଚାଷୀ ସଂଗଠନଗୁଡ଼ିକ ଡାକରା ଦେଇଥିବା ଦେଶବ୍ୟାପୀ ‘ଚକା ଜାମ’କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସମର୍ଥନ ଜଣାଇଛି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ରାଜ୍ୟ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି। ଚାଷୀ…

ପଶ୍ଚିମବଙ୍ଗରେ ବିଜେପିିର ପରିବର୍ତ୍ତନ ଯାତ୍ରା । ଆସନ୍ତାକାଲି ଶୁଭାରମ୍ଭ କରିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।…

କନକ ବ୍ୟୁରୋ: ବେଙ୍ଗଲ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ପଶ୍ଚିମବଙ୍ଗ ରାଜନୀତି ସେତିକି ଜୋର୍ ଧରୁଛି । ବିଜେପି ମମତାଙ୍କ ଗଡକୁ ଭାଙ୍ଗିବାକୁ ଯୋଜନା କରୁଥିବାବେଳେ ଦିଦି ବି ବିଜେପିକୁ ଅକଳରେ ପକାଇବାକୁ ବସିଛନ୍ତି । ଏହାରି ଭିତରେ ଆସନ୍ତାକାଲିଠୁ ବିଜେପି ଆରମ୍ଭ କରୁଛି ପରିବର୍ତ୍ତନ…

କୃଷକଙ୍କ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଆଲୋଚନା । କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଣ ରହିଛି କଳା, ଜବାବ…

କନକ ବ୍ୟୁରୋ : ବିରୋଧୀଙ୍କ ହଙ୍ଗାମା ଭିତରେ ରାଜ୍ୟସଭାରେ  ଚାଷୀ ଆନ୍ଦୋଳନ ନେଇ ଚର୍ଚ୍ଚା । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ଏ ନେଇ ଗୃହରେ ମତ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀ ଆନ୍ଦୋଳନ ବାହାନାରେ ସେ କଂଗ୍ରେସକୁ ଟାର୍ଗେଟ ବି କରିଛନ୍ତି । …

ଉତ୍ତର ଭାରତରେ ପ୍ରବଳ ତୁଷାରପାତ ଜାରି । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଦୁଇ ଦିନ ହେଲା ଲାଗିରହିଛି ତୁଷାରପାତ ।

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ଥଣ୍ଡା ସାଙ୍ଗକୁ ଜାରି ରହିଛି ତୁଷାରପାତ ।  ଦୁଇ ଦିନ ଧରି ଏଠାରେ ବରଫବର୍ଷା ହୋଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକ ତୁଷାରପାତରେ ଭରପୂର ମଜା ଉଠାଉଛନ୍ତି । ଉତ୍ତରାଖଣ୍ଡର ମସୁରୀରେ ପ୍ରବଳ ବରଫ ବର୍ଷା ସ୍ଥାନୀୟ ଲୋକଙ୍କ ସମସ୍ୟା…

ଚୀନକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀ । କହିଲେ, ଚୀନ୍ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନକୁ ସିଧାସଳଖ ଚେତାବନୀ ଦେଇଛନ୍ତି । ଏବଂ କହିଛନ୍ତି ଚ୍ୟାଲେଂଜର ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ ଅଛି ଆମେରିକା । ଦେଶ ସମ୍ମୁଖରେ ଚୀନ ରଖୁଥିବା ସମସ୍ତ ଆହ୍ୱାନର ମୁକାବିଲା କରିବ ସୁପରପାୱାର ଆମେରିକା । କିନ୍ତୁ ଦେଶର ବିକାଶ ପାଇଁ…

ଭାରତ ବିରୋଧୀ ଟୁଲ କିଟ ପଛରେ ରହିଛି କିଏ । ପରିବେଶ କର୍ମକର୍ତା ଗ୍ରେଟା ଥନବର୍ଗ ସେୟାର କରିଥିବା ଟୁଲକିଟରେ ଜାନୁୟାରୀ…

କନକ ବ୍ୟୁରୋ : ଜାନୁୟାରୀ ୨୬ରେ ଦିଲ୍ଲୀର ଛାତିରେ ଯେଉଁ ଘଟଣା ଘଟିଲା, ଯେଉଁ ପରି ଭାବରେ ଟ୍ରାକ୍ଟର ରାଲିରେ ଆସି ଆନ୍ଦେଳନକାରୀ ଚାଷୀ ଲାଲକିିଲ୍ଲାକୁ କବଜା କଲେ । ଏହି ସବୁ ଘଟଣା ହଠାତ ହୋଇନଥିଲା, ଏଥିପାଇଁ ପ୍ରସ୍ତୁତ ହୋଇଥିଲା ବ୍ଳୁପ୍ରିଂଟ । ଆଉ ଏହା ପରେ ଏହି ଷଡଯନ୍ତ୍ରଙ୍କୁ ବାସ୍ତବରେ…