Daily Archives

February 19, 2021

ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବି ଜେଲ ଗଲେ । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ପଟିଆଲା ହାଉସ୍ କୋର୍ଟ…

କନକ ବ୍ୟୁରୋ: ଟୁଲ୍ କିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବି ଜେଲକୁ ଯାଇଛନ୍ତି । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଜେଲକୁ ନିଆଯାଇଛି । ଆସନ୍ତା ସପ୍ତାହରେ ତାଙ୍କୁ ପୁଣି ପଚରାଉଚରା ପାଇଁ ଆବେଦନ କରିବ ପୋଲିସ । ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିବା ନେଇ ଦିଲ୍ଲୀ ପୋଲିସ କୋର୍ଟକୁ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭବ୍ୟ ହୋଟେଲ ମାଟିରେ ମିଶିଲା । ଅସୁରକ୍ଷିତ ଥିବାରୁ ଭାଙ୍ଗିବାକୁ…

କନକ ବ୍ୟୁରୋ: ମାଟିରେ ମିଶିଲା ଟ୍ରମ୍ଫ ପ୍ଲାଜା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ଫଙ୍କ ଏକ ଭବ୍ୟ ହୋଟେଲକୁ ପ୍ରାୟ ୩ହଜାର ଡ଼ିନାମାଇଟ୍ ଲଗାଇ ଭଙ୍ଗାଯାଇଛି । ଆମେରିକାର ଆଂଟଲାଂଟିକ ସହରରେ ଥିବା ଟ୍ରମ୍ଫ ପ୍ଲାଜା ହୋଟେଲ କସିନୋ ବେଶ ଜଣାଶୁଣା ଥିଲା । ଟ୍ରମ୍ଫ ପ୍ଲାଜା ୧୯୮୪…

ମୁମ୍ବାଇ ଇଣ୍ଡିଆନ୍ସରେ ଅର୍ଜୁନ ତେନ୍ଦୁଲକର ସାମିଲ ହେବା ପରେ ଚର୍ଚ୍ଚା । ସେପଟେ କୋଟି କୋଟି ଟଙ୍କାରେ ନିଲାମ ହେଲେ…

କନକ ବ୍ୟୁରୋ: ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରକୁ ଆଇପିଏଲ ନିଲାମୀରେ ୨୦ଲକ୍ଷ ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିବା ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଗୁରୁବାର ଚେନ୍ନାଇରେ ହୋଇଥିବା ଅକ୍ସନରେ ୨୧ବର୍ଷୀୟ ଅର୍ଜୁନ ପ୍ରଥମ ଥର ଲାଗି ସାମିଲ…

ଜଜଙ୍କ ଜାଲି ଦସ୍ତଖତ ପଡିଲା ମହଙ୍ଗା । ଗିରଫ ହେଲେ ସମ୍ପୃକ୍ତ ଏଏସଆଇ

କନକ ବ୍ୟୁରୋ: ଏଏସଆଇଙ୍କୁ ମହଙ୍ଗା ପଡିଲା ଜଜଙ୍କ ଜାଲି ଦସ୍ତଖତ । ଜଜଙ୍କ ଜାଲି ଦସ୍ତଖତ କରି ଆସାମୀକୁ ବେଲ୍ ଦେବା ଘଟଣାରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ଏଏସଆଇ । ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳରେ ଜଣେ ଏଏସଆଇ ଜଜଙ୍କର ଜାଲି ଦସ୍ତଖତ କରି ବାବୁଲି ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଜାମିନ…

ଉତ୍ତରାଖଣ୍ଡର କୃତ୍ରିମ ହ୍ରଦ ପାଖରେ ପହଞ୍ଚିଲା ଆଇଟିବିପି ଓ ଡିଆରଡିଓ ଟିମ୍ । ସ୍ଥିତିର ସମୀକ୍ଷା ପାଇଁ ରହିବ ୫ ଜଣିଆ…

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଚମୋଲୀରେ ହିମସ୍ଖଳନ ପରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ରୈନି ଗାଁ ନିକଟରେ ସୃଷ୍ଟି ହୋଇଥିବା ହ୍ରଦକୁ ନେଇ ଚିନ୍ତା ବଢିବାରେ ଲାଗିଥିବା ବେଳେ ଆଇଟିବିପି ଓ ଡିଆରଡିଓର ଟିମ ହ୍ରଦ ନିକଟରେ ପହଂଚିଛନ୍ତି । ଚମୋଲି ଠାରୁ ଉପରେ ଥିବା ମୁରେଣ୍ଡା ଠାରେ ଏହି…

ଆଇପିଏଲର ଦାମୀ ଖେଳାଳି । ନିଲାମୀରେ ହିରୋ ସାଜିଲେ ମୋରିସ, କିନ୍ତୁ ଏବେ ବି ଅଧିକ ଟଙ୍କା ପାଉଛନ୍ତି କ୍ୟାପଟେନ କୋହଲି ।

କନକ ବ୍ୟୁରୋ : ସରିଛି ଆଇପିଏଲ ନିଲାମୀ । ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସ ଚଳିତ ନିଲାମୀରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇ ନୂଆ ରେକର୍ଡ କରିଛନ୍ତି । ଏପରିକି ଆଇପିଏଲ ଇତିହାସରେ ମୋରିସ ସର୍ବାଧିକ ଟଙ୍କାରେ ବିକ୍ରି ହେବାର ରେକର୍ଡ ନିଜ ନାଁରେ କରିଛନ୍ତି । ମୋରିସଙ୍କୁ…