Daily Archives

February 25, 2021

ପୁରୀ ପ୍ରଶାସନକୁ ଘାରିଲା କୋଭିଡ୍ ଚିନ୍ତା । ଶନିବାର, ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ଦର୍ଶନ ବନ୍ଦ ନେଇ ମତାମତ…

କନକ ବ୍ୟୁରୋ: ଶନିବାର, ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ପୁରୀ ଜିଲ୍ଲା ପ୍ରଶାସନକୁ ଘାରିଲା କରୋନ ଚିନ୍ତା । ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଭକ୍ତଙ୍କ ପାଇଁ ଶନିବାର ଓ ରବିବାର ବନ୍ଦ ହୋଇପାରେ ଶ୍ରୀମନ୍ଦିର । ତେବେ ଏନେଇ ଆଲୋଚନା ଚାଲିଛି,…

ବିଜେପି ଫୋକସରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ । ପୁଡୁଚେରୀ ଓ ତାମିଲନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

କନକ ବ୍ୟୁରୋ: ବିଜେପି ଫୋକସରେ ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ । ପଶ୍ଚିମବଙ୍ଗ ପରେ ଏବେ ଆସାମ, ତାମିଲନାଡୁ, ପୁଡୁଚେରୀକୁ ଫୋକସ କରିଛି ବିଜେପି । ପୁଡୁଚେରୀରେ କଂଗ୍ରେସ ସରକାରର ପତନ ହେଉ ହେଉ ଗୁରୁବାର ସେଠରେ ବିଜେପିର ସବୁଠାରୁ ବଡ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର…

ମହାରାଷ୍ଟ୍ରରେ କରୋନା ସଙ୍କଟ । ୨୪ ଘଂଟାରେ  ପାଖାପାଖି ୯ ହଜାର ମାମଲା, ୮୦ ମୃତ । ମୁମ୍ବାଇର ଧରାବିରେ ଦୁଇଅଙ୍କ ଛଇଁଲା…

କନକ ବ୍ୟୁରୋ: ମହାମାରୀ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ପୁଣି ଥରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । ମଙ୍ଗଳବାର ୬ ହଜାର ୨ ଶହ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବୁଧବାରକୁ ଏହି ସଂଖ୍ୟା ଏବେ ୮ହଜାର ଟପି ଯାଇଛି । ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ଚିହ୍ନଟ…

ଦେଶରେ ଡର ବଢାଉଛି କରୋନାର ଦ୍ୱିତୀୟ ସଂକ୍ରମଣ । ଫୋକସରେ ବିମାନ ବନ୍ଦର, ରେଳ ଷ୍ଟେସନ । ନୂଆ କଟକଣା ଜାରି କଲେ ବିଭିନ୍ନ…

କନକ ବ୍ୟୁରୋ : ଦେଶରେ ପ୍ରାୟ ୧୬ଟି ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦେଖାଦେଇଥିବା ବେଳେ, ୫ ରାଜ୍ୟରେ ସବୁଠାରୁ ଅଧିକ ହୋଇଛି ସଂକ୍ରମଣ । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଓ ପଞ୍ଜାବରେ ସଂକ୍ରମଣ ହାର ସବୁଠାରୁ ଦ୍ରୁତ ରହିଛି । ଏପରି ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଜାରି…

ଭାରତ-ପାକିସ୍ତାନ ସୀମାରେ ଫେରିବ ଶାନ୍ତି । ସୀମାପାର ଗୁଳି ଚାଳନା ବନ୍ଦ କରିବାକୁ ଉଭୟ ଦେଶର ଡିଜିଏମଓ ଆଲୋଚନାରେ…

କନକ ବ୍ୟୁରୋ: ଦୀର୍ଘ ସମୟ ଧରି ନିୟମ ଉଲଂଘନ କରି ଭାରତ ସୀମା ଆରପଟୁ ଗୁଳି ମାଡ କରି ଆସୁଥିଲେ ପାକିସ୍ତାନୀ ସେନା । ହେଲେ, ଏଥିରେ ଏବେ ଲାଗିବ ବ୍ରେକ୍ । ଭାରତ ଓ ପାକିସ୍ତାନ ଦୁଇ ଦେଶର ସାମରିକ ଅପରେସନ ମୁଖ୍ୟ ବା ଡିଜିଏମଓ ହଟଲାଇନରେ କଥାବାର୍ତା କରିବା ପରେ ଏହି ନିଷ୍ପତି ନିଆଯାଇଛି ।…

ପୁଣି ପଦାରେ ପଡିଲା କଂଗ୍ରେସ କଳି । ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ଜଗତସିଂହପୁରର ଦୁଇ ଗୋଷ୍ଠୀ…

କନକ ବ୍ୟୁରୋ: ଆଜି କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ହାତାହାତି ହୋଇଯାଇଛନ୍ତି । ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକ ଏବଂ ଚିରଞ୍ଜିବୀ ବିଶ୍ୱାଳଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଛି । ସ୍ଥିତିକୁ ସମ୍ଭାଳିବାକୁ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ…