Daily Archives

February 26, 2021

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୮ଟି ପର୍ଯ୍ୟାୟରେ ହେବ ନିର୍ବାଚନ, ମେ ୨ରେ ଆସିବ ରେଜଲ୍ଟ । 

କନକ ବ୍ୟୁରୋ : ବାଜିଲା ନିର୍ବାଚନ ବିଗୁଲ । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗରେ ୨୯୪ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ୍ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ମାର୍ଚ୍ଚରେ ଅନୁଷ୍ଠିତ ହେବ । ସେହିପରି ଏପ୍ରିଲ ୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ, ଏପ୍ରିଲ…

ସବୁ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କଲେ ୟୁସୁଫ ପଠାନ୍ । ୨୦୦୭ ଓ ୨୦୧୧ ବିଶ୍ୱକପ୍ ବିଜୟୀ ଦଳର ଥିଲେ ସଦସ୍ୟ ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଅଲରାଉଣ୍ଡର ୟୁସୁଫ ପଠାନ ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବାକୁ ଘୋଷଣା କରିଛନ୍ତି । ଡାହାଣହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ୟୁସୁଫ ପଠାନ ଶୁକ୍ରବାର ଦିନ ଟ୍ୱିଟରରେ ନିଜର ଅବସର ବାବଦରେ ଘୋଷଣା କରିଛନ୍ତି । ସେ ଅତ୍ୟନ୍ତ…

ମାର୍ଚ୍ଚ ୩୧ ଯାଏଁ ବଢିଲା କରୋନା ଗାଇଡଲାଇନ୍ ଅବଧି । କରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର ଗୃହ ବିଭାଗର ନିଷ୍ପତ୍ତି ।

କନକ ବ୍ୟୁରୋ : ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏଁ ବଢିଲା କରୋନା ଗାଇଡଲାଇନ୍ ଅବଧି । କରୋନା ସଂକ୍ରମଣ ଦୃଷ୍ଟିରୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ । ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା ଓ ସାବଧାନତା । ତେବେ ଟିକାକରଣ ତ୍ୱରାନ୍ୱିତ କରିବାକୁ…

୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର ।…

କନକ ବ୍ୟୁରୋ : ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନର ସୁନିଲ ଆରୋରା । କମିଶନଙ୍କ ସୂଚନା ମୁତାବକ, ଏହି ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ମୋଟ ୮୨୪ ବିଧାନସଭା କ୍ଷେତ୍ରରୁ ମତଦାନ…

ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କଲେ ଦ୍ରୁତ ବୋଲର ବିନୟ କୁମାର । ଟିମ୍ ଇଣ୍ଡିଆ ପାଇଁ ଖେଳିଥିଲେ ୩୧ ଦିନିକିଆ,…

କନକ ବ୍ୟୁରୋ: କ୍ରିକେଟକୁ ବାଏ ବାଏ କହିଲେ ଭାରତୀୟ ଦ୍ରୁତ ବୋଲର ବିନୟ କୁମାର । ଶୁକ୍ରବାର ସେ କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିବା ସହିତ କ୍ରିକେଟକୁ ଅଲବିଦା କହିଛନ୍ତି । ୩୭ ବର୍ଷୀୟ ଏହି କ୍ରିକେଟର ୨୦୧୦ ମସିହାରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିଲେ । ଏହାପରେ ସେ…

କରୋନା କାଳରେ ହୋଇଛି ଦୁର୍ନୀତି ପରେ ଦୁର୍ନୀତି । ବୁଲା ଗୋରୁ-ଗାଇଙ୍କ ଖାଇବା ପାଇଁ ଆସିଥିବା ଅର୍ଥ ଆତ୍ମସାତ ଅଭିଯୋଗ,…

କନକ ବ୍ୟୁରୋ : କରୋନା ମହାମାରୀ ବହୁ ଲୋକଙ୍କ ଠାରୁ ରୋଜଗାର ପନ୍ଥା ଛଡେଇ ନେଇଛି । ହେଲେ, ଏହି ସମୟରେ କିଛି ଅସାଧୁ ସରକାରୀ ବାବୁ ବିପତିର ସୁଯୋଗ ନେଇ ସରକାରୀ ଅର୍ଥ ବାଟମାରଣା କରିଛନ୍ତି । ବଲାଙ୍ଗୀରରେ କରୋନା କାଳରେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଆସିଥିବା ପଇସାକୁ ମଧ୍ୟ ଖାଇଯାଇଛନ୍ତି ।…