Daily Archives

February 23, 2021

ମଦ ପିଇ ଗାଡି ଚଲାଉଥିଲେ ଡ୍ରାଇଭର । ୧୭ ହଜାର ୫୦୦ ଟଙ୍କାର ଚାଲାଣ କାଟିଲା ପରିବହନ ବିଭାଗ ।

କନକ ବ୍ୟୁରୋ : ମଦ୍ୟପାନ କରିବା ଗାଡ଼ି ଚଲାଇବା ମଦ୍ୟପ ଡ୍ରାଇଭରଙ୍କ ପାଇଁ କାଳ ହୋଇଛି। ଯାଞ୍ଚ ସମୟରେ ପୁଲିସ୍ ହାବୁଡ଼ରେ ପଡିଥିବା ଡ୍ରାଇଭର ନିକଟରୁ ପରିବହନ ବିଭାଗ କୌଣସି କାଗଜପତ୍ର ନ ପାଇବା ପରେ ୧୭ ହଜାର ୫୦୦ ଟଙ୍କାର ଚାଲାଣ କାଟିଛି। ମଦ୍ୟପାନ କରି ଗାଡ଼ି ଚଳାଇବା ଅଭିଯୋଗରେ ୧୦ ହଜାର…

ଚୀନ୍ ପାଲଟିଛି ଭାରତର ୧ନମ୍ବର ବାଣିଜ୍ୟିକ ସହଯୋଗୀ । କମର୍ସ ମନ୍ତ୍ରାଳୟ ଦେଲା ସୂଚନା ।

କନକ ବ୍ୟୁରୋ : ସୀମା ବିବାଦ ମଧ୍ୟରେ ବି ଚୀନ୍ ଭାରତର ୧ନମ୍ବର ବାଣିଜ୍ୟିକ ସହଯୋଗୀ ରାଷ୍ଟ୍ର ବନିଛି । ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ସବୁଠୁ ଅଧିକ ରହିଛି । ଭାରତ ଚୀନ୍ ସୀମାରେ ଗଲୱାନ ସଂଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହେବା ପରେ ଦେଶରେ ଚୀନ୍ ବିରୋଧୀ ପ୍ରତିବାଦ ତେଜିବାରେ ଲାଗିଲା…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପୁତୁରା ଅଭିଶେକ ବାନାର୍ଜୀଙ୍କ ଘରେ ସିବିଆଇ । କୋଇଲା ଦୁର୍ନୀତି ମାମଲାରେ ଅଭିଶେକଙ୍କ…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ କୋଇଲା ଦୁର୍ନୀତିକୁ ଜୋର ଧରିଛି ରାଜନୀତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ପୁତୁରା ଅଭିଶେକ ବାନାର୍ଜିଙ୍କ ପତ୍ନୀ ରୁଜିରା ବାନାର୍ଜିଙ୍କୁ ପଚରାଉଚରା କରିଛି ସିବିଆଇ । ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି…

ବିଶ୍ୱର ସବୁଠୁ ବଡ଼ ଧନୀ କିଏ? ବିଟ କଏନରେ ଗୋଟିଏ ଦିନରେ ୧୫ ବିଲିୟନ ଡଲାର ହରାଇ ଦୁଇ ନମ୍ବର ସ୍ଥାନକୁ ଖସିଲେ ମସ୍କ ।

କନକ ବ୍ୟୁରୋ: ବିଶ୍ୱର ସବୁଠୁ ବଡ଼ ଧନୀ କିଏ ? ଏନେଇ ଯେମିତି ଲୁଚକାଳି ଚାଲିଛି । ଏଲନ ମସ୍କ ପୁଣି ଥରେ ଧନୀ ତାଲିକାର ଦୁଇ ନମ୍ବରକୁ ଆସିଯାଇଥିବା ବେଳେ ଆମାଜନ ମୁଖ୍ୟ ଜେଫ ବେଜାସ୍ ଏକ ନମ୍ବର ଧନୀ ପାଲଟିଛନ୍ତି । ଟେସଲା କମ୍ପାନୀ ମୁଖ୍ୟ ଏଲନ ମସ୍କ ଗୋଟିଏ ଦିନରେ ୧୫ ବିଲିୟନ ଡଲାର ହରାଇବା ପରେ…

ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର । ପର୍ସିଭିୟରେନ୍ସ ରୋଭର ଦ୍ୱାରା ସଂଗ୍ରହ କରାଯାଇଥିବା ଅଡିଓ ଜାରି କଲା ନାସା ।

କନକ ବ୍ୟୁରୋ: ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା ନାସା ଏନେଇ ଏକ ଅଡିଓ କ୍ଲିପ ଜାରି କରିଛି । ଏହି ଅଡିଓ ପର୍ସିଭିୟରେନ୍ସ ରୋଭର ଦ୍ୱାରା ସଂଗ୍ରହ କରାଯାଇଛି । ଯେଉଁଥିରେ ପବନର ଶବ୍ଦ ରେକର୍ଡ କରାଯାଇଛି । ମଙ୍ଗଳ ଗ୍ରହରେ ନାସା ଦ୍ୱାରା ପ୍ରେରିତ ମଙ୍ଗଳ ଯାନର…

ଗୁଜରାଟ ମହାନଗର ନିର୍ବାଚନରେ ବାଜି ମାରିଲା ବିଜେପି । ୬ଟି ଯାକ ନିଗମ ରହିପାରେ ବିଜେପି କବଜାରେ ।

କନକ ବ୍ୟୁରୋ : ଗୁଜରାଟ ମହାନଗର ନିର୍ବାଚନରେ ବାଜି ମାରିଲା ବିଜେପି । ୬ଟି ଯାକ ନିଗମ ରହିପାରେ ବିଜେପି କବଜାରେ । ରାଜ୍ୟର ୪୪୯ ଆସନରେ ବିଜେପିର ଦବଦବା ରହିଥିବା ବେଳେ କଂଗ୍ରେସ ହାତରେ ମାତ୍ର ୪୪ଟି ଆସନ ରହିଛି । ଗୁଜୁରାଟରେ ୬ଟି ମହାନଗର ନିଗମ ନିର୍ବାଚନ ନେଇ ଭୋଟଗଣତି ଚାଲିଛି । ସୂଚନା…