Daily Archives

February 2, 2021

୪ଟି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି । ନରେନ୍ଦ୍ର ସିଂହ ତୋମାରଙ୍କୁ ଆସାମ, ପ୍ରହଲ୍ଲାଦ ଯୋଶୀଙ୍କୁ କେରଳର…

କନକ ବ୍ୟୁରୋ: ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ମଙ୍ଗଳବାର ଚାରୋଟି ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତି କରିଛି । ଆସାମ ସହିତ ତାମିଲନାଡୁ, କେରଳ ଓ ପୁଡୁଚେରୀ ପାଇଁ ଏହି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଏହି ସବୁ ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ…

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ମୁହଁ ଖୋଲିଲେ ଆଦିତ୍ୟଙ୍କ ବାପା । କହିଲେ, ମୋ ପୁଅକୁ ନ୍ୟାୟ ନମିଳିଲା ଯାଏଁ…

କନକ ବ୍ୟୁରୋ: ମାନବ ପ୍ରେମୀ ଆଦିତ୍ୟଙ୍କ ହତ୍ୟା ଘଟଣାକୁ ନେଇ ଆଜି ତାଙ୍କ ବାପା ନବକିଶୋର ଦାସ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ପୁଅର ହତ୍ୟାକୁ ୭ମାସ ପୁରିବାକୁ ଯାଉଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀକୁ ପୁଲିସ ଜାଣିଶୁଣି ଗିରଫ କରୁନାହିଁ । ଜିଆରପି ପୁଲିସ ଓ…

ବିଚ୍ ରାସ୍ତାରେ ନାବାଳିକାଙ୍କ ଗଳା କାଟିଦେଲା ଯୁବକ । ଏକତରଫା ପ୍ରେମକୁ ନେଇ ଆକ୍ରମଣ ସୂଚନା ।

କନକ ବ୍ୟୁରୋ: ନାବାଳିକାର ଗଳା କାଟିଦେଲା ଯୁବକ । ଏକ ତରଫା ପ୍ରେମକୁ ନେଇ ଆକ୍ରମଣ ସୂଚନା । ବିଚ ରାସ୍ତାରେ ନାବାଳିକାର ଗଳା କାଟିଦେଲା ଯୁବକ । ଟ୍ୟୁସନ ସାରି ଫେରିବା ବେଳେ ଆକ୍ରମଣ କଲା ଯୁବକ । ଆକ୍ରମଣ ପରେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି । ତେବେ ଗତ କିଛି ଦିନ ହେବ ଯୁବକ…

ବଲାଙ୍ଗିରରେ ଟେଂଟହାଉସ ନିର୍ମାଣକୁ ନେଇ ଜିଲ୍ଲା ପ୍ରଶାସନର ଅହେତୁକ ଅନୁକମ୍ପା । ଗୋଟିଏ ଟେଂଟ ହାଉସକୁ ଦିଆଯାଇଛି ସାରା…

କନକ ବ୍ୟୁରୋ: ବଲାଙ୍ଗିରରେ କରୋନା କାଳରେ କନଟେନମେଂଟ ଜୋନରେ ବାରିକେଡ ନିର୍ମାଣରେ ଟଙ୍କା ହେରଫେର ଅଭିଯୋଗ ପରେ ଏବେ ଆସିଛି ଆଉ ଏକ ନୂଆ ବିବାଦ । କରୋନା ସମୟରେ ଟେଂଟ ହାଉସ ତିଆରିରେ ଟେଂଟହାଉସ ମାଲିକଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାର ଅଭିଯୋଗ ଆସିଛି । ବଲାଙ୍ଗିର ରେଳଷ୍ଟେସନ ଟେଂଟ…

ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ । ଗାଡି ଉପରକୁ ଆକ୍ରମଣ କଲେ କଂଗ୍ରେସ କର୍ମୀ 

କନକ ବ୍ୟୁରୋ: ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ । ଦଳର ଅଧ୍ୟକ୍ଷଙ୍କ ଗାଡିକୁ ପଂଜାବର ଜଲାଲବାଦରେ କଂଗ୍ରେସ କର୍ମୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ମଧ୍ୟ ରିଲିଜ କରାଯାଇଛି । ଶିରୋମଣୀ ଅକାଳୀ ଦଳ ଓ କଂଗ୍ରେସ ମଧ୍ୟରେ ବଡ ଧରଣର ସଂର୍ଘଷ ହୋଇଛି…

ତିନୋଟି ନୂଆ ବିଶ୍ୱବିଦ୍ୟାଳୟର ପୂରଣ ହେବ କୁଳପତି ପଦବୀ । ବିଜ୍ଞପ୍ତି ଜାରି କରି ସୂଚନା ଦେଲା ଉଚ୍ଚଶିକ୍ଷା ବିଭାଗ

କନକ ବ୍ୟୁରୋ: ରାଜ୍ୟର ତିନୋଟି ନୂଆ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ…