Daily Archives

February 9, 2021

ଶ୍ରୀମନ୍ଦିର ବାଇ-ଲ’ ପ୍ରତ୍ୟାହାର ହେବା ପରେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ…

କନକ ବ୍ୟୁରୋ : ବାଇ-ଲ ନିଷ୍ପତି ପ୍ରତ୍ୟାହାର ପରେ ଆରମ୍ଭ ହେଲା ଶ୍ରେୟ ରାଜନୀତି । ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲେ ବିଜେପି ନେତାଙ୍କ ସହ ପୁରୀ ସେବାୟତ, ଏପଟେ ଭୁବନେଶ୍ୱରରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉ ଏକ ସେବାୟତ ଟିମ । ରାଜ୍ୟରେ ଆରମ୍ଭ ହେଲା ରାଜନୈତିକ ବୟାନ ବାଜି…

ବରିଷ୍ଠ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦଙ୍କ ବିଦାୟୀ ଦିନରେ ମୋଦିଙ୍କ ଆଖିରେ ଲୁହ । କୋହ ରଖିପାରିଲେନି…

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ ବିଦାୟୀ ଦିନରେ ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋକି ପାରିଲେନି ଲୁହ । ୨୦୦୭ ମସିହାର ଜମ୍ମୁକାଶ୍ମୀରର ଏକ ଆତଙ୍କବାଦୀ ଆକ୍ରମଣ ବେଳେ ଗୁଲାମ ନବୀ କରିଥିବା ସହାୟତା ମନେପକାଇ ହେଲେ ଭାବବିହ୍ୱଳ ।…

ସୋସିଆଲ ମିଡିଆରେ ଭାଇରାଲ ଭିଡିଓ । ବିବାହ ଉତ୍ସବରେ ଫଟୋସୁଟ ବେଳେ ଫଟୋଗ୍ରାଫରଙ୍କୁ ବରର ମାଡ । ପଦାକୁ ଆସିଲା ଭିଡିଓର…

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏକ ବିବାହ ଉତ୍ସବରେ ବର ବଧୂଙ୍କ ଫଟୋସୁଟ ଚାଲିଛି । ଏହି ସମୟରେ ଫଟୋଗ୍ରାଫର ଜଣକ ବରକୁ ଅଣଦେଖା କରି କେବଳ ନୂଆବୋହୁର ଫଟୋ ଉଠାଇବା ସହ ତାଙ୍କୁ ଫଟୋ ପୋଜ ବତାଉଥିଲେ ହେଲେ ଏଥିରେ ଖପ୍ପା ହୋଇଯାଇଥିଲେ ବର । ଏବଂ…

ଜୋ ବାଇଡେନଙ୍କ ସହ ମୋଦୀଙ୍କ ଆଲୋଚନା । ଆଂଚଳିକ ପ୍ରସଙ୍ଗ ଓ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଂଚଳିକ ପ୍ରସଙ୍ଗ ଓ ଭାରତ ଆମେରିକା ଦ୍ୱିପାକ୍ଷିକ ପ୍ରସଙ୍ଗରେ ହୋଇଛି ଆଲୋଚନା । ଏହାସହ ଜଳବାୟୁ ପରିବର୍ତ୍ତନ ବିରୋଧରେ…

ଏ ବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଶ୍ରୀମନ୍ଦିର ପାଞ୍ଜିକାରଙ୍କ ବୈଠକ ପରେ ନୀତି ପ୍ରଶାସକଙ୍କ ସୂଚନା । 

କନକ ବ୍ୟୁରୋ : ଚଳିତ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନାଗାର୍ଜୁନ…

ଉତ୍ତରାଖଣ୍ଡ ତପୋବନରେ ୫୫ ଘଂଟାରୁ ଅଧିକ ସମୟ ଧରି ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଏବେ ବି ଫସିଛନ୍ତି ୩୦ରୁ ଅଧିକ…

କନକ ବ୍ୟୁରୋ: ରବିବାର ଉତ୍ତରାଖଣ୍ଡ ହୋଇଥିବା ପ୍ରଳୟ ପରେ ଶତାଧିକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି । ୫୫ ଘଂଟାରୁ ଅଧିକ ସମୟ ଧରି ଜାରି ରହିଛି ରେସକ୍ୟୁ ଅପରେସନ । ଦ୍ୱିତୀୟ ଟନେଲରୁ ଅବରୋଧ ହଟାଇ ଶ୍ରମିକମାନଙ୍କ ପାଖରେ ପହଂଚିବା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ରବିବାର ଭୟାନକ…