Daily Archives

February 7, 2021

ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜୁ ଜନତା ଦଳ । ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଘୋଷଣା ହେଲା…

କନକ ବ୍ୟୁରୋ: ବିଜେଡିର ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା । ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଘୋଷଣା ହେଲା ତାଲିକା । ସୁନ୍ଦରଗଡ ଜିଲ୍ଲା ପାଇଁ କୁନା ବିହାରୀ ଦାସ ସହପର୍ଯ୍ୟବେକ୍ଷକ ନିଯୁକ୍ତ । ସେହିପରି ସୁନ୍ଦରଗଡ ବିଧାନସଭା କ୍ଷେତ୍ର ପାଇଁ ଦେବାଶିଷ ମଲ୍ଲିକ, ତଳସରା ପାଇଁ…

ପଶ୍ଚିମବଙ୍ଗରେ ୪ ହଜାର ୭ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୋଦି । ୪ଟି ବିକାଶମୂଳକ ପ୍ରକଳ୍ପକୁ ଦେଶ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଗସ୍ତରେ ଯାଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ସଡକ ପରିବହନ ବିଭାଗର ୪ଟି ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଶୁଭାରମ୍ଭ କରିଛନ୍ତି । ମୋଟ୍ ୪ ହଜାର ୭ଶହ କୋଟିରୁ ଅଧିକ ଏହି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ…

ସମ୍ବଲପୁର ରାସ୍ତା କଡରେ ମେଲିଛି ସୁନ୍ଦର କଣ୍ଢେଇର ପସରା । ରଙ୍ଗବେରଙ୍ଗ କଣ୍ଢେଇ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ।

କନକ ବ୍ୟୁରୋ: ସମ୍ବଲପୁର ରାସ୍ତାକଢରେ ପସରା ମେଲିଛି ରାଜ୍ୟ ବାହାରର କଣ୍ଢେଇ । ସୁନ୍ଦର ତଥା ଆକର୍ଷଣୀୟ ହୋଇଥିବାରୁ ଲୋକେ ବି ଏହାକୁ ପସନ୍ଦ କରୁଥିବାରୁ ବ୍ୟବସାୟ ବି ଭଲ ଚାଲିଛି । ଧାଡି ଧାଡି ହୋଇ ସଜେଇ ହୋଇଥିବା ଏହି କଣ୍ଢେଇ ସବୁ ରାଜ୍ୟ ବାହାରୁ ଆସିଛି । ସମ୍ବଲପୁର ସହରର ମୁଖ୍ୟ ରାସ୍ତା…

ସୁକିନ୍ଦାର ସଫଳ ଚାଷୀ ଦିଲ୍ଲିପ ମହାନ୍ତି । ବିଦେଶୀ କୋଳି ଚାଷ କରି ଏବେ ଚର୍ଚ୍ଚାରେ । 

କନକ ବ୍ୟୁରୋ: ମନଦେଇ ଚାଷ କଲେ ଚାଷରୁ ମଧ୍ୟ ଜଣେ ଆଶାନୁରୂପ ଅର୍ଥ ରୋଜଗାର କରିପାରିବ । ଯାହା କରି ଦେଖାଇଛନ୍ତି କଟକ ଜିଲ୍ଲା ନିଆଳି ଅଂଚଳର ଚାଷୀ ଦିଲ୍ଲିପ୍ ମହାନ୍ତି । ଘର ନିଆଳିରେ ହୋଇଥିଲେ ବି ଯାଜପୁରର ସୁକିନ୍ଦା ବ୍ଲକ୍ କରଡାପାଳ ଅଂଚଳରେ ଥିବା ତାଙ୍କ ଶ୍ୱଶୁର ଘର ଜମିରେ ସଫଳ ଚାଷର…

କେନ୍ଦ୍ର ସରକାରଙ୍କ ଦ୍ୱାରା ବାଇ-ଲ ଜାରି ହେବା ପରେ ଆରମ୍ଭ ହେଲା ରାଜନୀତି । ଜାଣନ୍ତୁ ଏହି ପ୍ରସଙ୍ଗରେ କିଏ କଣ କହିଲେ…

କନକ ବ୍ୟୁରୋ : ଜାତୀୟ ସ୍ମାରକ କର୍ତୃପକ୍ଷ ପୁରୀ ମନ୍ଦିରକୁ ନେଇ ବାଇ-ଲ ଜାରି କରିବା ପରେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସାଂସଦ ଏହି ଟୁଇଟରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା…

ଚାକିରି ନୁହେଁ ଚାଷ ଦେଇଛି ରୋଜଗାର । ଫୁଲବାଣୀର ଗୋଲକ କହଁର ଜୈବିକ ପଦ୍ଧତିରେ ଚାଷ କରି ହୋଇଛନ୍ତି ସଫଳ ।

କନକ ବ୍ୟୁରୋ: ଇଂଜିନିୟର ଯୁବକଙ୍କୁ ଚାକିରି ନୁହେଁ ରୋଜଗାରକ୍ଷମ କରାଇଛି ଚାଷ । ଇଂଜିନିୟର ଚାକିରି ଛାଡି ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ପାଲଟିଛନ୍ତି ଜଣେ ଇଂଜିନିୟର । ନିଜେ ଜଣେ ସଫଳ ଚାଷୀ ହେବା ସବ ଚାଷ କାମରେ ଗାଁର ୪-୫ ଜଣ ବେକାର ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । ଚାଷ ଜମିରେ…